ସ୍ଵାମୀ-ସ୍ତ୍ରୀଙ୍କ ଏହି ଭୁଲ ପାଇଁ ଜନ୍ମ ହୁଅନ୍ତି ଯାଆଁଳା ପିଲା…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିହାତି ଦେଖିଥିବେ ଯାଆଁଳା ଶିଶୁ ମାନଙ୍କୁ। ଯାଆଁଳା ଶିଶୁ ଜନ୍ମ ହେବ ଏକ ସାଧାରଣ କଥା ହୋଇ ଗଲାଣି । ଯଦି ଆପଣ ଏହି ଭୁଲ କାମ କରୁଛନ୍ତି ତାହାଲେ ଆପଣ ମାନଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ସେହି ଭୁଲ ଗୁଡିକ କଣ ଅଟେ ଆସନ୍ତୁ ଜାଣିବା ।ତେବେ ଆପଣ ମାନେ ଦେଖୁଥିବେ କେଉଁଠି ଏକାଭଳିର ଶିଶୁ ହେଇଥିଲା ବେଳେ ଆଉ କେଉଁଠି ଭିନ୍ନ ଭିନ୍ନ ରୂପର ହୋଇଥାନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି । ଆପଣମାନେ ଜାଣିଥିବେ ଗାଁ ଗହଳିରେ କୁହାଜାଏ ଯଦି ଏକ ମହିଳା ଗର୍ଭଧାରଣ ପୂର୍ବରୁ କିଛି ଯାଆଁଳା ଫଳ ଖାଦ୍ୟ ତାହାଲେ ତାହାର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାୟ । କିନ୍ତୁ ବୈଜ୍ଞାନିକ ମାନେ ଅନେକ ପରୀକ୍ଷା ପରେ ବିଶେଷଣା ମାନଙ୍କ ଦ୍ଵାରା ଏହାର କାରଣ ଜଣାଇଛନ୍ତି । କେଉଁ କାରଣ ପାଇଁ ଗୋଟେ ଶୂକ୍ରାଣୁ ଦ୍ଵିତୀୟ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣ ର ରୂପ ନେଇଥାୟ ଓ ଯାଆଁଳା ସନ୍ତାନ ଜନ୍ମ ଗ୍ରହଣ ହୋଇଥାଏ।

୧- ପ୍ରଥମ କାରଣ ହେଉଛି ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି ଓ ଅଧିକ ଗର୍ଭ ପାତ କରିଥାନ୍ତି ସେମାନେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ।କାରଣ ସେମାନେ ଗର୍ଭନିରୋଧକ ଔଷଧ ସେବନ କରିବା ଦ୍ଵାରା ସେମାଙ୍କ ଶରୀରରେ ଫଳିକାଲ ଶିମୋଲାଇଟିଙ୍ଗ ହରମନ ର ମାତ୍ରା କମିଜାୟ । ଯାହା ଫଳରେ ଶୂକ୍ରାଣୁ ର ଦୁତୀୟ ଅଣ୍ଡୋକୋଷ ସୃଷ୍ଟି ହୋଇଥାଏ। ଯାହା ଫଳରେ ଦୁଇଟି ସନ୍ତାନ ଜନ୍ମ ଗ୍ରହଣ କରନ୍ତି ।


୨- ଦ୍ଵିତୀୟ ରେ ହେଉଛି ଯଦି ଆପଣଙ୍କ ପରିବାରରେ କେହି ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ହେବାର ବହୁତ ଆଶଙ୍କା ରହିଥାଏ।

୩- ତୃତୀୟ ରେ ହେଉଛି ଯଦି ଆପଣ ପ୍ରତ୍ୟକ ଦିନ ଆମିଷ ଖାଇଥାନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାଏ । ଯଦି ଆପଣ ମୋଟା ହୋଇଥାନ୍ତି କିମ୍ବା ଡେଙ୍ଗା ହୋଇଥାନ୍ତି ତାହାଲେ ଆପଣଙ୍କର ଯାଆଁଳା ଶିଶୁ ହୋଇଥାଏ । କାରଣ ଏହି ମହିଳା ମାନଙ୍କ ଶରୀରରେ ହରମୋହନ ଅଧିକ ପରିବର୍ତନ ଦେଖିବାକୁ ମିଳିଥାଏ ସେଥିପାଇଁ ଆପଣଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ ହୋଇଥାନ୍ତି।

୪- ଚତୁର୍ଥ ରେ ହେଉଛି ଯଦି କୌଣସି ମହିଳା ପୂର୍ବରୁ ୨ଟି କିମ୍ବା ୩ଟି ଶିଶୁ ଜନ୍ମ ଗ୍ରହଣ କରି ସାରିଛନ୍ତି ତାହାଲେ ସେମାନଙ୍କର ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାଏ। କାରଣ ଏମାନଙ୍କ ଶରୀରରେ ଆଣ୍ଡୋକୋଷ ତିଆରି ହବାର କ୍ଷମତା ଅଧିକ ହୋଇ ଯାଇଥାଏ । ଓ ଏହି ଆଣ୍ଡୋକୋଷ ସୁରକ୍ଷିତ ମଧ୍ୟ ରହିଥାଏ ତେଣୁ ଏହି ମହିଳା ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି ।


୫- ପଞ୍ଚମରେ ହେଉଛି ଯାଆଁଳା ଶିଶୁ ଜନ୍ମ ହେବାର କାରଣ ହେଉଛି ସେହି ସ୍ଥାନ ଓ ପରିବେଶ । ଆମ ପୃଥିବେରେ ସବୁଠାରୁ ଅଧିକ ମାତ୍ରାରେ ଆଫ୍ରିକାରେ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରନ୍ତି କାରଣ ସେଠିକାର ଜଳବାୟୁ ଓ ପରିବେଶ ଅଧିକ ବାତାବରଣ ହୋଇଥାଏ ସେଥିପାଇଁ ସେଯାଗାରେ ଅଧିକ ଯାଆଁଳା ଶିଶୁ ଜନ୍ମ ଗ୍ରହଣ କରିଥାନ୍ତି।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *