ନମସ୍କାର ବନ୍ଧୁଗଣ ନିଜର ବୁଦ୍ଧି କୁ ପ୍ରଖର କରିବା ପାଇଁ ଅଧିକ ଜ୍ଞାନ ର ଆବଶ୍ୟକ ରହିଛି। ତେବେ ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ନେଇ ଆସିଛୁ। ଏହା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହେବ ଏବଂ ଆପଣ ଙ୍କ ଜ୍ଞାନ ମଧ୍ୟ ବଢିବ।
ପ୍ରଶ୍ନ 1- କ୍ଷୀର ର ରଙ୍ଗ ଧଳା କାହିଁକି ହୋଇଥାଏ ?
ଉ: କ୍ଷୀରରେ ୮୭ ପ୍ରତିସତ ପାଣି ଓ ୧୩ ପ୍ରତିଶତ ପ୍ରୋଟିନ , ଭିଟାମିନ ଓ ଫ୍ୟାଟ ରହିଥାଏ । ଏଥିରେ ଥିବା କେସିନ ନାମକ ପ୍ରୋଟିନ କାରଣରୁ ହୋଇଥାଏ ।
ପ୍ରଶ୍ନ 2- ପୁରା ଦୁନିଆରେ ସବୁଠୁ ଅଧିକ ଚିନି କେଉଁ ଦେଶର ଲୋକ ଖାଆନ୍ତି ?
ଉତ୍ତର – କ୍ୟୁବାର ଲୋକମାନେ
ପ୍ରଶ୍ନ 3- ମେଡିକାଲରେ ନାଲି ରଙ୍ଗର ଯୁକ୍ତ ଚିହ୍ନ କାହିଁକି ଥାଏ?
ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ ଆଗକୁ ଯିବାପାଇଁ ସହଜ ହୋଇଥାଏ ।
ପ୍ରଶ୍ନ 4- ମନୁଷ୍ୟ ଶରୀରର ତାହା କେଉଁ ଅଙ୍ଗ ଅଟେ ଯାହା ଜନ୍ମ ଠାରୁ ନେଇ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଏକ ସମାନ ରହିଥାଏ ମାନେ କେବେ ବି ବଢିନଥାଏ ।
ଉତ୍ତର- ଆଖି
ପ୍ରଶ୍ନ 5- କଳା ଗୋଲାପ କେଉଁ ଦେଶରେ ଦେଖାଯାଏ?
ଉ:ତୁର୍କୀରେ ଦେଖାଯାଇଥାଏ ।
ପ୍ରଶ୍ନ 6- ତାହା କେଉଁ ପ୍ରାଣୀ ଅଟେ ଯିଏ ଆଖି ବନ୍ଦ କଲେ ମଧ୍ୟ ଦେଖିପାରେ ?
ଉତ୍ତର – ଓଟ
ପ୍ରଶ୍ନ 7-ଭାରତରେ କେଉଁ ବର୍ଷ ଏଡ୍ସକୁ ଚିହ୍ନଟ କରାଯାଇଥିଲା ?
ଉ: ୧୯୮୬ ମସିହାରେ ।
ପ୍ରଶ୍ନ 8- ପୁରା ପୃଥିବୀରେ ସବୁଠୁ ଅଧିକ କେଉଁ ଗ୍ୟାସ ମିଳେ ?
ଉତ୍ତର – Oxygen gas
ପ୍ରଶ୍ନ 9- ଚାଉଳକୁ ପଲିସ କରିବା ଦ୍ୱାରା କେଉଁ ଭିଟାମିନ ନଷ୍ଟ ହୋଇ ଯାଇଥାଏ ?
ଉ: ଥାଇମିନ ।
ପ୍ରଶ୍ନ 10- କେଉଁ ପକ୍ଷୀ ନିଜର ବସା ବାନ୍ଧେ ନାହିଁ?
ଉ: କୋଇଲି ।
ପ୍ରଶ୍ନ 11: ଜଣେ ଲୋକ ନିଜ ନାମରେ କେତୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିପରିବ ?
ଉ: ଅନଲିମିଟେଡ଼ ।
ପ୍ରଶ୍ନ 12: ଔ-ଷ-ଧ ଖାଇବାପରେ ଆମର ମୂତ୍ର କାହିଁକି ହଳଦୀଆ ହୋଇଥାଏ ?
ଉ: ଏଣ୍ଟିବାଇଓଟିକ ଥିବା କାରଣରୁ ।
ପ୍ରଶ୍ନ 13– ଗୁଡକୁ ଇଂରାଜୀ ରେ କଣ କୁହନ୍ତି ?
ଉତ୍ତର – Jaggery/ Molasses
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।