ଏହି କାରଣରୁ ‘ଝିଅ ଆମର ନୂଆ ବୋହୁ’ ସିରିୟଲ’ ଛାଡିଲେ ଅଭିନେତା ଶିବ (Abhijit Das), ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିବା ଝିଅ ଆମର ନୂଆ ବୋହୁ ସିରିଏଲ ର ଲିଡ଼ ନାୟକ ସିଭ ଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଖୁବ ସୁନ୍ଦର ଅଭିନୟ ଆପଣମାନେ ଦେଖିଥିବେ । ତେବେ ଏହି ସିରିଏଲ ର ଷ୍ଟୋରୀ ଟି ନୂଆ ବୋହୁ ସିରିଏଲ ର ୧୮ ବର୍ଷ ତଳ ର ଷ୍ଟୋରି ଅଟେ । ତେବେ ଆପଣମାନେ ଏହି ସିରିଏଲ ରେ ସାତ୍ଵିକ ଓ ରାଧିକା ଙ୍କ ଯୋଡିକୁ ଦେଖିବାକୁ ପାଇବେ ନାହିଁ ।


ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଥିବା ଶିବ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତାଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ବହୁତ କମ ଦିନ ରେ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ଝିଅ ଆମର ନୂଆ ବୋହୁ ଧାରାବାହିକ ଟି ମଧ୍ୟ ଲୋକ ପ୍ରିୟ ଧାରାବାହିକ ହୋଇ ପାରିଛି ବହୁତ କମ ଦିନ ରେ । ତେବେ କିନ୍ତୁ ବର୍ତ୍ତମାନ ସେ ଶୋ ଛାଡ଼ି ଦେଇଛନ୍ତି । ତେବେ ଆସନ୍ତୁ ଏହାର କାରଣ କଣ ତାହା ଜାଣିନେବା ।

ତେବେ ଅଭିଜିତ ଦାସ ଭୁବନେଶ୍ୱର ରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ସେ ଛୋଟ ବେଳୁ ପାଠ ପଢିବା ସହିତ ଅଭିନୟ ପ୍ରତି ରୁଚି ରଖିଥିଲେ ତାହେଲେ ସେ ପ୍ରଥମ ଥର ପାଇଁ ୨୦୧୯ ମସିହାରେ ଅଜବ ସଞ୍ଜୁ ର ଗଜବ ଲଭ ରେ ଅଭିନୟ କରିଥିଲେ ଆଉ ଏହା ପରଠାରୁ ତାଙ୍କର ଜବରଦସ୍ତ ଅଭିନୟ ବହୁତ ସାରା ଆଲବମ କରିସାରିଛନ୍ତି ।


ତେବେ ପ୍ରଥମ ଥର ପାଇଁ ଅଭିଜିତ ଝିଅ ଆମର ନୂଆ ବୋହୁ ସିରିଏଲ ରେ ଅଭିନୟ କରିଛନ୍ତି ଆଉ ଏଇ ସିରିଏଲ ରେ ସେ ଲିଡ଼ ନାୟକ ଭାବେ ନଜର ଆସିଛନ୍ତି ଆପଣମାନେ ଏ ଫୋଟୋ ରେ ସିଭଙ୍କ ବାପା ଓ ମା ଙ୍କୁ ଦେଖିପାରୁଥିବେ ସିଭ ଙ୍କର ଗୋଟେ ବଡ଼ ଭାଇ ମଧ୍ୟ ଅଛନ୍ତି ଆଉ ଇଏ ହେଉଛନ୍ତି ତାଙ୍କର ଭାଇ ଓ ଭାଉଜ ଫୋଟୋରେ ଦେଖି ପାରୁଥିବେ । ତେବେ ତାହେଲେ ୨୦୨୦ ମସିହାରେ ଅଭିଜିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଆଉ ତାଙ୍କର ସ୍ତ୍ରୀଙ୍କ ନାଁ ରହିଛି ନୀଳିମା ଦାସ ତେବେ ଦୁହେଁ ସୋସିଆଲ ମିଡିଆରେ ଖୁବ ନଜର ଆସନ୍ତି ଏବଂ ଦୁହିଁଙ୍କ ଯୋଡି କୁ ମଧ୍ୟ ଲୋକମାନେ ବେଶ ପସନ୍ଦ ମଧ୍ୟ କରନ୍ତି । ତେବେ ଶିବ ଏହି ଶୋ ଛାଡିବାର କାରଣ ହେଉଛି ସେ ଜଣେ ଫିଟନସ ଟ୍ରେନର । ତେବେ ତାଙ୍କୁ ରାତି ଅନିଦ୍ରା ହୋଇ ସୁଟିଂ କରିବାକୁ ପଡୁଥିଲା ଯାହା ଯୋଗୁଁ ତାଙ୍କ ଦେହ ଖରାପ ହେବାକୁ ଲାଗିଲା । ତେଣୁ ସେ ନିଜ ସ୍ୱାସ୍ଥ୍ୟ କୁ ସୁଧାରିବା ପାଇଁ ଏବଂ ଭଲ କରିବା ପାଇଁ ସେ ଏହି ସିରିୟଲ ଛାଡି ଦେଇଛନ୍ତି ଏବଂ ଆଗାମୀ ସମୟରେ ସେ ସିନେମା ରେ ନଜର ଆସିବେ ବୋଲି କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *