Katrina Kaif ଙ୍କ ଜୀବନର 5 ଟି ସବୁଠୁ ବଡ ବିବାଦ, ଯାହାକୁ ମନେ ପକେଇ ଆଜି ବି ଲୋକେ କ୍ଯାଟଙ୍କୁ ଦିଅନ୍ତି ଗାଳି

ବନ୍ଧୁଗଣ, ବିକି କୌଶଲ ଏବଂ କାଟ୍ରିନା କେଫ ଙ୍କର ବୈଦିକ ରୀତିନୀତି ଅନୁଯାୟୀ ରାଜସ୍ଥାନରେ ବିବାହ ସମ୍ପନ୍ନ ହୋଇସାରିଛି । ଉଭୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ଚାରିଆଡେ ଦେଖିବାକୁ ମିଳୁଛନ୍ତି । ଉଭୟଙ୍କ ପ୍ୟାନ୍ସ ମଧ୍ୟ ଉଭୟଙ୍କୁ ଧନ୍ୟବାଦ ଦେଉଛନ୍ତି । ବଲିଉଡ ରେ ଅନେକ ଏଭଳି ବଡ ବଡ ଷ୍ଟାର ମାନେ ଅଛନ୍ତି ଯେଉଁମାନେ ନାନା ପ୍ରକାରର ବିବାଦ ମଧ୍ୟରେ ଘେରି ରହିଥିବାର ନଜର ଆସିଛନ୍ତି ।

ସଫଳତାର ପାହାଚ ଉପରକୁ ଉଠିବା ସହିତ କାଟ୍ରିନା ବର୍ତ୍ତମାନ ନିଜକୁ ସଂଯମତା ରେ ରଖିବା ଶିଖି ଯାଇଛନ୍ତି । କିନ୍ତୁ ଏହା ପୂର୍ବ ରୁ ଅନେକ ଥର ନିଜ ହରକତ ଯୋଗୁଁ ହେଡ୍ଲାଇନ୍ସ ରେ ଆସିଛନ୍ତି କାଟ୍ରିନା । କାଟ୍ରିନା ଙ୍କ ନାମ ଶଲମାନ ଙ୍କ ସହିତ ଯୋଡି ହୋଇ ସାରିଛି । ଉଭୟ ଅନେକ ଦିନ ଧରି ସମ୍ପର୍କ ରେ ମଧ୍ୟ ରହିଥିଲେ । ଶାହରୁଖ ଖାନ ଙ୍କ ସହିତ କିସିଙ୍ଗ ସିନ ଠାରୁ ଆରମ୍ଭ କରି ଫାଇଟିଙ୍ଗ ପର୍ଯ୍ୟନ୍ତ କାଟ୍ରିନା ସବୁବେଳେ ବିବାଦ ମଧ୍ୟରେ ଘେରି ରହିଆସିଛନ୍ତି ।

କହିବାକୁ ଗଲେ କାଟ୍ରିନା ନିଜ ରିଲେସନସିପ କୁ ନେଇ ସର୍ବଦା ଚୁପ ରହିଆସିଛନ୍ତି । କିନ୍ତୁ ଦୁନିଆ ଠାରୁ କିଛି ମଧ୍ୟ ଅଛପା ନାହିଁ । ସଲମାନ ଖାନ କାଟ୍ରିନା ଙ୍କ ସହିତ ରିଲେସନସିପ ରେ ଥିଲା ବେଳେ, ଅନେକ ସାୟରେ ମାରପିଟ ମଧ୍ୟ କରିଥିଲେ ।

ତାଙ୍କ ପୋଷାକ କୁ ନେଇ ସମସ୍ତଙ୍କ ସାମ୍ନା ରେ କାଟ୍ରିନା ଙ୍କୁ ପାଟି କରିବାର ମଧ୍ୟ ନଜର ଆସିଥିଲେ । କାଟ୍ରିନା କେଫ B ଗ୍ରେଡ ର ଚଳଚ୍ଚିତ୍ର ରେ ମଧ୍ୟ କାମ କରିଛନ୍ତି । ତାଙ୍କର ପ୍ରଥମ ଚଳଚ୍ଚିତ୍ର ବୁମ ସେ ସେ ବହୁତ ବୋଲ୍ଡ ସିନ କରିଥିଲେ । ଗୁଲସନ ଗ୍ରୋବର ସହିତ କାଟ୍ରିନା ଙ୍କ ଭିଡିଓ ବହୁତ ଭାଇରାଲ ମଧ୍ୟ ହୋଇଥିଲା । କାଟ୍ରିନା ର ୨୭ ବର୍ଷ ଜନ୍ମଦିନ ଅବସରରେ ସଲମାନ ଖାନ ଏବଂ ଶାହରୁଖ ଖାନ ଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ସଲମାନ ଏବଂ ଶାହରୁଖ ଙ୍କ ମଧ୍ୟରେ ଏହି ଝଗଡା କମିବାରେ ଅନେକ ବର୍ଷ ସମୟ ଲାଗିଥିଲା । କାଟ୍ରିନା କେଫ ଏବଂ ରଣବିର କପୁର ମଧ୍ୟ ବହୁତ ସିରିୟସ ରିଲେସନସିପ ରେ ଥିଲେ । ଏହା ୬ ବର୍ଷ ପର୍ଯ୍ୟନ୍ତ ରହିଥିଲା । ମାତ୍ର ବିବାହ ବିବାଦ କୁ ନେଇ ଉଭୟ ଅଲଗା ହୋଇଯାଇଥିଲେ । ବିକି କୌଶଲ ସହିତ ତାଙ୍କର ରିଲେସନସିପ ମିଡିଆ ରେ ଏତେ ପ୍ରଚଳିତ ହୋଇ ନାହିଁ ।

ଏଣୁ ଉଭୟ ମିଡିଆ ଠାରୁ ବଞ୍ଚିତ ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *