ଆଜିକାଲି ସମସ୍ତେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥାନ୍ତି । ଏମିତିରେ ସେମାନେ ସୋସିଆଲ ମିଡିଆରେ ତାଙ୍କୁ ଫଲୋ ବି କରୁଥାନ୍ତି । ଯାହା ଦ୍ଵାରା ସେମାନଙ୍କୁ ତାଙ୍କର ପ୍ରିୟ କଳାକାରଙ୍କ ବିଷୟରେ ସବୁ କିଛି ଜଣା ପଡିବ । ଆଜି ଆମେ ଆପଣଙ୍କୁ ସେହିଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏକି ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ।
ଆଜି ବି ସେ ତାଙ୍କର ଅଭିନୟ ମାଧ୍ୟମରେ ଲକ୍ଷ ଲକ୍ଷ ଦର୍ଶକମାନଙ୍କୁ ନିଜର ଦିବାନା କରି ରଖିଛନ୍ତି । କହିବାକୁ ଗଲେ ଲୋକପ୍ରିୟ ସିରିଏଲ ‘ତାରିଣୀ ଆଖିର ତାରା’ରେ ମୁଖ୍ୟ ଅଭିନେତ୍ରୀ କାଜଲ ମିଶ୍ରଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ସେ ଏହି ସିରିଏଲ ମାଧ୍ୟରେ ଘରେ ଘରେ ପରିଚିତ ହୋଇ ଯାଇଛନ୍ତି ।
ସେ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଓ ପ୍ରସିଦ୍ଧ ଅଭିନେତ୍ରୀ ବି ଅଟନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ପରିବାର ବିଷୟରେ ଆପଣଙ୍କୁ କହିବୁ । ୯୦ ଦଶକରେ କାଜଲ ମିଶ୍ର ଜଣେ ଆଗଧାଡିର ଅଭିନେତ୍ରୀ ଥିଲେ । କାଜଲ ମିଶ୍ର ପ୍ରଥମେ ଆଲବମ ଗୀତରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ କେତେକ ଓଡିଆ ଫିଲ୍ମରେ ବି ଅଭିନୟ କରିଲେ ଓ ବର୍ତ୍ତମାନ ସେ ସିରିଏଲରେ କାମ କରି ଦର୍ଶକମାନଙ୍କୁ ମନୋରଞ୍ଜନ କରୁଛନ୍ତି । ସେ ସମସ୍ତ ପ୍ରକାର ଚରିତ୍ରରେ ନଜର ଆସିସାରିଛନ୍ତି ।
କାଜଲ ମିଶ୍ର ନିଜେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରୁହନ୍ତି ଓ ବହୁତ ଭିଡିଓ ଓ ଫଟୋ ଶେୟାର କରନ୍ତି । କିନ୍ତୁ ନିଜର ବ୍ୟକ୍ତିଗତ ଜୀବନକୁ ସବୁବେଳେ ମିଡିଆ ଠାରୁ ଦୂରେଇ ରଖନ୍ତି । ବହୁତ କମ ଲୋକମାନେ ତାଙ୍କର ପରିବାର ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ସ୍ଵାମୀ ଓ ପତ୍ନୀଙ୍କ ବିଷୟରେ କହିବୁ । କାଜଲ ମିଶ୍ର ରିୟଲ ଲାଇଫରେ ଦୁଶମନ୍ତ ପଣ୍ଡାଙ୍କୁ ବିବାହ କରିଛନ୍ତି ।
ଦୁଶମନ୍ତ ପଣ୍ଡା ବି ନିଜ ପତ୍ନୀଙ୍କ ଭଳି ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ଦୁଶମନ୍ତ ପଣ୍ଡା ଓ କାଜଲଙ୍କ ଭଲ ପାଇବା ୨୦୧୧ରେ ଶୁଟିଙ୍ଗ ସେଟରୁ ଆରମ୍ଭ ହୋଇଥିଲା । ଏହା ପରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଦୁଇ ଜଣଙ୍କ ଗୋଟିଏ ଝିଅ ବି ଅଛି । ଯାହାର ନାଁ ଐଶ୍ଵର୍ୟା ପଣ୍ଡା । କାଜଲ ତାଙ୍କ ଝିଅ ଓ ସ୍ଵାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।