ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ । ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ ।
ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କୁ ନେଇ ଆଉ ଏକ ଆଲବମ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବନ୍ଧୁଗଣ ଏହି ଆଲବମ ଗୀତଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ଅଛି । ଗାଁରୁ ସହର ସହରରୁ ଗଳି ସମସ୍ତ ସ୍ଥାନରେ ଏହି ଗୀତ ବାଜୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟୁଙ୍ଗୁରୁ ଆଉ ବର୍ଷାଙ୍କୁ ନେଇ ହୋଇଥିବା ଏହି ଆଲବମ ଗୀତ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଆଲବମ ଗୀତ ବିଷୟରେ ।
ବନ୍ଧୁଗଣ ସେମିତିରେ ଟୁଙ୍ଗୁରୁ ଆଉ ବର୍ଷାଙ୍କୁ ନେଇ ଅନେକ ଆଲବମ ଭିଡିଓ ଭାଇରାଲ ହୋଇସାରିଛି ଆଉ ଏବେ ଏହି ନୂଆ ଆଲବମ ଗୀତଟି ସବୁ ଆଡେ ଚର୍ଚ୍ଚାରେ ରହିଛି । ଏହି ଆଲବମ ଗୀତର ନାମ ହେଉଛି ‘ମିଳିଗଲା ଟୁଙ୍ଗୁରୁ ଭୋଳ’ । ଏହି ଆଲବମ ଭିଡିଓଟି ପ୍ରୋଷ୍ଟ୍ରିଙ୍ଗ ଓଡିଶା ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଛି । ଏହି ଭିଡିଓକୁ ବର୍ତ୍ତମାନ 8 ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।
ଆଉ ଲୋକମାନଙ୍କୁ ଏହି ଭିଡିଓଟି ବେସ ପସନ୍ଦ ମଧ୍ୟ ଆସୁଛି । ଲୋକମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଅନ୍ୟ ପଟେ ଟୁଙ୍ଗୁରୁ ଆଉ ବର୍ଷାଙ୍କ ପ୍ରେମ କାହାଣୀ ସରିବାର ନାଁ ନେଉନି । ଏବେ ଏହି ଦୁଇଜଣଙ୍କ ପ୍ରେମ କାହାଣୀରେ ଆଉ ଗୋଟେ ଟୁଇଷ୍ଟ ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଟୁଙ୍ଗୁରୁ ଓ ବର୍ଷାଙ୍କ ଏହି ନୂଆ ଆଲବମ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।