Odia Gk- ଗୁଡକୁ ଇଂରାଜୀ ରେ କଣ କୁହନ୍ତି ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ ନିଜର ବୁଦ୍ଧି କୁ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଛି। ତେବେ ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ନେଇ ଆସିଛୁ। ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହେବ ଏବଂ ଆପଣ ଙ୍କ ଜ୍ଞାନ ମଧ୍ୟ ବଢିବ।

ପ୍ରଶ୍ନ 1- କ୍ଷୀର ର ରଙ୍ଗ ଧଳା କାହିଁକି ହୋଇଥାଏ ?

ଉ: କ୍ଷୀରରେ ୮୭ ପ୍ରତିସତ ପାଣି ଓ ୧୩ ପ୍ରତିଶତ ପ୍ରୋଟିନ , ଭିଟାମିନ ଓ ଫ୍ୟାଟ ରହିଥାଏ । ଏଥିରେ ଥିବା କେସିନ ନାମକ ପ୍ରୋଟିନ କାରଣରୁ ହୋଇଥାଏ ।

ପ୍ରଶ୍ନ 2- ପୁରା ଦୁନିଆରେ ସବୁଠୁ ଅଧିକ ଚିନି କେଉଁ ଦେଶର ଲୋକ ଖାଆନ୍ତି ?

ଉତ୍ତର – କ୍ୟୁବାର ଲୋକମାନେ

ପ୍ରଶ୍ନ 3- ମେଡିକାଲରେ ନାଲି ରଙ୍ଗର ଯୁକ୍ତ ଚିହ୍ନ କାହିଁକି ଥାଏ?

ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ ଆଗକୁ ଯିବାପାଇଁ ସହଜ ହୋଇଥାଏ ।

ପ୍ରଶ୍ନ 4- ମନୁଷ୍ୟ ଶରୀରର ତାହା କେଉଁ ଅଙ୍ଗ ଅଟେ ଯାହା ଜନ୍ମ ଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଏକ ସମାନ ରହିଥାଏ ମାନେ କେବେ ବି ବଢିନଥାଏ ।

ଉତ୍ତର- ଆଖି

ପ୍ରଶ୍ନ 5- କଳା ଗୋଲାପ କେଉଁ ଦେଶରେ ଦେଖାଯାଏ?

ଉ:ତୁର୍କୀରେ ଦେଖାଯାଇଥାଏ ।

ପ୍ରଶ୍ନ 6- ତାହା କେଉଁ ପ୍ରାଣୀ ଅଟେ ଯିଏ ଆଖି ବନ୍ଦ କଲେ ମଧ୍ୟ ଦେଖିପାରେ ?

ଉତ୍ତର – ଓଟ

ପ୍ରଶ୍ନ 7-ଭାରତରେ କେଉଁ ବର୍ଷ ଏଡ୍ସକୁ ଚିହ୍ନଟ କରାଯାଇଥିଲା ?

ଉ: ୧୯୮୬ ମସିହାରେ ।

ପ୍ରଶ୍ନ 8- ପୁରା ପୃଥିବୀରେ ସବୁଠୁ ଅଧିକ କେଉଁ ଗ୍ୟାସ ମିଳେ ?

ଉତ୍ତର – Oxygen gas

ପ୍ରଶ୍ନ 9- ଚାଉଳକୁ ପଲିସ କରିବା ଦ୍ୱାରା କେଉଁ ଭିଟାମିନ ନଷ୍ଟ ହୋଇ ଯାଇଥାଏ ?

ଉ: ଥାଇମିନ ।

ପ୍ରଶ୍ନ 10- କେଉଁ ପକ୍ଷୀ ନିଜର ବସା ବାନ୍ଧେ ନାହିଁ?

ଉ: କୋଇଲି ।

ପ୍ରଶ୍ନ 11: ଜଣେ ଲୋକ ନିଜ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିପରିବ ?

ଉ: ଅନଲିମିଟେଡ଼ ।

ପ୍ରଶ୍ନ 12: ଔ-ଷ-ଧ ଖାଇବାପରେ ଆମର ମୂତ୍ର କାହିଁକି ହଳଦୀଆ ହୋଇଥାଏ ?

ଉ: ଏଣ୍ଟିବାଇଓଟିକ ଥିବା କାରଣରୁ ।

ପ୍ରଶ୍ନ 13– ଗୁଡକୁ ଇଂରାଜୀ ରେ କଣ କୁହନ୍ତି ?

ଉତ୍ତର – Jaggery/ Molasses

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *