କମଳା ନେହେରୁ କଲେଜରୁ କଲିକତା, କଲିକତାରୁ ଦୀପାଳି ବାର, ଦୀପାଳି ବାର ହେଲା ଶେଷ ଯାତ୍ରା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କମଲା ନେହେରୁ କଲେଜ ରୁ କଲିକତା ଆଉ କଲିକତାରୁ ଦୀପାଳି ବାର ଏବଂ ଏହା ହେଲା ଶେଷ ଯାତ୍ରା । କିଏ ବା ଜାଣିଥିଲା ଶୁଭଲକ୍ଷ୍ମୀଙ୍କ ଶେଷ ଯାତ୍ରା ଦୀପାଳି ବାର୍ ରେ ଶେଷ ହୋଇଯିବ ବୋଲି । ପାଠପଢାରେ ଉତ୍ତମ ମାର୍ଜ ହାସଲ କରିଥିବା ଶୁଭଲକ୍ଷ୍ମୀ ଆଗାମୀ ପାଠପଢିବା ପାଇଁ ରାଜଧାନୀ ଭୁବନେଶ୍ଵରକୁ ଆସିଥିଲେ । ମାତ୍ର ସୂଚନା ଅନୁଯାୟୀ କଲିକତାରେ ଶୁଭଲକ୍ଷ୍ମୀ ତାଙ୍କର ପ୍ରଥମ ଯାତ୍ରା ଆରମ୍ଭ କରିଥିଲେ ।

ଶୁଭଲକ୍ଷ୍ମୀଙ୍କ ଅଙ୍କଲ ତାଙ୍କୁ କଲିକତା ନେଇକି ଯାଇଥିଲେ ସେଠାକର ବାର୍ ମାନଙ୍କରେ ଶୁଭଲକ୍ଷ୍ମୀଙ୍କୁ ନଚାଇ ପୁଳାପୁଳା ଟଙ୍କା ରୋଜଗାର କରୁଥିଲେ ଅଙ୍କଲ । ଏହା ଦେଖିଥିବା ଶୁଭଲକ୍ଷ୍ମୀ ମଧ୍ୟ ଚିନ୍ତା କଲେ କି ଗୋଟିଏ ରାତି ଡ୍ୟାନ୍ସ କରି ଏତେ ଟଙ୍କା ମିଳୁଛି । ଏହା ହେଉଛି ଟଙ୍କା ରୋଜଗାର କରିବାର ସହଜ ଉପାୟ ତେଣୁ ଶୁଭଲକ୍ଷ୍ମୀ କଲିକତାରେ ବାର ଡ୍ୟାନ୍ସର ଭାବରେ କାମ କରୁଥିଲେ ।

ପରେ ଭୁବନେଶ୍ବର ପେଣ୍ଟାଗନ ,ପ୍ରିନସ ଆଦି ରେ କାମ କରି ଶେଷ ରେ ଦୀପାଳି  ହୋଟେଲ ରେ ଯାଇ ଅଟକିଥିଲେ । ଶୁଭଲକ୍ଷ୍ମୀ ଓ ତାଙ୍କ ଅଙ୍କଲ ଗୋଟିଏ ରାତିରେ ବହୁତ ଟଙ୍କା କମାଉଥିଲେ । ଯାହା ଶୁଭଲକ୍ଷ୍ମୀଙ୍କ ଜୀବନକୁ ସଂପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା ।  ଯେଉଁ ବି ହୋଟେଲ ରେ ଯାଉଥିଲେ ସେଠାରେ ଗ୍ରାହକ ମାନଙ୍କୁ ଉପଭୋଗ କରି ହଜାର ହଜାର ଟଙ୍କା ରୋଜଗାର କରୁଥିଲେ ।

ସବୁ ହୋଟେଲରେ ପଡିଥିଲା ଶୁଭଲକ୍ଷ୍ମୀଙ୍କ ଡ୍ୟାନ୍ସ ଚର୍ଚ୍ଚା । ଦୀପାଳି ହୋଟେଲ ରେ ବି ଏଭଳି ଚହଳ ପକେଇଥିଲେ ଶୁଭଲକ୍ଷ୍ମୀ । ମାତ୍ର ଦୀପାଳି ହୋଟେଲ କାଳ ସାଜିଲା ଶୁଭଲକ୍ଷ୍ମୀଙ୍କ ପାଇଁ ଯେଉଁ ହୋଟେଲ ରେ ଡ୍ୟାନ୍ସ କରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ । ସେହି ହୋଟେଲ ରେ ମିଳିଛି ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା , ମୃତଶରୀର । ଏସବୁ ଘଟଣା ପରେ ପୋଲିସ ଶୁଭଲକ୍ଷ୍ମୀ ର ଅଙ୍କଲଙ୍କୁ ଜେରା କରିବା ଖୋଜୁଛନ୍ତି ।

ମାତ୍ର ଘଟଣା ପରଠାରୁ ଶୁଭଲକ୍ଷ୍ମୀଙ୍କ ଅଙ୍କଲର ଖୋଜ ମିଳୁନୀ । ତେବେ ଅଙ୍କଲ କୁଆଡେ ଗଲେ । ତାହାକୁ ଖୋଜିବାରେ ଲାଗିଛି ପୋଲିସ । କାରଣ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ କାରଣ କଣ ଏଯାଏ ଜଣାପଡିନି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *