କାରଖାନା ଭାଉଜଙ୍କ ବିଷୟରେ ତାଙ୍କ ପଡୋଶୀ କହିଲେ ଏମିତି…. Car Khana

କାର ଖାନା ଭାଉଜଙ୍କ ବିଷୟରେ କ’ଣ କହିଲେ ପଡୋଶୀ ? ଘରେ ଘରେ ଏବେ ସବୁଠି ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି କାର ଖାନା । ତେବେ ସେହି କାର ଖାନାର 2 ଭାଉଜ ନେହା ଓ ରଶ୍ମିତାଙ୍କ ପଡୋଶୀ ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା କିଛି ଏହିଭଳି ଭାବେ ରଖିଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ନେହା ଓ ରଶ୍ମିତା ଆମର ପଡୋଶୀ । ଆମେ ତାଙ୍କୁ ବହୁତ ଭଲ ଭାବେ ଜାଣିଛୁ । ସେ 2 ଜଣ କିଛି ଭଲ କରିବା ପାଇଁ ଆଗକୁ ବାହାରିଛନ୍ତି ।

ଯାହା ଦ୍ଵାରା ସେମାନେ ସ୍ଵବଲମ୍ବୀ ହେବା ସହ ଅନ୍ୟ କିଛି ଲୋକଙ୍କୁ ମଧ୍ୟ ରୋଜଗାର କ୍ଷମ କରାଇପାରିବେ । ତେଣୁ ସେମାନେ ଯେଉଁ ପ୍ରୟାସ କରିଛନ୍ତି । ସେମାନେ ବହୁତ ଭଲ କାମ କରୁଛନ୍ତି । ତେଣୁ ତାଙ୍କୁ ଆମେ ଯେତିକି ସପର୍ଟ କରିବା । ସେ ସେତିକି ଆଗକୁ ଯାଇ ନିଜର ଉନ୍ନତି କରିବା ସହ ଅନ୍ୟ କିଛି ଲୋକ ମଧ୍ୟ ତାଙ୍କ ଠାରୁ କାମ ପାଇ ଉପକୃତ ହୋଇପାରିବେ । ହେଲେ କିଛି ଲୋକ ତାଙ୍କୁ ନେଗେଟିଭ କମେଣ୍ଟ କରି ଇଆଡୁ ସିଆଡୁ କହୁଛନ୍ତି । ସେମାନେ ଏହି ଦୂ ଯା ଙ୍କୁ ଭଲ ଭାବେ ଜାଣି ନାହାନ୍ତି ।

ତେଣୁ ସେ କିଛି ବି କହି ଦେଉଛନ୍ତି । ସେଥିପାଇଁ ତ କୁହାଯାଏ । ଯେତେବେଳେ କେହି ଜଣେ ଆଗକୁ ବଢିବାକୁ ଚେଷ୍ଟା କରେ କିଛି ଲୋକ ସପର୍ଟ କରିବା ବେଳେ ଅନେକ ଲୋକ ପଛ ପଟୁ ମଧ୍ୟ ନିହାତି ଗୋଡ ଭିଡିବେ । ହେଲେ ଆମେ ରଶ୍ମିତା ଓ ନେହାଙ୍କୁ ଏତିକି କହିବା ପାଇଁ ଚାହିଁବୁ । ସେମାନେ ଯେଉଁ ଭଳି ଲୋକ ମାନଙ୍କ ପାଇଁ ଭଲ ଖାଦ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଚାଲିଥିଲେ । ସେହିପରି ସବୁ ନେଗେଟିଭିଟିକୁ ଭୁଲି ଆଗକୁ ବଢି ଚାଲନ୍ତୁ ।

ବହୁତ ଲୋକଙ୍କର ସେମାନଙ୍କ ପ୍ରତି ସପର୍ଟ ରହିଛି । ବିରୋଦ୍ଧି ଲୋକ କିଏ କଣ କହୁଛନ୍ତି ତାଙ୍କ କଥାକୁ ଜମାରୁ ବି ନଶୁଣି ନିଜର ଆଗ ଭଳି କାର ଖାନା ଖୋଲି ଲୋକଙ୍କୁ ଏହିପରି ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଉଥାଅ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *