କଣ ପାଇଁ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି Ollywood ର ଲୋକପ୍ରିୟ ଆକ୍ଟର Buddhaditya Mohanty

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଯିଏ ନିଜର ଅଭିନୟ ରେ ସମସ୍ତ ଙ୍କ ଲୋକପ୍ରିୟ ହୋଇପାରିଛନ୍ତି । ତେବେ ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ତେବେ ଆଜି ଆମେ ଏହି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ କଣ ପାଇଁ ବିବାହ କରି ନାହାନ୍ତି ଏବଂ ଏହାର ପଛରେ କଣ ରହସ୍ୟ ରହିଛି ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଙ୍କୁ ଅନେକ ସୁପରହିଟ ଚଳଚ୍ଚିତ୍ର ରେ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଏହା ସହିତ ତାଙ୍କର ଜବରଦସ୍ତ ଅଭିନୟ ପ୍ରଦର୍ଶନ ମଧ୍ୟ ବେଶ ଭଲ ଭାବରେ ଦେଖିଥିବେ ।

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ନିଜର ଦମଦାର ଅଭିନୟ ପାଇଁ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ଏବଂ ଦର୍ଶକ ମାନଙ୍କ ମନରେ ନିଜର ଏଜ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଏହା ସହିତ ଏହି ଅଭିନେତା ଦର୍ଶକ ମାନଙ୍କ ପ୍ରିୟ ପାତ୍ର ଏବଂ ପ୍ରଶଂସା ର ଅଧିକାରୀ ମଧ୍ୟ ସାଜିଛନ୍ତି ।


ଏହି ଅଭିନେତା ଅଧିକାଂଶ ଫିଲ୍ମ ରେ ନାୟକ ଭୂମିକା ରେ ଅଭିନୟ କରିଛନ୍ତି ଏବଂ ତାଙ୍କର ଅଭିନୟ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ତେବେ ସେ ପାଖାପାଖି ୩୦ ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି । ଏହା ସହିତ ଏହି ଅଭିନେତା ଅନେକ ହିନ୍ଦୀ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି ।


ବୁଦ୍ଧାଦିତ୍ୟ ମହାନ୍ତି ନିଜ ପରିବାର ଙ୍କ ସହିତ ଭୁବନେଶ୍ୱର ରେ ରହୁଛନ୍ତି । ତାଙ୍କ ପରିବାର ରେ ତାଙ୍କ ସମେତ ତାଙ୍କ ବାପା ମାଆ ଓ ତାଙ୍କର ଜଣେ ଭଉଣୀ ରହୁଛନ୍ତି । ବୁଦ୍ଧାଦିତ୍ୟ ଙ୍କୁ ବର୍ତ୍ତମାନ ୪୦ ବର୍ଷ ବୟସ ହୋଇ ସାରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି । ଏହାର ପଛରେ କାରଣ ହେଉଛି ଯେ ଏହି ଅଭିନେତା ଜଣେ ଝିଅ ଙ୍କୁ ଭଲ ପାଉଥିଲେ ।

କିନ୍ତୁ ସେହି ଝିଅ ତାଙ୍କୁ ଧୋ-କା ଦେଇଥିଲା । ଏହି କାରଣରୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଉପଯୁକ୍ତ ଜୀବନସାଥୀ ମିଳିନାହିଁ । ଉପଯୁକ୍ତ ଜୀବନସାଥୀ ମିଳିଲେ ସେ ନିଶ୍ଚିତ ଭାବରେ ବିବାହ କରିବେ ବୋଲି ସ୍ୱୟଂ ବୁଦ୍ଧାଦିତ୍ୟ ମହାନ୍ତି କହିଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *