Anuchinta- କାର୍ତ୍ତିକ ମାସ ଧର୍ମର ମାସ ! ଭୁଲରେ ବି କରନ୍ତୁ ନାହିଁ ଏହି 5 ଟି କାମ, ହେବ ସର୍ବନାଶ

ନମସ୍କାର ବନ୍ଧୁଗଣ ତେବେ ବର୍ଷ ର ସବୁଠାରୁ ପବିତ୍ର ମାସ ହେଉଛି କାର୍ତ୍ତିକ ମାସ । ଏହି ମାସ ରେ ସମସ୍ତେ ହବି-ଷ ପାଳନ କରନ୍ତି ଏବଂ ଭଗବାନ ଙ୍କ ଆରାଧନା କରିଥାନ୍ତି । ତେବେ ଏହି କାର୍ତ୍ତିକ ମାସ ରେ ବହୁତ ପର୍ବ ପର୍ବାଣୀ ମଧ୍ୟ ପାଳନ ହୋଇ ଥାଏ । ଏହି ପବିତ୍ର ମାସ ରେ ସମସ୍ତେ ପୂଣ୍ୟ କରିବାକୁ ଚାହାନ୍ତି ।

ଭଲ କାମ କରିବାକୁ ଚାହିଁଥାନ୍ତି ଏହା ଦ୍ୱାରା ତାଙ୍କ ପାପ ର ଭାର କମିଯିବ ବୋଲି ସେମାନେ ଭାବିଥାନ୍ତି । ତେବେ ଏହି ମାସ ରେ ନିଷ୍ଠା ର ସହିତ ପାଳନ କଲେ ଆପଣଂକୁ ନିଜ ମନ ଇଚ୍ଛା ବର ପ୍ରାପ୍ତ ମଧ୍ୟ ହୁଏ । ତେବେ ଏହି କାର୍ତ୍ତିକ ମାସ ରେ କିଛି ଜିନିଷ ରହିଛି ଯାହା କରିବା ଉଚିତ ନୁହେଁ ତେବେ ଆସନ୍ତୁ ଜାଣିନେବା ସେହି କାମ ବା ଜିନିଷ ଗୁଡିକ କଣ କଣ ।

୧- ପ୍ରଥମ ରେ ହେଉଛି ଏହି ମାସ ହେଉଛି ଏକ ପବିତ୍ର ମାସ ତେଣୁ ଏହି ମାସ ରେ କାହାର ବି ଖରାପ ଚିନ୍ତା କରିବା ଉଚିତ ନୁହେଁ । କାହା ପାଇଁ ମନରେ ଘୃ-ଣା ଭାବ ରଖିବା କିମ୍ବା ଅ-ସ-ଭ୍ୟ ଆ-ଚ-ର-ଣ କରିବା ଏହି ମାସ ରେ ମହା-ପା-ପ ଅଟେ ଏବଂ ଏହି ମନୋଭାବ ରଖି ପୂଜା କଲେ କୌଣସି ଫଳ ମଧ୍ୟ ମିଳି ନଥାଏ ।


୨- ଦ୍ଵିତୀୟ ରେ ହେଉଛି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବୃକ୍ଷ ମାନଙ୍କ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏହି ମାସ ରେ ବୃକ୍ଷଲତା ଙ୍କର କ୍ଷତି କରିବା ଉଚିତ ନୁହେଁ । ବୃକ୍ଷଲତା କୁ କ୍ଷତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଆପଣ ମାନେ ଏହି ମାସ ରେ ନିଜର ଘର ଅଗଣା ରେ ବୃକ୍ଷରୋପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ପରିବାର ରେ ସମସ୍ତେ ସୁସ୍ଥ ରହିବେ ।


୩- ତୃତୀୟ ରେ ହେଉଛି ଏହି ମାସ ରେ କୌଣସି ଜୀବ ଜନ୍ତୁ କୁ ହ-ତ୍ୟା କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଦୁ-ର୍ଭା-ଗ୍ୟ ପ୍ରାପ୍ତ ହୋଇଥାଏ । ଏହା ଛଡା କୌଣସି ବି ଦିନ ରେ ଜୀଵ ଜନ୍ତୁ ଙ୍କୁ ହ-ତ୍ୟା କରିବା ଉଚିତ ନୁହେଁ ଏବଂ ମ-ହା-ପା-ପ ମଧ୍ୟ ।

୪- ଚତୁର୍ଥ ରେ ହେଉଛି କାର୍ତ୍ତିକର ଏହି ପୂଣ୍ୟ ଏବଂ ପବିତ୍ର ମାସ ରେ କୌଣସି ବ୍ୟକ୍ତି କିମ୍ବା ଗୁରୁଜନ ମାନଙ୍କ ଅ-ପ-ମା-ନ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଆପଣ ଙ୍କ ପରିବାରକୁ ଦୁଃଖ କ-ଷ୍ଟ ଭୋ-ଗ କରିବାକୁ ପଡିଥାଏ । ତେଣୁ ଏହି ମାସ ରେ ସମସ୍ତ ଙ୍କୁ ସ୍ନେହ ଆଦର କରିବା ଉଚିତ ।

୫- ପଞ୍ଚମ ରେ ହେଉଛି ଏହି ପବିତ୍ର ମାସ ରେ ମ-ଦ୍ୟ-ପା-ନ କିମ୍ବା ଅନ୍ୟ ନି-ଶା ଦ୍ର-ବ୍ୟ କୁ ସେବନ କରିବା ଉଚିତ ନୁହେଁ । ଏହା ଛଡା ମ-ଦ୍ୟ-ପା-ନ ଏବଂ ନି-ଶା ଦ୍ର-ବ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ହା-ନି-କାରକ ଅଟେ ତେଣୁ କୌଣସି ଦିନ ମଧ୍ୟ ଏହାର ସେବନ କରିବା ଉଚିତ ନୁହେଁ । ଏହା ସହ ଆ-ମି-ଷ ଖାଇବା ଉଚିତ ନୁହେଁ କିମ୍ବା ପିଆଜ ରସୁଣ ଖାଇବା ମଧ୍ୟ ମନା ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *