Astrology- କାର୍ତ୍ତିକ ପୂର୍ଣ୍ଣିମା (19 November 2021) ଚନ୍ଦ୍ର ଗ୍ରହଣ, ଏହି 8 ଟି ରାଶିରେ ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ ତେବେ ୧୯ ନଭେମ୍ବର ୨୦୨୧ବର୍ଷର ଶେଷ ଭୟଙ୍କର ଚନ୍ଦ୍ରଗ୍ରହଣ ତେବେ ଏହି ଚନ୍ଦ୍ରଗ୍ରହଣ ବର୍ଷର ଶେଷ ଚନ୍ଦ୍ରଗ୍ରହଣ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ୍ୟ ପୂର୍ଣ୍ଣିମା ତିଥି ଅର୍ଥାତ ୧୯ ନଭେମ୍ବର କୁ ପଡୁଛି । ଏହି ଚନ୍ଦ୍ରଗ୍ରହଣ ଆଶିଂକ ଚନ୍ଦ୍ରଗ୍ରହଣ ହେବାକୁ ଜାଉଛି । ଜାହା ଭାରତ ର ଅରୁଣାଞ୍ଚଳ ପ୍ରଦେଶ ରେ ଦୃଶ୍ୟମାନ ହେବାକୁ ଯାଉଛି । ଏହା ସହିତ ଏସିଆ , ଆଫ୍ରିକା ଏବଂ ପ୍ରଶାନ୍ତ ମହାସାଗର ଅଞ୍ଚଳ ରେ ଦେଖାଦେବ ।

ଏହା ସହିତ ୧୯ ନଭେମ୍ବର ୨୦୨୧ ଅର୍ଥାତ ଶୁକ୍ରବାର ଦିନ କିଛି ଲୋକ ମାନଙ୍କୁ ସାବଧାନାତା ରହିବା ପାଇଁ ପଡିବ । ଏହି ଦିନ ୧୧:୩୨ ମିନିଟ୍ ରେ ଆରମ୍ଭ ହେବାକୁ ଥିବା ବେଳେ ସଂନ୍ଧ୍ୟା ୫:୩୪ ମିନିଟ୍ ରେ ଶେଷ ହେବ । ତେବେ ଆସନ୍ତୁ ଏହି ସମୟରେ ଭାଗ୍ୟଶାଳୀ ରାଶି ଙ୍କ ବିଷୟ ରେ ଆଲୋଚନା କରିନେବା ।

୧- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଲାଭ ପ୍ରାପ୍ତ ହେବ । ଧନ ପ୍ରାପ୍ତି ର ଯୋଗ ବନୁଅଛି । ପ୍ରତଯୋଗୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ । ବିବାହ କୁ ନେଇ ଥିବା ସମସ୍ୟା ଦୂର ହେବ । ଏହା ସହିତ ଆପଣଙ୍କ ପାରିବାରିକ ତଥା ଦାମ୍ପତ୍ୟ ଜୀବନ ମଧୁର ହେବ । ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ ।


୨- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ସୁଖଦ ଫଳ ପ୍ରାପ୍ତ ହେବାକୁ ଯାଉଛି । ଏମାନେ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନଙ୍କ କୌଣସି ଅଟକି ରହି ଯାଇଥିବା ସରକାରୀ କାମ ପୂର୍ଣ ହେବ । ଏମାନଙ୍କ କଳାତ୍ମକ ଶକ୍ତି ର ବିକାଶ ହେବ । ପ୍ରତିଯୋଗୀ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ସାମଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ବିଦେଶ ଯାତ୍ରା ର ଯୋଗ ମଧ୍ୟ ରହିଛି ।


୩- ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ପରିବର୍ତ୍ତନ ଆସିବ । ଏମାନେ ଧର୍ମ କର୍ମ କାର୍ଯ୍ୟ ରେ ଲିପ୍ତ ରହିବେ । ଏମାନଙ୍କ ଆଧ୍ୟାତ୍ମିକ ଶକ୍ତି ର ଉଜାଗର ହେବ । ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପଦୋନ୍ନତି ମଧ୍ୟ ପ୍ରାପ୍ତି ହେବ । ଏହା ସହିତ ସରକାରୀ କ୍ଷେତ୍ରରେ ଆପଣ କରିଥିବା ଆବେଦନ ରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ।


୪- ଏହି ରାଶିର ବ୍ୟକ୍ତି ଙ୍କୁ ସଫଳ ପରିଣାମ ପ୍ରାପ୍ତ ହେବ । ଏମାନଙ୍କୁ ଚାକିରୀ ଓ ବ୍ୟାପାର ଉଭୟ କ୍ଷେତ୍ରରେ ସଫଳତା ହାସଲ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ବଢ଼ିବ । ଏହା ସହିତ ଆପଣ ବିଦେଶ ନଗରିକତ୍ୱ ତଥା ଚାକିରୀ ପାଇଁ କରିଥିବା ସରକାରୀ ଆବେଦନ ମଧ୍ୟ ସଫଳ ହେବ । ଏହା ସହିତ ଏହୂ ରାଶିର ବ୍ୟକ୍ତି ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଭୌତିକ ସୁଖ ର ବୃଦ୍ଧି ହେବ ।

ଏହା ସହିତ କୌଣସି ଅଜଣା ବ୍ୟକ୍ତି ସହିତ ସାକ୍ଷାତ ହେବ ଏବଂ ତାଙ୍କ ସହିତ ସମ୍ପର୍କ ମଧୁର ହେବ । ସଂକ୍ଷିପ୍ତ ରେ ଯଦି କହିବା ତେବେ ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବିଶେଷ ଙ୍କ ଜୀବନ ଆସନ୍ତା ସମୟରେ ସୁଖମୟ ହେବ । ତେବେ ସେହି ଭାଗ୍ୟଶାଳୀ ରାଶି ହେଉଛନ୍ତି- ମେଷରାଶି, କନ୍ୟା ରାଶି, କର୍କଟ ରାଶି, ମୀନ ରାଶି, ତୁଳା ରାଶି, ସିଂହ ରାଶି, ମକର ରାଶି, କୁମ୍ଭ ରାଶି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *