କଙ୍ଗନାଙ୍କ ପ୍ରେମରେ ପାଗଳ ହେଲେ Bollywood ର ଏହି ଅଭିନେତା, ପତ୍ନୀଙ୍କୁ ଦେଇପାରନ୍ତି ଛାଡ଼ପତ୍ର !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କଙ୍ଗନା ରାଣାବତ । ଆପଣ ମାନେ ସମସ୍ତେ କଙ୍ଗନାଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । କଙ୍ଗନା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ବର୍ତ୍ତମାନ କଙ୍ଗନା ନିଜ କଡା ବୟାନ ଓ ନିଜ ଲାଇଫଷ୍ଟାଇଲ ପାଇଁ ଅନେକ ବିବାଦରେ ଫସି ରହୁଛନ୍ତି  ।

ହେଲେ ଏବେ କଙ୍ଗନାଙ୍କ ସହ ଜଡିତ ଏପରି ଏକ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ, ଜଣେ ଅଭିନେତା କଙ୍ଗନାଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି ।

କଙ୍ଗନାଙ୍କ ପ୍ରେମରେ ପାଗଳ ହୋଇ ଅଭିନେତା ଜଣକ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ସମସ୍ତ ସ୍ଥାନରେ ଏହି ଖବରର ଚର୍ଚା ଜୋର ସୋର ଚାଲିଛି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବଲିଉଡର ପ୍ରସିଦ୍ଧ କଳାକାର ଅନିଲ କପୁର ।

ଅନିଲ କପୁରଙ୍କ ପାଇଁ ଅନେକ ଝିଅ ଦିବାନା ଅଛନ୍ତି ହେଲେ ଅନିଲ କଙ୍ଗନାଙ୍କ ପ୍ରେମରେ ପାଗଳ ହୋଇଛନ୍ତି । କରନ ଜୋହରଙ୍କ ସୋ କଫି ୱିଥ୍ କରନରେ ଅନିଲ କପୁର ଏହା ପ୍ରକାଶ କରିଛନ୍ତି । ଯେତେବେଳେ କରନ, ଅନିଲଙ୍କୁ ଜଣେ ମହିଳାଙ୍କ ନାମ ଦେବାକୁ କହିଥିଲେ ଯାହାଙ୍କ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡି ପାରିବେ । ଏହା ଉପରେ ଅନିଲ ଥଟ୍ଟା କରି କଙ୍ଗନା ଆଡକୁ ଚାହିଁ ତାଙ୍କ ନାମ ନେଇଥିଲେ ।


ଅନିଲଙ୍କ ଏହି ବୟାନ ବର୍ତ୍ତମାନ ସବୁ ଆଡେ ଚର୍ଚାରେ ଅଛି ହେଲେ କଙ୍ଗନା ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଖବରଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଖବର ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *