କଳି ଯୁଗର 5 ଟି ସତ୍ୟ ଘଟଣା, ଯାହା ସମସ୍ତଙ୍କ ଜୀବନରେ ଘଟିଥାଏ, ନିଶ୍ଚୟ ଜାଣି ରଖନ୍ତୁ ଜୀବନ ବଦଳିଯିବ (Motivational Tips)

ନମସ୍କାର ବନ୍ଧୁଗଣ ତେବେ କଳିଯୁଗର ୫ଟି ସତ୍ୟ କଥା ଜାଣିଲେ ମୁଣ୍ଡଖରାପ ହେଇଯିବ । ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ସୂଚନା ଦେବା ପାଇଁ ଚାହିଁବୁ କି ଭଗବାନ ବିଷ୍ଣୁ ମହାଭାରତ ରେ କହି ଜାଇ ଥିବା ୫ ଟି କଥା ବିଷୟ ରେ । ମହାଭାରତ ରେ ଭଗବାନ ବିଷ୍ଣୁ ଙ୍କ ଦ୍ୱାରା ସଂମ୍ପର୍ଣ୍ଣ ବ୍ରହ୍ମାଣ୍ଡ ଏବଂ ସବୁ ଯୁଗ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କୁହା ଜାଇ ଥିବା ବେଳେ ସେହି ସମୟ ରେ ସେ କଳି କାଳ ବିଷୟ ରେ ସେହି ମହା ଭାରତ ରେ ସଂମ୍ପର୍ଣ୍ଣ ଭାବେ ବର୍ଣ୍ଣନା କରି ଥିଲେ । ସେହି ମଧ୍ୟ ରେ ସେ କହି ଥିବା କିଛି କଥା ବିଷୟରେ ଜାଣି ନେବା ।

ଯେଉଁ ଘଟଣା ଗୁଡ଼ିକ ଆଜିର ଦିନ ରେ ଦେଖିବା ପାଇଁ ମିଳୁଛି । ମହାଭାରତ ସମୟରେ ପଞ୍ଚୁ ପାଣ୍ଡବ ମାନେ କଳି ଯୁଗ ବିଷୟ ରେ ଜାଣିବାର ବହୁତ ଆଶା କରି ଥିଲା । ତେବେ ସେ କୃଷ୍ଣ ଙ୍କୁ କହିଲେ ଏହି ବିଷୟ ରେ କି କଳି ରେ ଲୋକ ମାନେ କେମିତି ହେବେ। ତେବେ ସେହି ପରି ବେଳେ ଭଗବାନ ବିଷ୍ଣୁ ସେମାନଙ୍କୁ ଜଙ୍ଗଲ ରେ ଥରେ ବୁଲି ଆସିବା ପାଇଁ କହିଲେ ଏବଂ ସେଠାରେ ଜାହା ଦେଖିବେ ସେହି ବିଷୟ ରେ ଆସି କହିବେ ।

ସେମାନେ ସେଠାରୁ ଆସି କହିଲେ ପ୍ରଥମେ ଯୁଦ୍ଧିଷ୍ଟିର ମହାରାଜ କହିଲେ ସେମାନେ ଏକ ଦୁଇ ସୁଣ୍ଢ ଥିବା ହାତୀ କୁ ଦେଖିଲେ । ଏବଂ ସେ ବହୁତ ଆଶ୍ଚର୍ଯ୍ୟ ହେଲେ । ତେବେ ଏହି କଥାକୁ ଶୁଣି ଭଗବାନ ବିଷ୍ଣୁ କହିଲେ କଳିରେ ଏମିତି ଲୋକ ମାନେ ରହିବେ ଯେଉଁ ମାନେ କହିବେ ଗୋଟିଏ କଥା ଏବଂ କରିବେ ଆଉ ଗୋଟିଏ କଥା । ଭୀମ ଦେଖିଲେ କି ଗୋଟିଏ ଗାଈ ତାର ବାଛୁରୀ କୁ ଏମିତି ଚାଟୁ ଥିଲା କି ତାର ରକ୍ତ ବାହାରି ଯିବ । ତେବେ ଭଗବାନ ବିଷ୍ଣୁ କହିଲେ ।

କଳି ଯୁଗରେ ଲୋକ ମାନେ ନିଜର ପିଲା କୁ ଏତେ ପରିମାଣ ରେ ଭଲ ପାଇବେ ଯେ ଯେଉଁ ଥିରେ ସେମାନଙ୍କ ବିକାସ ବାଧା ପ୍ରାପ୍ତ ହେବ , ଏବଂ ଅତି ସ୍ୱେହ ହେତୁ ପିଲାଟି ନିଜ ଜୀବନର ସଠିକ ପଥ ନିରୁପଣ କରି ପାରିବ ନାହିଁ । ସେହି ,ସମୟରେ ପୁଅ ହେଲେ ପତ୍ନୀର ହେବ ଏବଂ ଝିଅ ହେଲେ ପତିର ହେବ । ଶରୀର ମୃତ୍ୟୁ ର ହେବ । ବୋଲି କହିଲେ ।ପରେ ଅର୍ଜୁନ ଦେଖିଲେ ଏକ ପକ୍ଷୀ କୁ ଜାହାର ପର ଉପରେ ବେଦ ଲେଖା ଜାଇ ଥିଲା ।ତେବେ ଭଗବାନ ବିଷ୍ଣୁ କହିଲେ କଳି ରେ ଏିତି ବି ଲୋକ ମାନେ ଆସିବେ ଯେଉଁ ମାନଙ୍କୁ ବିଦ୍ୱାନ ବୋଲି କୁହା ଯିବ ।

ହେଲେ ତାହାର ମନର ଭାବନା ଏହା ହେବ ଯେ କାହାର ମୃତ୍ୟୁ ଆଗ ହୋଇ ଜାଉ । ଏବଂ ତାଙ୍କ ସଂମ୍ପତୀ ଆମର ହୋଇ ଜାଉ ।ନକୁଳ ଦେଖିଲେ ଏକ ବଡ ପଥର ପାହାଡ ଉପରୁ ଖସି ପାଡିଲା ତେବେ ବଡ ରୁ ବଡ ଗଛ ବି ତାହାକୁ ରୋକି ପାରିଲେ ନାହିଁ । ହେଲେ ପରେ ଏକ ଛୋଟ ଗଛ ରେ ମାଡ ହୋଇ ସେହି ବଡ ପଥର ଟି ରହି ଗଲା ତେବେ ଏହି କଥା ରେ ଭଗବାନ ବିଷ୍ଣୁ କହିଲେ କି କଳି ରେ ମନୁଷ୍ୟ ମାନଙ୍କ ବୃଦ୍ଧି କମି ଯିବ ।ଏବଂ ମନୁଶ୍ୟ ର ଅନ୍ତ ଘଟିବ । ଏହାକୁ କୈଣସି ଟଙ୍କା ରୋକି ପାରିବ ନାହିଁ । ହେଲେ ହରି ନାମ ମନ୍ତ୍ର ଯପିଲେ ତାହାର ଜିବନ ସାର୍ଥକ ହେବ ।

ସହେଦେବ ଦେଖିଲେ ଗୋଟିଏ ଶୁଖିଲା କୁଅକୁ । ଜାହା ବହୁତ ଗଭୀର ହୋଇ ମଧ୍ୟ ସେଥିରେ ପାଣି ନ ଥିଲା । ଭଗବାନ ବିଷ୍ଣୁ କହିଲେ କଳି ରେ ଲୋକ ମାନେ ଏମିତି ହେବେ ଯେଉଁ ମାନେ ନିଜର ଭୋଗ ବିଳାଶ ରେ ବହୁତ ଟଙ୍କା ଖର୍ଚ୍ଚ କରିବେ ହେଲେ କୈଣସି ଭୀକାରୀ କୁ ଦେଖିଲେ ସେମାନେ ଆଡ ଆଖିରେ ଚାହିଁବେ ନାହିଁ ।ଏହା ଥିଲା କଳିଯୁଗ ବିଷୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ଗୀତାର କିଛି ବାଣୀ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *