କାମ କଲାନି ସୁରଙ୍କ ‘7 ଦିନିଆ କବାଟ ପଛ’ ଫର୍ମୁଲା, ଫେରାର ହୋଇଗଲେ Tapaswini ଙ୍କ ସ୍ୱାମୀ Sunit, ଦେଖନ୍ତୁ ଏ ନେଇ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସର ଲୋକପ୍ରିୟ ନେତା ସୁର ରାଉତରାୟଙ୍କୁ ନିଶ୍ଚୟ ଦେଖିଥିବେ । ସୋସିଆଲ ମିଡିଆରେ ସୁର ଭାଇ ସବୁବେଳେ ଚର୍ଚାରେ ରୁହନ୍ତି । ନିଜ କଡା ବୟାନ ଓ ନିଜ ସମାଜ ସେବା ପାଇଁ ସୁର ଭାଇ ସବୁଆଡେ ପରିଚିତ । ତେବେ ଗତ କିଛି ଦିନ ତଳେ ତପସ୍ଵିନୀ ଓ ସୁମିତଙ୍କ ମାମଲାକୁ ନେଇ ସୁର ଭାଇ ଏକ ବଡ ବୟାନ ଦେଇଥିଲେ । ତପସ୍ଵିନୀ ନିଜ ଅଧିକାର ପାଇବା ପାଇଁ ଶାଶୁ ଘର ସାମ୍ନାରେ ଅନେକ ଦିନ ଧରି ବସି ରହିଥିଲେ ।

ଏହା ପରେ ସେ କୋର୍ଟର ଦ୍ଵାରସ୍ତ ହୋଇଥିଲେ । କୋର୍ଟ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଗୋଟିଏ ଘରେ ଏକା ସହ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଘର ଭିତରକୁ ନା ପରିବାର ଲୋକ ନା ଶଶୁର ଘର ଲୋକ ଯାଇପାରିବେ । କେବଳ ସେହି ଘରେ ସୁମିତ ଓ ତପସ୍ଵିନୀ ରହି ପରସ୍ପର ମଧ୍ୟରେ ବୁଝାବଣା କରିବେ । ସେହି ସମୟରେ ସୁର ଭାଇ କହିଥିଲେ, ଏହି ଦୁଇଜଣ ଗୋଟିଏ ଘରେ ରହିବା ପରେ ମିଶି ଯିବେ ।

ସୁର ଭାଇ ଏମିତି ମଧ୍ୟ କହିଥିଲେ, ଅନୁଭବ ଓ ବର୍ଷାଙ୍କ ମାମଲାରେ ବି କୋର୍ଟ ଏହି ଭଳି ନିଷ୍ପତ୍ତି ନେବା ଉଚିତ । ସୁର ଭାଇ ସେହି କୋର୍ଟ ଜଜ୍ ର ବହୁତ ପ୍ରଶଂସା କରିଥିଲେ । ତପସ୍ଵିନୀ ଓ ସୁମିତ ମିଶିବାକୁ ନେଇ ସୁର ଭାଇ ବହୁତ ଅଧିକ ଖୁସି ଥିଲେ ହେଲେ ବର୍ତ୍ତମାନ ତପସ୍ଵିନୀ ଏବଂ ସୁମିତ ପୁଣି ଅଲଗା ହୋଇଯାଇଛନ୍ତି ।

କିଛି ଦିନ ଏକା ସହ ରହିବା ପରେ ଗତ ୪ ଦିନ ତଳେ ସୁମିତ ତପସ୍ଵିନୀଙ୍କୁ କିଛି ନଜଣାଇ ଚମ୍ପଟ ମାରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସୁମିତଙ୍କର କୌଣସି ଖୋଜ ଖବର ନାହିଁ । ଆଜି ତପସ୍ଵିନୀ ପୁଣି କୋର୍ଟର ଦ୍ଵାରସ୍ତ ହୋଇଛନ୍ତି ତେବେ ଏନେଇ ସୁର ଭାଇ ପୁଣି ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ସୁର ଭାଇଙ୍କ ସେହି ବଡ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇ କହିଛନ୍ତି-‘ହା ତେରି ଏତେ ଦିନ ଶୋଇଲେ ହେଲେ କିଛି ହେଇପାରିଲା ନାହିଁ ମୁ ଆଉ ସାଡେ ଯିବି ନାହିଁ । ଏତେ ପ୍ରେମ ପ୍ରତିଦିନ ୧୦ ରୁ ୧୨ଟା ଯୋଡି ମୋ ପାଖକୁ ଆସୁଛନ୍ତି । ପୁରା ଫିଟିବା ପରେ ବି ଆସୁଛନ୍ତି’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ପ୍ରତିକ୍ରିୟା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *