ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ସେଥିମଧ୍ୟରୁ କିଛି ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହା ଆପଣଙ୍କ ଜ୍ଞାନ ବଢାଇବା ସହ ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।
1- ତାଜମହଲର ନିର୍ମାଣ କେଉଁ ନଦୀ କୁଳରେ କରାଯାଇଛି ?
ଉତ୍ତର;- ତାଜମହଲର ନିର୍ମାଣ ଯମୁନା ନଦୀ କୁଳରେ କରାଯାଇଛି ।
2- କେଉଁ ଗ୍ରହକୁ ସନ୍ଧ୍ଯାର ତାରା କୁହାଯାଇଥାଏ ?
ଉତ୍ତର;- ଶୁକ୍ର ଗ୍ରହକୁ ସନ୍ଧ୍ଯାର ତାରା କୁହାଯାଇଥାଏ ।
3- ବାଲ ଦିବସ କାହାର ଜନ୍ମଦିବସ ରୂପେ ମାନା ଯାଇଥାଏ ?
ଉତ୍ତର;- ବାଲ ଦିବସ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଦିବସକୁ ପାଳନ କରାଯାଇଥାଏ ।
4- କେଉଁ ରାଜ୍ୟର ମହିଳା ସବୁଠାରୁ ଅଧିକ ପାଠ ପଢିଛନ୍ତି ?
ଉତ୍ତର;- କେରଳ ରାଜ୍ୟର ମହିଳା ସବୁଠାରୁ ଅଧିକ ପାଠ ପଢିଛନ୍ତି ।
5- ଆଧାର କାର୍ଡରେ ମୋଟ କେତୋଟି ଅଙ୍କ ରହିଛି ?
ଉତ୍ତର;- ଆଧାର କାର୍ଡରେ ମୋଟ 12 ଟି ଅଙ୍କ ରହିଛି ।
6- କେଉଁ ଦେଶରେ କୁକୁର ପାଳିବା ପାଇଁ ଲାଇସେନ୍ସର ଦରକାର ପଡିଥାଏ ?
ଉତ୍ତର;- କ୍ୟୁବା ଦେଶରେ କୁକୁର ପାଳିବା ଲାଇସେନ୍ସର ଦରକାର ପଡିଥାଏ ।
7- ଫଳର ରାଣୀ କାହାକୁ କୁହାଯାଇଥାଏ ?
ଉତ୍ତର;- ଫଳର ରାଣୀ ଲିଚୁକୁ କୁହାଯାଇଥାଏ ।
8- ଭାରତର କେଉଁ ନଦୀରେ ସୁନା ପ୍ରବାହିତ ହୋଇଥାଏ ?
ଉତ୍ତର;- ଭାରତର ସ୍ଵର୍ଣ୍ଣରେଖା ନଦୀରେ ସୁନା ପ୍ରବାହିତ ହୋଇଥାଏ ।
9- ଆମେରିକା କେଉଁ ଦେଶର ଗୋଲାମ ହୋଇ ରହିସାରିଛି ?
ଉତ୍ତର;- ଆମେରିକା ବ୍ରିଟେନ ଦେଶର ଗୋଲାମ ହୋଇ ରହି ସାରିଛି ।
10- ଭାରତରେ ସବୁଠାରୁ ଅଧିକ କଫି କେଉଁଠାରେ ଉତ୍ପାଦନ କରାଯାଇଥାଏ ?
ଉତ୍ତର;- ଭାରତରେ ସବୁଠାରୁ ଅଧିକ କଫି କର୍ଣ୍ଣାଟକ ରାଜ୍ୟରେ ଉତ୍ପାଦନ କରାଯାଇଥାଏ ।
11- ସବୁଠାରୁ ପ୍ରଥମେ ନୋଟ କେଉଁ ଦେଶ ବନାଇ ଥିଲା ?
ଉତ୍ତର;- ସବୁଠାରୁ ପ୍ରଥମେ ଚୀନ ଦେଶରେ ନୋଟ ବନା ଯାଇଥିଲା ।
12- କଞ୍ଚା ଲଙ୍କା ଖାଇବା ଦ୍ଵାରା କେଉଁ ଫାଇଦା ହୋଇଥାଏ ।
ଉତ୍ତର;- ଲଙ୍କା ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ ।
13- ମୁମ୍ବାଇ କେଉଁ ରାଜ୍ୟର ରାଜଧାନୀ ଅଟେ ?
ଉତ୍ତର;- ମୁମ୍ବାଇ ମହାରାଷ୍ଟ୍ରର ରାଜଧାନୀ ଅଟେ ।
14- ଗରମ ପାଣି ପିଇବା ଦ୍ଵାରା କେଉଁ ବେମାରୀ ମୂଳରୁ ଭଲ ହୋଇଯାଇଥାଏ ?
ଉତ୍ତର;- ଗରମ ପାଣି ପିଇବା ଦ୍ଵାରା ଅର୍ଶ ଭଲ ହୋଇଯାଇଥାଏ ।
15- ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଏ ରହିଛନ୍ତି ?
ଏହାର ଉତ୍ତର ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।