ମେହେନଦୀ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ Katrina Kaif ନିଜ ବିବାହରେ ପିନ୍ଧିଥିଲେ ଏହି ସବୁ ମହଙ୍ଗା ଡ୍ରେସ, ବିବାହ ଡ୍ରେସ ର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ ଏବଂ ଅଭିନେତା ବିକି କୌଶଲ ଙ୍କ ନିକଟରେ ବିବାହ ସମ୍ପନ୍ନ ହୋଇଛି । ତେବେ ନିଜ ବିବାହ ରେ କଟ୍ରିନା ସବୁଠାରୁ ଦାମୀ ଡିଜାଇନର ଙ୍କ ପାଖରେ ନିଜ ଡ୍ରେସ ତିଆରି କରାଇଛନ୍ତି । ଯାହାର ଦାମ ବହୁତ ଅଧିକ ଅଟେ । ଆଜି ଆମେ ଆପଣ ମାନଙ୍କୁ କଟ୍ରିନା କୈଫ ନିଜ ବାହାଘର ରେ ପିନ୍ଧିଥିବା ସମସ୍ତ ଦାମୀ ଡ୍ରେସ ଗୁଡ଼ିକ ର ମୂଲ୍ୟ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମ ରେ ରହିଛି ହଳଦୀ ସେରେମନୀ । କଟ୍ରିନା ନିଜର ହଳଦୀ ରସମ ର ଇଭେଣ୍ଟ ରେ କେବଳ ତାଙ୍କ ପରିବାର ସଦସ୍ୟ ହିଁ ଥିଲେ । ଏହି ରସମ ରେ କଟ୍ରିନା ଯେଉଁ ଡ୍ରେସ ପିନ୍ଧିଥିଲେ ତାହା ସେ ଭାରତର ସବୁଠାରୁ ପ୍ରସିଦ୍ଧ ଓ ଦାମୀ ଡିଜାଇନର ନିତା ଲୁଲ୍ଲା ଙ୍କ ଦ୍ୱାରା ଡିଜାଇନ କରିଥିଲେ । ଯାହାର ଦାମ ଥିଲା ୪୦ ଲକ୍ଷ ଟଙ୍କା । ଏହି ରସମ ରେ କଟ୍ରିନା ପିନ୍ଧିଥିବା ଜ୍ୱେଲେରୀ ର ଦାମ ଥିଲା ୧୦ ଲକ୍ଷ ଟଙ୍କା ।

୨. ଦ୍ଵିତୀୟ ରେ ହେଉଛି ମେହେନ୍ଦୀ ସେରେମନୀ । ଏହି ରସମ ରେ କଟ୍ରିନା ରାଜସ୍ଥାନ ର ପ୍ରସିଦ୍ଧ ମେହେନ୍ଦୀ ରେ ନିଜର ମେହେନ୍ଦୀ କରିଥିଲେ । ଯାହା ସମ୍ପୂର୍ଣ୍ଣ ରୂପରେ କେମିକାଲ ଫ୍ରି ଅଟେ । ଯାହାର ଦାମ ୧ଲକ୍ଷ ଟଙ୍କା ଅଟେ । ଏହି ଇଭେଣ୍ଟ ରେ କଟ୍ରିନା ପିନ୍ଧିଥିବା ଡ୍ରେସ ଡିଜାଇନର ଅନାମିକା ଖାନ୍ନା ଙ୍କ ଦ୍ଵାରା ଡିଜାଇନ କରାଯାଇଥିଲା । ଏହି ଡ୍ରେସ ର ଦାମ ଥିଲା ୭ ଲକ୍ଷ ଟଙ୍କା । ଏହି ରସମ ରେ ପିନ୍ଧିଥିବା ଜ୍ୱେଲେରୀ ସେ ଡିଜାଇନର ଅନିତା ଡୋଙ୍ଗରେ ଦ୍ଵାରା କରାଇଥିଲେ । ଯାହାର ଦାମ ଥିଲା ୨ ଲକ୍ଷ ଟଙ୍କା ।

୩. ତୃତୀୟ ରେ ହେଉଛି ବିବାହ ଇଭେଣ୍ଟ । ଯଦିଓ କଟ୍ରିନା ଓ ବିକି କୋର୍ଟ ମ୍ୟାରେଜ କରିବାକୁ ଯାଉଛନ୍ତି । କିନ୍ତୁ କଟ୍ରିନା ନିଜ ଡ୍ରେସ ଓ ଜ୍ୱେଲେରୀ ରେ କୌଣସି ପ୍ରକାର କମପ୍ରୋମାଇଜ କରି ନାହାନ୍ତି । ସେ ନିଜ ବିବାହ ଡ୍ରେସ ସବ୍ୟସାଚୀ ମୁଖାର୍ଜୀ ଙ୍କ ଦ୍ଵାରା କରାଇଥିଲେ । ସୂଚନାଯୋଗ୍ୟ ଏହି ଡ୍ରେସ କୁ ତିଆରି କରିବାରେ ୪ ଦିନ ଲାଗିଥିଲା । ଯାହାର ଦାମ ଥିଲା 12 କୋଟି ଟଙ୍କା । ଏହି ଦିନ କଟ୍ରିନା ପିନ୍ଧିଥିବା ଜ୍ୱେଲେରୀ ଅନିତା ଡୋଙ୍ଗରେ ଙ୍କ ଦ୍ଵାରା ଡିଜାଇନ ହୋଇଥିଲା । ଯାହାର ଦାମ ହେଉଛି ୬୦ ଲକ୍ଷ ଟଙ୍କା ।

୪. ଚତୁର୍ଥ ରେ ହେଉଛି ରିସେପ୍ସନ । ବିବାହ ପରେ କଟ୍ରିନା ଓ ବିକି ନିଜ ବନ୍ଧୁ ବାନ୍ଧବ ଙ୍କୁ ମୁମ୍ବାଇ ରେ ଗ୍ରାଣ୍ଡ ପାର୍ଟି ଦେବେ । ଏହି ଦିନ କଟ୍ରିନା ପିନ୍ଧିଥିବା ଡ୍ରେସ ମନିଷ ମଲହୋତ୍ରା ଡିଜାଇନ କରିବେ । ଯାହାର ଦାମ ୪ କୋଟି ଟଙ୍କା ଅଟେ । ଏହି ଦିନ କଟ୍ରିନା ଯେଉଁ ଜ୍ୱେଲେରୀ ପିନ୍ଧିବେ ତାହା ମଧ୍ୟ ମନିଷ ମଲହୋତ୍ରା ଙ୍କ ଦ୍ଵାରା ଡିଜାଇନ କରାଯିବ । ଯାହାର ଦାମ ୩୦ ଲକ୍ଷ ଟଙ୍କା ଅଟେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *