Kamakhyanagar ରେ ଫାଟିଲା Iron-Ore ବୋଝେଇ ଟ୍ରକ ର ଚକା, ଆଉ ତା’ ପରେ ଯାହା ହେଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ବ୍ରାହ୍ମଣୀ ନଦୀ କୁ ଖସିଗଲା ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ହୋଇଗଲା । କେନ୍ଦୁଝର ରୁ ଅନୁଗୁଳ ଯିବା ସମୟରେ ସାରଙ୍ଗ ବ୍ରିଜ ରୁ ବ୍ରାହ୍ମଣୀ ନଦୀ କୁ ଟ୍ରକ ଟି ଖସି ପଡିଅଛି । ଟ୍ରକ ଚକା ଫାଟି ଥିବାରୁ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ବର୍ତ୍ତମାନ ଅଗ୍ନିସମବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କାମାକ୍ଷା ନଗର ନଦୀ ରୁ ଆଇରନ ଓର ବୋଝେଇ ଟ୍ରକ ଖସିଯାଇଛି ।

ଘଟଣା ସ୍ଥଳରେ ଡ୍ରାଇଭର ଙ୍କର ମୃତ୍ୟୁ ହୋଇଛି । କରଜଙ୍ଗ ଥାନା NH ୫୩ ର ସାରଙ୍ଗ ବ୍ରିଜ ରୁ ବ୍ରାହ୍ମଣୀ ନଦୀକୁ ଖସିଆଚି ଟ୍ରକ । ଟ୍ରକ ର ଚକା ଫାଟି ଯାଇଥିବାରୁ ଏହିଭଳି ଦୁର୍ଘଟଣା ହୋଇଅଛି । ଆଜି ସକାଳୁ ପ୍ରାୟ ୮ ସମୟରେ ଏକ ଆଇରନ ବୋଝେଇ ଟ୍ରକ କେନ୍ଦୁଝର ରୁ ଅନୁଗୁଳ ଯାଉଥିଲା । ଏହାପରେ ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଟ୍ରକର ଆଗଚକା ଫାଟିଯିବାରୁ ଟ୍ରକ ଟି ନଦୀ ଭିତରକୁ ଭାରସାମ୍ୟ ହରାଇ ଖସି ପଡିଥିଲା ।

ସେହିଠାରେ ଡ୍ରାଇଭର ଙ୍କର ତତ୍କାଳୀନ ମୃତ୍ୟୁ ହୋଇଗଲା । ଅଗ୍ନିସମ ବାହୀ ଏହି ଖବର ପାଇ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମାତ୍ର ସୂଚନା ଅନୁଯାୟୀ ସେହି ଟ୍ରକ ରେ କେବଳ ଡ୍ରାଇଭର ହିଁ ଥିଲେ । ଆଜିଭଳି ସମୟରେ ଆମ୍ଭେ ଅନେକ ପ୍ରକାରର ଦୁର୍ଘଟଣା ମାନ ଦେଖିବାକୁ ପାଉଛୁ । ପ୍ରାୟ କେଉଁଠି ନା କେଉଁଠି ନାନା ପ୍ରକାରର ଦୁର୍ଘଟଣା ମାନ ଘଟିବାକୁ ଲାଗିଛି । ଟିକିଏ ସାବଧାନତା ଅବଲମ୍ବନ ନ କରିଲେ ମନୁଷ୍ୟ ର ଜୀବନ ଚାଲି ଯାଉଛି ।

କେତେକ ନିଜ ଜୀବନ ଜାଣିଶୁଣି ତ୍ୟାଗ କରିଲା ବେଳକୁ ଆଉ କେତେକ ଙ୍କ ଦୁର୍ଘଟଣା ବଶତ ମୃତ୍ୟୁ ହୋଇଯାଉଅଛି । ଏହିଭଳି ଦୁର୍ଘଟଣା ବର୍ତ୍ତମାନ ଘାତିଯାଇଛି । ଟ୍ରକ ଡ୍ରାଇଭର ଙ୍କ ମୃତ୍ୟୁ ପରେ ତାଙ୍କ ଘରେ ଶୋକ ର ଛାୟା ଖେଳି ଯାଇଛି । ପରିବାର ଲୋକେ ଧର୍ଯ୍ୟହରା ହୋଇଯାଇଛନ୍ତି ।

ଯେହେତୁ ଉଦ୍ଧାର କାର୍ଯ୍ୟ ଚାଲିଅଛି ଏଣୁ ସୂଚନା ଅନୁଯାୟୀ ଟ୍ରକ ରେ କେବଳ ଟ୍ରାଇଭର ହିଁ ଥିଲେ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଙ୍କ ସନ୍ଧାନ ମିଳିନାହିଁ । ବନ୍ଧୁଗଣ ଏହି ଦୁର୍ଘଟଣା କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *