କଣ କହୁଛି ଆପଣଙ୍କ ବିବାହ ରେଖା ? ଆପଣଙ୍କର ଲଭ ମ୍ୟାରେଜ ହେବ ଆରେଞ୍ଜ ମ୍ୟାରେଜ ? ଦେଖନ୍ତୁ (Palm Astrology tips)

ନମସ୍କାର ବନ୍ଧୁଗଣ ତେବେ ବିଭିନ୍ନ ପ୍ରକାରର ବିବାହ ଯୋଗ ବିଷୟରେ । ଯଦି ଶୁକ୍ରପର୍ବତ ଏବଂ ଗୁରୁପର୍ବତ ବଢ଼ୁଥାଏ ତେବେ ବିବାହ ଯୋଗ ହୋଇଥାଏ । କିନ୍ତୁ ବିଦ୍ୱାନମାନେ ଏହାକୁ ଛାଡ଼ି ଅନ୍ୟ ତତ୍ତ୍ଵ ମଧ୍ୟ ଦେଇଛନ୍ତି ଯାହାକୁ ନେଇ ବିବାହ ବିଷୟରେ ଜାଣିବାକୁ ମିଳିଥାଏ । ତେବେ ଚାଲନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିବା ।

୧- ପ୍ରଥମ ରେ ହେଉଛି ସୁଖୀନ ବିବାହ ଯୋଗ । ଯଦି ପାପୁଲି ର ଭାଗ୍ୟରେଖା ଉତ୍ତମ ପର୍ବତଠାରୁ ବାହାରି ହୁଦୟ ରେଖରେ ଶେଷ ହୋଇଥିବ କିମ୍ବା ଗୁରୁପର୍ବତ ଉପରେ ଛକି ପଡ଼ିଥିବ ତେବେ ଏହା ସୁଖିନ ବିବାହର ଯୋଗ ହୋଇଥାଏ । ଯଦି ଶୁକ୍ରପର୍ବତ ଅଧିକ ବଢ଼ିନଥାଏ କିମ୍ବା ନାଲି ରଙ୍ଗର ତାରା ଚିଂହ୍ନ ରହିଥିବା ତେବେ ଏହା ସୁଖିନ ବିବାହର ଯୋଗ ହୋଇଥାଏ ।

ଏହି ଲୋକଙ୍କ ବିବାହ ହଠାତ୍ ହୋଇଯାଇଥାଏ ଏବଂ ଏହି ଲୋକଙ୍କର ପ୍ରାୟତଃ ସମୟରେ ଲଭ୍ ମ୍ୟାରେଜ୍ ହୋଇଥାଏ । ଏମାନେ ଅଧିକ କିଛି ଭାବିନଥାନ୍ତି କିନ୍ତୁ ହଠାତ୍ ଏମାନଙ୍କର ବିବାହ ହୋଇଯାଇଥାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ରହିଥାଏ । ଏମାନଙ୍କର ଦୁଇ କିମ୍ବା ଅଧିକ ପିଲାଛୁଆ ହେବାର ଆଶଙ୍କା ରହିଥାଏ ।


୨- ଦ୍ଵିତୀୟ ରେ ହେଉଛି ଅନମେଳ ବିବାହ ଯୋଗ । ତେବେ ଯଦି ସୂର୍ଯ୍ୟରେଖା ଏବଂ ବିବାହରେଖା ନିଜ ମଧ୍ୟରେ ମିଶି ଥାଆନ୍ତି ଯଦି ସୂର୍ଯ୍ୟ ପର୍ବତ ଅଧିକ ଛୋଟ ହୋଇଥାଏ ତେବେ ଏହା ଆନମେଳା ବିବାହ ଯୋଗ ହୋଇଥାଏ । ଏପରି ଲୋକଙ୍କ ବିବାହ ଘରେ ସମସ୍ତଙ୍କ ଉପସ୍ଥିତିରେ ସମସ୍ତଙ୍କ ଇଚ୍ଛାରେ ହୋଇଥାଏ ତେବେ ଏମାନଙ୍କ ବିବାହ ପ୍ରାୟତଃ ସମୟରେ ହିଁ ହୋଇଯାଇଥାଏ ଯାହାକୁ ଆମେ ଆରେଞ୍ଜ ମ୍ୟାରେଜ ବୋଲି କହିଥାଉ । ଏପରି ଲୋକଙ୍କର ଗୋଟିଏ କିମ୍ବା ଦୁଇଟି ସନ୍ତାନ ପ୍ରାପ୍ତି ହୋଇଥାଏ ।


୩- ତୃତୀୟ ରେ ହେଉଛି ବ୍ୟାପାରିକ ବିବାହ ଯୋଗ । ତେବେ ଯଦି ମଣିପର୍ବତରୁ କୌଣସି ରେଖା ବୁଦ୍ଧପର୍ବତ ପାଖରୁ ଯାଉଥାଏ କିମ୍ବା ଯଦି ସୂର୍ଯ୍ୟରେଖା ଶୁକ୍ରପର୍ବତ ସହ ମିଳିଥାଏ ତେବେ ଏପରି ଲୋକଙ୍କ ବିବାହ ବୋହୁତ ଅଧିକ ବୟସରେ ହୋଇଥାଏ । ଏବଂ ବେଳେ ବେଳେ ଏପରି ଲୋକ ବିବାହ କରିପାରନ୍ତି ନାହିଁ । ଏପରି ଝିଅ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି ଏବଂ ତାଙ୍କ ସ୍ଵାମୀ ଟିକେ କଞ୍ଜୁସ ସ୍ୱଭାବର ହୋଇଥାନ୍ତି ।


୪- ଚତୁର୍ଥ ରେ ହେଉଛି ବୁଦ୍ଧ ବିବାହ ଯୋଗ । ତେବେ ଯଦି କାହାର ହାତ ଅଧିକ ସଂକିର୍ଣ୍ଣ ଥାଏ କିମ୍ବା ଚନ୍ଦ୍ରପର୍ବତ ପାଖରେ ଅଧିକ ଛୋଟ ଛୋଟ ରେଖା ଖଣ୍ଡ ବିଖଣ୍ଡ ହୋଇଥାଏ ତେବେ ଏପରି ଲୋକ ନିଜଠାରୁ ଅଧିକ ଆଖପାଖ ବୟସ ସାଥିକୁ ହିଁ ବିବାହ କରିଥାନ୍ତି । ଏମାନଙ୍କ ସନ୍ତାନ ପ୍ରାପ୍ତିର ଅସୁବିଧା ଦେଖାଯାଇଥାଏ । କିନ୍ତୁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।


୫- ପଞ୍ଚମ ରେ ହେଉଛି ଛାଡପତ୍ର ବିବାହ ଯୋଗ । ତେବେ ଯଦି ଶୁକ୍ରପର୍ବତରୁ ହୃଦୟରେଖା ଯାଏ କେଉଁ ରେଖା ସିଧା ଯାଇଥାଏ କିମ୍ବା ବିବାହରେଖା ଶେଷରେ ଅନେକ ରେଖା ହୋଇଥାଏ ତେବେ ଏହା ଛାଡ଼ପତ୍ର ବିବାହ ଯୋଗ ହୋଇପାରେ । ଏପରି ଲୋକଙ୍କ ବିବାହ ପରେ ଦୁଇଜଣଙ୍କ କଥା ପ୍ରାୟ ସମୟରେ ମେଳ ଖାଇନଥାଏ । ପ୍ରାୟ ସମୟରେ ଝଗଡ଼ା ଲାଗିଥାଏ ଯଦି ଏମାନେ ଠିକ୍ ରେ ରହିନଥାନ୍ତି ତେବେ ଏମାନଙ୍କ ଛାଡ଼ପତ୍ର ମଧ୍ୟ ହୋଇପାରେ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *