କାର୍ ଖାନା ପାଖକୁ ଆସି ଖାଇଲେ ସୁର ରାଉତରାୟ… କହିଲେ ଏମିତି କଥା… ଲାଜ କଲେ Neha Car Khana

କାର ଖାନା ପାଖକୁ ଆସି ଖାଇବା ଖାଇଲେ ସୁର ରାଉତରାୟ ! ଭୁବନେଶ୍ବରର ବହୁ ଚର୍ଚିତ କାର ଖାନା ଯେଉଁଠାରେ ଘରେ ଖାଦ୍ୟ ପ୍ରସ୍ତୁତ କରି କାର ସାହାଜ୍ଯରେ ରୋଡ କଡରେ ହୋଟେଲ ଭଳି ଲୋକଙ୍କୁ ଖାଦ୍ୟ ମିଳୁଛି । ତାହା ବି ପୁଣି ଅତି ସୁଲଭ ମୂଲ୍ୟରେ ଘରର 2 ବୋହୁ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ତାହା ଏକ ଚର୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ କଙ୍ଗ୍ରେଶ ବିଧାୟକ ସୁର ରାଉତରାୟ କାର ଖାନା ନିକଟକୁ ଆସିଛନ୍ତି ।

ସେଠାରେ କାର ଖାନା ସମ୍ଭାଳୁ ଥିବା ନେହା ଓ ରଶ୍ମିତାଙ୍କ ହାତର ପ୍ରସ୍ତୁତ ସୁସ୍ଵାଦୁ ଖାଦ୍ୟ ମଧ୍ୟ ଖାଇଛନ୍ତି । ତେବେ ସୁର ରାଉତରାୟ ଖାଦ୍ୟ ଖାଇସାରିଲା ପରେ ଖାଦ୍ୟର ବହୁତ ପ୍ରଶଂଷା ମଧ୍ୟ କରିଛନ୍ତି । ଖାଦ୍ୟ ଗୁଡିକ ବହୁତ ଭଲ ହୋଇଛି ବୋଲି କହିଛନ୍ତି । ଏଥିସହ ନେହା ଓ ରଶ୍ମିତାଙ୍କୁ ପ୍ରଶଂଷା କରି କହିଛନ୍ତି । ଯେ ଏମାନେ ଘରର 2 ଜଣ 2 ଶିକ୍ଷିତା ବୋହୁ ଅଟନ୍ତି । ବାହାର ଲୋକ କଣ କହିବେ କଣ କହିବେ ନାହିଁ କାହାକୁ ଖାତିର ନକରି ଏଭଳି ଏକ ଭଲ ପ୍ରୟାସ ନେଇଛନ୍ତି ।

ଯାହା ଦ୍ଵାରା ସେମାନେ ନିଜ ଘରେ ସୁନ୍ଦର ଭାବେ ଖାଦ୍ୟ ପ୍ରସ୍ତୁତ କରି ରୋଡ ସାଇଡରେ ଠିଆ ହୋଇ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଅନେକ ଲୋକ ମଧ୍ୟ ଏମାନଙ୍କର ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରୁଛନ୍ତି । ଏପରିକି ବହୁ ସଂଖ୍ୟକ ଲୋକ ଲାଇନରେ ଛିଡା ହୋଇକି ନେହା ଓ ରଶ୍ମିତାଙ୍କ ଖାଦ୍ୟ କହିବାକୁ ଅନାଇ ବସୁଛନ୍ତି । ଲୋକଙ୍କର ଏତେ ଭଲ ପାଇବା ନିହାତି ନେହା ଓ ରଶ୍ମିତାଙ୍କର ପରିଶ୍ରମର ଫଳ ଅଟେ ।

ତେଣୁ ନେହା ଓ ରଶ୍ମିତା 2 ବୋହୁଙ୍କର ଏପରି ଭାବେ ମନ ମିଶାଇ ଲୋକଙ୍କୁ ଖାଦ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦେବାର ପ୍ରୟାସ ମୋତେ ବହୁତ ଲାଗିଛି । ତେବେ ଏହାରି ମଧ୍ୟରେ ସୁର ରାଉତରାୟ ନେହା ଓ ରଶ୍ମିତାଙ୍କ ହାତ ତିଆରି ଖାଇବାକୁ ଖାଇ ବହୁତ ବିଉଟିଫୁଲ ହୋଇଛି ବୋଲି ମଧ୍ୟ କହିଛନ୍ତି । ଯାହାକୁ ଶୁଣି ନେହା ଓ ରଶ୍ମିତା ବହୁତ ଖୁସି ଅନୁଭବ କରିଛନ୍ତି । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *