Odia Puzzle: କଣ ଆପଣ ଏହି ଝିଅଟିର ନାମ କହି ପାରିବେ ? 99% ଲୋକ ଫେଲ…

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କ ପାଇଁ ପାଞ୍ଚଟି ଏମୋଜି ନେଇ ଆସିଛୁ । ଏହି ଇମୋଜିରେ ଏକ ନାମ ଯୋଡି ହୋଇ ରହିଛି ଆଉ ଏହି ଇମୋଜି ଦେଖି ସେହି ନାମ ବିଷୟରେ କହିବେ ଆଉ ଏହା ହେଉଛି ଆପଣଙ୍କ ପାଇଁ ଚ୍ୟାଲେଞ୍ଜ । ଯଦି ଆପଣ ନିଜକୁ ବୁଦ୍ଧିମାନ ଭାବୁଥିବେ ତା ହେଲେ ଆପଣ ଏହି ଇମୋଜିର ସମାଧାନ କରିପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ଇମୋଜିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଇମୋଜିରେ ଏକ ନିଆଁ ଚିହ୍ନ ଅଛି ଆଉ ରା ଲେଖା ହେଇଛି । ଏହି ଦୁଇଟି ଇମୋଜିକୁ ମିଶାଇ ଦିଅନ୍ତୁ ଆଉ କୁହନ୍ତି ଏହାର ନାମ କଣ ହେବ । ବନ୍ଧୁଗଣ ନିଆଁର ଇଂରାଜୀ ଅନୁବାଦ ହେଉଛି ଆଗ ଆଉ ସେଥିରେ ରା ମିଶିଲେ ହେବ ଆଗ୍ରା । ଆଗ୍ରା ହେଉଛି ଏକ ସହରର ନାମ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଇମୋଜିକୁ ଭଲ ଭାବରେ ଦେଖନ୍ତୁ । ଏହି ଇମୋଜିରେ ଦୁଇଟି ମହୁମାଛି ଅଛନ୍ତି । ଦୁଇଟି ମହୁମାଛିକୁ ମିଶାଇଲେ କଣ ହେବ ଚିନ୍ତା କରନ୍ତୁ । ମହୁମାଛିକୁ ଇଂରାଜୀରେ ବି କୁହନ୍ତୁ ତେବେ ଦୁଇଟି ବି ମିଶିଗଲେ ବିବି ହେବ ଏହାର ଓଡିଆ ଅନୁବାଦ ହେଉଛି ପତ୍ନୀ ।

୩ . ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଇମୋଜିଟିକୁ ଭଲ ଭାବରେ ଦେଖନ୍ତୁ । ଏହି ଇମୋଜିକୁ ଆପଣ ମାନେ ଅତି ସହଜରେ ସମାଧାନ କରିପାରିବେ । ଏହି ଇମୋଜିଟି ସ୍ମାଇଲ ଇମୋଜି ଅଟେ ଆଉ ଏହାର ଉତ୍ତର ହେଉଛି ଖୁସି ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଇମୋଜିଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଇମୋଜିରେ ଏକ ନମସ୍କାର ଚିହ୍ନ ଅଛି ଆଉ ଇଂଲଣ୍ଡର ଜାତୀୟ ପତାକାର ଚିହ୍ନ ରହିଛି । ଏହା ଏକ ଫିଲ୍ମର ନାମ ଅଟେ ଆପଣ ଏହାକୁ ସମଧାନ କରିବାକୁ ଚେଷ୍ଟା କରନ୍ତୁ । ଏହି ଇମୋଜିର ଅର୍ଥ ହେଉଛି ନମସ୍ତେ ଇଂଲଣ୍ଡ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଇମୋଜିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଇମୋଜିରେ ଏକ ଝିଅର ନାମ ଅଛି । ଏହି ଇମୋଜିରେ ଏକ ପିନ ଅଛି ଆଉ ଏକ ଚାବି ଅଛି । ତେବେ ପିନ ଆଉ ଚାବି ବା କିକୁ ମିଶାଇଲେ ହେବେ ପିଙ୍କି ।

Leave a Reply

Your email address will not be published. Required fields are marked *