ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଦମଦାର ଅଭିନୟ ନିଜ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପ୍ରଜ୍ଞାନ ଖଟୁଆ । ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ପ୍ରଜ୍ଞାନ ହେଉଛନ୍ତି ଜଣେ ହାସ୍ୟ ଅଭିନେତା । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ।
ଓଡିଆ ଇଣ୍ଡଷ୍ଟ୍ରିର କେତେକ ଦିଗଜ ଅଭିନେତା ମାନଙ୍କ ସହ କାମ କରି ପ୍ରଜ୍ଞାନ ସଫଳତା ପାଇଛନ୍ତି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ମାସ ତଳେ ପ୍ରଜ୍ଞାନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରଜ୍ଞାନ ନିଜ ପ୍ରେମିକା ସୁନ୍ଦନ୍ଦାଙ୍କ ସହ ପ୍ରେମ ବିବାହ କରିଛନ୍ତି । ବିବାହ ପରଠାରୁ ପ୍ରଜ୍ଞାନ ବହୁତ ଚର୍ଚ୍ଚାରେ ରହିଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ପ୍ରଜ୍ଞାନଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସାକ୍ଷାତ୍କାର ଭିଡିଓ ବିଷୟରେ କହିବାକୁ ଯାଉଛୁ ।ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଉଭୟ ପ୍ରଜ୍ଞାନ ଓ ସୁନନ୍ଦା ନିଜ ପ୍ରେମ କାହାଣୀ ବିଷୟରେ କହୁଛନ୍ତି ।
ପ୍ରଜ୍ଞାନ କହିଛନ୍ତି-‘ସୁନନ୍ଦା ଆଉ ମୁଁ ଗୋଟେ କଲେଜରେ ପାଠ ପଢୁ ଥିଲୁ । ମୁଁ ସ୍ଟେଜ ପୋଛୁ ଥିଲି ସେ ବହି ଖଣ୍ଡେ ଧରି ଯାଉଥିଲା କଲେଜରେ । ସେଇଠି ମୁଁ ପ୍ରଥମ ଥର ଦେଖିଥିଲି ସୁନନ୍ଦାଙ୍କୁ । ସେ ସବୁ ପ୍ରକାର କାମ କରୁଥିଲା ତେଣୁ ମୁଁ ତାକୁ ପାଇବା ପାଇଁ ଇଛା କରିଥିଲି । ମୋ ସ୍ତ୍ରୀ ମୋ ପ୍ରେମିକା ନୁହେଁ ସେ ମୋର ସବୁ କିଛି’ ।
ତା ହେଲେ ବନ୍ଧୁଗଣ ପ୍ରଜ୍ଞାନଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।