ସୁବର୍ଣ୍ଣ ସୁଯୋଗ ! 4 ଲକ୍ଷରୁ ବି କମ ଦାମରେ ଘରକୁ ଆଣନ୍ତୁ 7 ସୀଟର କାର ! ଦେଖନ୍ତୁ ଏଥିରେ କେଉଁ କେଉଁ କାର ଅଛି ସାମିଲ

ବନ୍ଧୁଗଣ ମାତ୍ର ଆଉ କିଛି ଦିନ ପରେ ନବବର୍ଷ ଆସିବାକୁ ଯାଉଛି । ବନ୍ଧୁଗଣ ଏହି ନବବର୍ଷରେ ଯଦି ଆପଣଙ୍କ ପରିବାର ବଡ ଅଛି ଓ ଆପଣଙ୍କ ବଜେଟ କମ ଅଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆପଣ ମାନେ ଚାହିଁଲେ କମ ବଜେଟରେ ବଡ ଗାଡି କିଣି ପାରିବେ । ଆଜି ଆମେ ଆପଣ ମାନଙ୍କୁ କିଛି ୭ ସିଟର କାର ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହା ଶସ୍ତାରେ ଆପଣ ମାନେ କିଣି ପାରିବେ ।

ଏଥିମଧ୍ୟରୁ କେତେକ ୭ ସିଟର କାରର ମୂଲ୍ୟ ୪ ଲକ୍ଷରୁ କମ ଟଙ୍କା ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାର ଗୁଡିକ ବିଷୟରେ । ୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ମାରୁତି ସୁଜୁକି ଇକୋ । ଭାରତରେ ସବୁଠାରି ଅଧିକ ମାରୁତି କାର ବିକ୍ରି ହୁଏ ମାରୁତି ସୁଜୁକିର ୭ ସିଟର କାରର ବହୁତ ଡିମାଣ୍ଡ ଅଛି ।

ଦିଲ୍ଲୀରେ ମାରୁତି ସୁଜୁକି ଇକୋର ମୂଲ୍ୟ ମାତ୍ର ୩ ଲକ୍ଷ ୯୭ ହଜାର ୮୦୦ ଟଙ୍କା ରହିଛି । ଏହି ଗାଡି ୧୬ କିଲୋମିଟର ପ୍ରତି ଲିଟରର ମାଇଲେଜ ଦେଇପାରିବ । ଏହା ସହିତ ମାରୁତି ସୁଜୁକି ଇକୋ ସିଏନଜିରେ ୨୧ କିଲୋମିଟର ପ୍ରତି ଲିଟରର ମାଇଲେଜ ଦେବ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଡଷ୍ଟନ ଗୋ ପ୍ଲସ ୭ ସିଟର କାର । ବନ୍ଧୁଗଣ ଶସ୍ତା ଗାଡି ଭିତରୁ ଡଷ୍ଟନ ଗୋ ପ୍ଲସ ଆମ ଲିଷ୍ଟରେ ରହିଛି । ବନ୍ଧୁଗଣ ଏହି କାରର ମୂଲ୍ୟ ୪ ଲକ୍ଷ ୩୦ ହଜାରରୁ ଆରମ୍ଭ ହେଉଛି । ଜଣେ ମାଧ୍ୟମ ବର୍ଗୀୟ ବଡ ପରିବାର ପାଇଁ ଏହି କାର୍ସ ବହୁତ ଶସ୍ତା ଅଛି । ଏହି କାରର ଲୁକ୍ ମଧ୍ୟ ବହୁତ ଭଲ ରହିଛି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ରେନଲ୍ଟ ଟ୍ରାଇବର । ୭ ସିଟର ରେନଲ୍ଟ ଟ୍ରାଇବାରର ମୂଲ୍ୟ ୫ ଲକ୍ଷ ୨୦ ହଜାର ଟଙ୍କାରୁ ଆରମ୍ଭ ହେଉଛି । ଏହି କାରର ଲୁକ୍ କୌଣସି ପ୍ରିମିୟମ କାର ଲୁକ୍ ଠାରୁ କମ ନୁହେଁ । ଏକ ମାଧ୍ୟମ ବର୍ଗୀୟ ପରିବାର ପାଇଁ ଏହି କାରଟି ସବୁଠାରୁ ଭଲ । ବନ୍ଧୁଗଣ ଏହି କାରରେ ସୁରକ୍ଷା ପାଇଁ ଏୟାର ବ୍ୟାଗ୍ସର ସୁବିଧା ମଧ୍ୟ ଅଛି ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ମାରୁତି ସୁଜୁକି ଆର୍ଟିଗା ।  ମାରୁତି ସୁଜୁକି ଆର୍ଟିଗା ମଧ୍ୟ ମାଧ୍ୟମ ବର୍ଗୀୟ ପରିବାର ପାଇଁ ବହୁତ ଭଲ ଅଟେ । ମାରୁତି ସୁଜୁକି ଆର୍ଟିଗା କାରର ମୂଲ୍ୟ ୭ ଲକ୍ଷ ୫୯ ହଜାର ଟଙ୍କାରୁ ଆରମ୍ଭ ହେଉଛି । ଭାରତରେ ଏହି କାରର ବହୁତ ଡିମାଣ୍ଡ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କମ ଟଙ୍କାରେ ଏହି ସବୁ କାର ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *