ସିରିଏଲ ‘ଝିଅ ଆମର ନୂଆବୋହୂ’ ଛାଡିବା ପରେ Live ଆସି କଣ କହିଲେ ଅଭିନେତା ଶିବ (Abhijit Das), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତା ଅଭିଜିତ ଦାସଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ । କହିବାକୁ ଗଲେ ସେ ବହୁତ ହ୍ୟାଣ୍ଡସମ ଓ ଦେଖିବାକୁ ସ୍ମାର୍ଟ ବି ଲାଗନ୍ତି । ବର୍ତ୍ତମାନ ଅଭିଜିତ ଦାସ ସିରିଏଲ ଝିଅ ଆମର ନୂଆ ବୋହୁରେ ମୁଖ୍ୟ ଅଭିନେତା ରୂପରେ ନଜର ଆସୁଥିଲେ । ତେବେ ଏହି ସିରିଏଲ ପ୍ରସାରିତ ହେଉ ହେଉ ବହୁତ ଚର୍ଚିତ ମଧ୍ୟ ହୋଇ ଯାଇଛି ।


ଏହା ସହ ଏହି ସିରିଏଲର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ବି ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । ତେବେ ଶିବ ଙ୍କ ଅସଲି ନାମ ହେଉଛି ଅଭିଜିତ ଦାସ । ତେବେ ଅଭିଷେକ ଦାସଙ୍କ ଜନ୍ମ ଭୁବନେଶ୍ଵରେ ହୋଇଥିଲା । ରଖୁଥିଲେ । ସେ ନିଜର ଅଭିନୟ କ୍ୟାରିୟରର ଆରମ୍ଭ ୨୦୧୯ରେ ‘ଅଜବ ସଞ୍ଜୁର ଗଜବ ଲଭ’ ଫିଲ୍ମରୁ ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଡେବ୍ୟୁ କରିବା ପରେ ଅଭିଜିତ ଦାସ ଆଉ ପଛକୁ ବୁଲି ଦେଖି ନାହାନ୍ତି ।

ବର୍ତ୍ତମାନ ଅଭିଜିତ ଦାସ ତରଙ୍ଗ ଟିଭିର ନୂଆ ସିରିଏଲ ଝିଅ ଆମର ନୂଆ ବୋହୁରେ ମୁଖ୍ୟ ଅଭିନେତା ରୂପରେ ନଜର ଆସୁଛନ୍ତି । ତେବେ ଅଭିଜିତଙ୍କ ଅଭିନୟ ଦେଖି ଲୋକମାନେ ତାଙ୍କୁ ପସନ୍ଦ କରିବାକୁ ଲାଗିଛନ୍ତି ଓ ସେ ବର୍ତ୍ତମାନ ବହୁତ ଲୋକପ୍ରିୟ ମଧ୍ୟ ହୋଇ ଯାଇଛନ୍ତି । ତାଙ୍କର ଧର୍ମ ପତ୍ନୀଙ୍କ ନାଁ ହେଉଛି ନୀଳିମା ଦାସ । ତେବେ ଅଭିଜିତ ଓ ନୀଳିମା ୨୦୨୦ରେ ବିବାହ କରିଥିଲେ ।


ବର୍ତ୍ତମାନ ଅଭିଜିତ ତାଙ୍କର ପରିବାର ସହ ବହୁତ ଖୁସିରେ ଅଛନ୍ତି । ଅଭିଜିତ ଦାସ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି । ସେ ତାଙ୍କର ବହୁତ ଫଟୋ ଶେୟାର କରନ୍ତି । ଯାହାକୁ ତାଙ୍କର ଫ୍ୟାନମାନେ ବହୁତ ଲାଇକ ବି କରନ୍ତି । ତେବେ ଅଭିଜିତ ବର୍ତ୍ତମାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଲାଇଭ ଆସି ନିଜ ଫ୍ୟାନ ମାନଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ସିରିୟଲ କୁ ଏତେ ଭଲ ପାଇବା ଦେବା ପାଇଁ ସେ ଖୁସି ହେବା ସହ ଧନ୍ୟବାଦ ମଧ୍ୟ ଜଣାଇଥିଲେ ଏବଂ ଏହିପରି ଭଲ ପାଇବା ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ ।

ତେବେ କିନ୍ତୁ ବର୍ତ୍ତମାନ ଏକ ଖବର ଶୁଣିବାକୁ ମିଳୁଛି କି ଅଭିଜିତ ଏହି ଶୋ ଛାଡିବାର କାରଣ ହେଉଛି ସେ ଜଣେ ଫିଟନସ ଟ୍ରେନର । ତେବେ ତାଙ୍କୁ ରାତି ଅନିଦ୍ରା ହୋଇ ସୁଟିଂ କରିବାକୁ ପଡୁଥିଲା ଯାହା ଯୋଗୁଁ ତାଙ୍କ ଦେହ ଖରାପ ହେବାକୁ ଲାଗିଲା । ତେଣୁ ସେ ନିଜ ସ୍ୱାସ୍ଥ୍ୟ କୁ ସୁଧାରିବା ପାଇଁ ଏବଂ ଭଲ କରିବା ପାଇଁ ସେ ଏହି ସିରିୟଲ ଛାଡି ଦେଇଛନ୍ତି ଏବଂ ଆଗାମୀ ସମୟରେ ସେ ସିନେମା ରେ ନଜର ଆସିବେ ବୋଲି କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *