ଯାତ୍ରା ଖଳନାୟକ Daitari Panda ହେବେ ଗିରଫ ! କାମ କଲାନାହିଁ କ୍ଷମା ପ୍ରାର୍ଥନା ଥାନାରେ ଦେଲେ ଏତଲା…

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ହେବେ ଗିରଫ ! ହଁ ଆଜ୍ଞା ମୁଁ ଜଗନ୍ନାଥଙ୍କର ବଡ ଭକ୍ତ କହି କ୍ଷମା ପ୍ରାଥନା କରିଥିଲେ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା । ହେଲେ ତାଙ୍କୁ କ୍ଷମା ମିଳିଲା ନାହିଁ । ହେଲେ ଅପର ପକ୍ଷରେ ଦୈତାରୀ ପଣ୍ଡାଙ୍କୁ ଗିରଫ କରାଯାଉ ବୋଲି ସର୍ବ ସାଧାରଣରେ ଦାବୀ କରାଯାଉଛି । ତେବେ ଏଠାରେ ଆମେ କହି ରଖିବ ଏପାଇଁ ଚାହିଁବୁ । ଯେ ସେଦିନ ଦୈତାରୀ ପଣ୍ଡା ଯେତେବେଳେ ରାଜନୀତିରେ ମିଶିବା ସମୟରେ ଏପରି କିଛି କହିଦେଇଥିଲେ ।

ସେତେବେଳେ ସେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଲା ଭଳି କିଛି ଏପରି କଥା କହିଦେଇଥିଲେ । ଯାହାପରେ ସେହି କଥାକୁ ନେଇ କଡା ଆଲୋଚନା ଓ ସମାଲୋଚନା ହେବାକୁ ଲାଗିଥିଲା । ତାପରେ ଯେତେବେଳେ ଦୈତାରୀ ପଣ୍ଡା ଜାଣିବାକୁ ପାଇଥିଲେ । ତାଙ୍କ କଥା ଯୋଗୁ ଲୋକେ ତାଙ୍କୁ ଏଭଳି ଭାବେ କଡା ସମାଲୋଚନା କରିବାରେ ଲାଗିପଡିଛନ୍ତି । ତାପରେ ନିଜ ଭୁଲକୁ ସ୍ଵୀକାର କରି ଦୈତାରୀ ପଣ୍ଡା ସମସ୍ତଙ୍କ ପାଖରେ କ୍ଷମା ମଧ୍ୟ ପ୍ରାଥନା କରିଥିଲେ । ହେଲେ ଦୈତାରୀ ପଣ୍ଡାଙ୍କୁ କ୍ଷମା ମିଳିପାରିଲା ନାହିଁ ।

ଅପର ପକ୍ଷରେ ତାଙ୍କୁ ଗିରଫ କରାଯାଉ ବୋଲି ଲୋକେ ଦାବୀ ଧରି ବସିଛନ୍ତି । ରାମ ସେନା ପକ୍ଷରୁ ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ବିରୁଦ୍ଧରେ ଜଳେଶ୍ଵର ଥାନାରେ ଅଭିଯୋଗ ହୋଇଛି । ତେବେ ରାଜନୀତିରେ ମିଶିବା ସମୟରେ ଦୈତାରୀ ପଣ୍ଡା ଜଗନ୍ନାଥଙ୍କୁ ନେଇ ଯେଉଁ କଥା କହିଦେଇଥିଲେ । ତାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ହୋଇଥିଲା । ସାରା ଓଡିଶାରେ ଦୈତାରୀ ପଣ୍ଡା ଦେଇଥିବା ସେହି ମନ୍ତବ୍ୟକୁ ନେଇ ବହୁତ ଆଲୋଚନା ତଥା ସମାଲୋଚନା କରାଗଲା ।

ସୋସିଆଲ ମିଡିଆରେ ଏକ ଭିଡିଓ କରି ଦୈତାରୀ ପଣ୍ଡା ନିଜର ଭୁଲ ମଧ୍ୟ ସ୍ଵୀକାର କରି କ୍ଷମା ପ୍ରାଥନା କରିଥିଲେ । ହେଲେ ଏଭଳି ଭୁଲ ଯୋଗୁ ଦୈତାରୀ ପଣ୍ଡାଙ୍କୁ କ୍ଷମା କରିଦେବାକୁ କେହି ମଧ୍ୟ ସହଜରେ ମାନୁନାହାନ୍ତି । ତେଣୁ ଦୈତାରୀ ପଣ୍ଡାଙ୍କୁ ଗିରଫ କରାଯିବା ସହ ପୁରୀ ଜଗନ୍ନାଥ ମନ୍ଦିରରେ ହିନ୍ଦୁ ଶାସ୍ତ୍ରୀୟ ପରମ୍ପରା ଅନୁଯାଇ ସେ କାଶମା କରନ୍ତୁ ବୋଲି ଦାବୀ ହେଉଛି । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *