ଏହି କାରିଗର ମାନଙ୍କ ଅଜବ କାରନାମା ଦେଖିଲେ ଆପଣ ହସି ହସି ବେଦମ ହେଇଯିବେ ! 4 ନମ୍ବର ତ ସବୁଠୁ ହଠକେ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦୁନିଆର କିଛି ମହାନ ମିସ୍ତ୍ରୀ ଓ କାରିଗର ମାନଙ୍କ କାର୍ଣ୍ଣମାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ଏହି ସବୁ କାରିଗର ମାନଙ୍କ କାର୍ଣ୍ଣମାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି କାରିଗର ମାନଙ୍କ କାର୍ଣ୍ଣମା ଦେଖିଲେ ନିଜ ହସ ରୋକି ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି କାରିଗର ମାନଙ୍କ କାର୍ଣ୍ଣମା ବିଷୟରେ ।

୧. ବନ୍ଧୁଗଣ ସାଧାରଣତଃ ଘର ନିର୍ମାଣ କରିବା ବେଳେ କଲମ୍ସ ଲଗା ଯାଇଥାଏ । କାରଣ କଲମ୍ସ ଉପରେ ଘର ମଝବୁତ ହୋଇ ରହିଥାଏ । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘର ତିଆରି ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଜଣେ କାରିଗର ଘର ତିଆରି କରୁଛି ହେଲେ ଏହି ଘରର କଲମ୍ସ ଲୁହାର ନୁହେଁ ବାଉଁଶ କାଠର । କାରିଗରର ବୁଦ୍ଧିକୁ ବନ୍ଧୁଗଣ ମାନିବାକୁ ପଡିବ ।

୨. ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ମହଙ୍ଗା ବାଥୃମ ଦେଖିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବାଥୃମ ଦେଖାଇବାକୁ ଯାଉଛୁ ଆପଣ ଏଭଳି ବାଥୃମ କେବେବି କେଉଁଠି ଦେଖି ନଥିବେ । ବନ୍ଧୁଗଣ ଏହି ଫଟୋଟିକୁ ଭଲ ସେ ଦେଖନ୍ତୁ । ଯିଏ ଏ ବାଥୃମ ତିଆରି କରିଛି ତାର ବୁଦ୍ଧିକୁ ସଲ୍ୟୁଟ ମାରିବାକୁ ଇଛା ହେଉଥିବ । ବାଥୃମ ଭିତରେ ଏମିତି ଫଟୋ ଆପଣ ମାନେ ପ୍ରଥମ ଥର ଦେଖୁଥିବେ ।

୩. ବନ୍ଧୁଗଣ ଗୋଟେ ସେତେବେଳେ ସୁନ୍ଦର ଦେଖାଯାଏ ଯେତେବେଳେ ତାର ଫିନିସିଙ୍ଗ ଭଲ ହୋଇଥିବ । ସେଥିପାଇଁ ଘରର ପ୍ଲାଷ୍ଟରକୁ ଶେଷରେ ବହୁତ ଭଲ ଭାବରେ କରାଯାଏ । ହେଲେ ବନ୍ଧୁଗଣ ପ୍ଲାଷ୍ଟର କରିବାର ଏମିତି ଉପାୟ ଆପଣ ମାନେ ଆଗରୁ କେବେ ଦେଖି ନଥିବେ । ଏଠାରେ ଜଣେ ମିସ୍ତ୍ରୀଙ୍କ ଗୋଡକୁ ଅନ୍ୟ ଜଣ ଲୋକ ଧରିଛନ୍ତି ଓ ମହାନ ମିସ୍ତ୍ରୀ ଜଣକ ପ୍ଲାଷ୍ଟର କରୁଛନ୍ତି ।

୪. ବନ୍ଧୁଗଣ ଟିକେ ଏହି ଫଟୋକୁ ଭଲ ଭାବରେ ଦେଖନ୍ତୁ । ପ୍ରଦୂଷିତ ପାଣିକୁ ଘରୁ ବାହାର କରିବାର ଉପାୟ ତ ଅନେକ ଲୋକ କରନ୍ତି ହେଲେ ଏହି ପାଇପକୁ ଯିଏ ବନେଇଛି ତା ବିଷୟରେ ଆପଣ କଣ କହିବେ । ଏତେ ସୁନ୍ଦର ଜିନିଷ ବନେଇ ଥିବା ଲୋକଙ୍କ ବୁଦ୍ଧି ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।

୫. ବନ୍ଧୁଗଣ ସାଧାରଣତଃ ଘର ନିର୍ମାଣ କରିବା ବେଳେ କଲମ୍ସ ଲଗା ଯାଇଥାଏ । କାରଣ କଲମ୍ସ ଉପରେ ଘର ମଝବୁତ ହୋଇ ରହିଥାଏ । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଜଣେ ମହାନ ମିସ୍ତ୍ରୀ ଲୁହା କଲମ୍ସ ଭିତରେ ଏକ ଲୋକକୁ ପୁରାଇ ଦେଇଥିବାର ନଜର ଆସୁଛି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *