କଞ୍ଚା ଲଙ୍କା ଖାଇବା ଦ୍ଵାରା କେଉଁ ଫାଇଦା ହୋଇଥାଏ ? 15+Interesting GK question

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ସେଥିମଧ୍ୟରୁ କିଛି ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହା ଆପଣଙ୍କ ଜ୍ଞାନ ବଢାଇବା ସହ ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନର ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- ତାଜମହଲର ନିର୍ମାଣ କେଉଁ ନଦୀ କୁଳରେ କରାଯାଇଛି ?

ଉତ୍ତର;- ତାଜମହଲର ନିର୍ମାଣ ଯମୁନା ନଦୀ କୁଳରେ କରାଯାଇଛି ।

2- କେଉଁ ଗ୍ରହକୁ ସନ୍ଧ୍ଯାର ତାରା କୁହାଯାଇଥାଏ ?

ଉତ୍ତର;- ଶୁକ୍ର ଗ୍ରହକୁ ସନ୍ଧ୍ଯାର ତାରା କୁହାଯାଇଥାଏ ।

3- ବାଲ ଦିବସ କାହାର ଜନ୍ମଦିବସ ରୂପେ ମାନା ଯାଇଥାଏ ?

ଉତ୍ତର;- ବାଲ ଦିବସ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଜନ୍ମ ଦିବସକୁ ପାଳନ କରାଯାଇଥାଏ ।

4- କେଉଁ ରାଜ୍ୟର ମହିଳା ସବୁଠାରୁ ଅଧିକ ପାଠ ପଢିଛନ୍ତି ?

ଉତ୍ତର;- କେରଳ ରାଜ୍ୟର ମହିଳା ସବୁଠାରୁ ଅଧିକ ପାଠ ପଢିଛନ୍ତି ।

5- ଆଧାର କାର୍ଡରେ ମୋଟ କେତୋଟି ଅଙ୍କ ରହିଛି ?

ଉତ୍ତର;- ଆଧାର କାର୍ଡରେ ମୋଟ 12 ଟି ଅଙ୍କ ରହିଛି ।

6- କେଉଁ ଦେଶରେ କୁକୁର ପାଳିବା ପାଇଁ ଲାଇସେନ୍ସର ଦରକାର ପଡିଥାଏ ?

ଉତ୍ତର;- କ୍ୟୁବା ଦେଶରେ କୁକୁର ପାଳିବା ଲାଇସେନ୍ସର ଦରକାର ପଡିଥାଏ ।

7- ଫଳର ରାଣୀ କାହାକୁ କୁହାଯାଇଥାଏ ?

ଉତ୍ତର;- ଫଳର ରାଣୀ ଲିଚୁକୁ କୁହାଯାଇଥାଏ ।

8- ଭାରତର କେଉଁ ନଦୀରେ ସୁନା ପ୍ରବାହିତ ହୋଇଥାଏ ?

ଉତ୍ତର;- ଭାରତର ସ୍ଵର୍ଣ୍ଣରେଖା ନଦୀରେ ସୁନା ପ୍ରବାହିତ ହୋଇଥାଏ ।

9- ଆମେରିକା କେଉଁ ଦେଶର ଗୋଲାମ ହୋଇ ରହିସାରିଛି ?

ଉତ୍ତର;- ଆମେରିକା ବ୍ରିଟେନ ଦେଶର ଗୋଲାମ ହୋଇ ରହି ସାରିଛି ।

10- ଭାରତରେ ସବୁଠାରୁ ଅଧିକ କଫି କେଉଁଠାରେ ଉତ୍ପାଦନ କରାଯାଇଥାଏ ?

ଉତ୍ତର;- ଭାରତରେ ସବୁଠାରୁ ଅଧିକ କଫି କର୍ଣ୍ଣାଟକ ରାଜ୍ୟରେ ଉତ୍ପାଦନ କରାଯାଇଥାଏ ।

11- ସବୁଠାରୁ ପ୍ରଥମେ ନୋଟ କେଉଁ ଦେଶ ବନାଇ ଥିଲା ?

ଉତ୍ତର;- ସବୁଠାରୁ ପ୍ରଥମେ ଚୀନ ଦେଶରେ ନୋଟ ବନା ଯାଇଥିଲା ।

12- କଞ୍ଚା ଲଙ୍କା ଖାଇବା ଦ୍ଵାରା କେଉଁ ଫାଇଦା ହୋଇଥାଏ ।

ଉତ୍ତର;- ଲଙ୍କା ଖାଇବା ଦ୍ଵାରା ରକ୍ତ ସଫା ହୋଇଥାଏ ।

13- ମୁମ୍ବାଇ କେଉଁ ରାଜ୍ୟର ରାଜଧାନୀ ଅଟେ ?

ଉତ୍ତର;- ମୁମ୍ବାଇ ମହାରାଷ୍ଟ୍ରର ରାଜଧାନୀ ଅଟେ ।

14- ଗରମ ପାଣି ପିଇବା ଦ୍ଵାରା କେଉଁ ବେମାରୀ ମୂଳରୁ ଭଲ ହୋଇଯାଇଥାଏ ?

ଉତ୍ତର;- ଗରମ ପାଣି ପିଇବା ଦ୍ଵାରା ଅର୍ଶ ଭଲ ହୋଇଯାଇଥାଏ ।

15- ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଏ ରହିଛନ୍ତି ?

ଏହାର ଉତ୍ତର ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *