ବନ୍ଧୁଗଣ ଏ ଦୁନିଆରେ ସମସ୍ତେ ଚାହିଁ ଥାନ୍ତି ସରଳ ଓ ନିରୀହ ଲୋକ ମାନଙ୍କୁ କିନ୍ତୁ ଦୁଃଖର କଥା ଯେ ଏ ସରଳ ଏବଂ ଶାନ୍ତ ମଣିଷ ମାନେ ସବୁବେଳେ ସମାଜରେ ବେସୀ ଦୁଃଖ ପାଇଥାନ୍ତି । ଆଉ ଏମାନେ ସମାଜରେ ସବୁବେଳେ ଅବହଳିତ ହୋଇଥାନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଆମେ କଠୋର ହୋଇପାରିବା ନାହିଁ ଦୁଷ୍ଟ ହୋଇପାରିବା ନାହିଁ । କାରଣ ଏ ସମାଜରେ ଦୁଷ୍ଟ ଲୋକଙ୍କୁ ମଧ୍ୟ ଭଲ ନଜରରେ ଦେଖି ନଥାନ୍ତି ।
ତା ହେଲେ ଆମେ କଣ କରିବା ଯାହା କରିବା ଦ୍ଵାରା ଆମେ ସମାଜରେ ଏକ ସରଳ ଓ ଶକ୍ତିଶାଳୀ ଜୀବନ କାଟିବା । ବନ୍ଧୁଗଣ ସବୁବେଳେ ନିଜ ମନକୁ ସ୍ଵଚ ରଖନ୍ତୁ ହେଲେ ଏ ସମାଜରେ ବଞ୍ଚିବାକୁ ହେଲେ ବେଳେବେଳେ କଠୋର ହେବାକୁ ପଡିଥାଏ । ନହଲେ ଏ ସମାଜ ତମକୁ ଦୁର୍ବଳ ଭାବି ଖରାପ ବ୍ୟବହାର କରିବ । ଜଣେ ଦୁର୍ବଳ ଲୋକ ଜଣେ ସରଳ ଲୋକର ପିଲା ମାନେ ତାକୁ ଭୟ କରନ୍ତି ନାହିଁ ।
ଜଣେ ସରଳ ଲୋକର ପିଲା ମାନେ ତାକୁ ଭୟ ନକରି ଭଲ ଭାବରେ ପାଠ ପଢି ନଥାନ୍ତି ଆଉ ଗୁରୁଜନ ମାନଙ୍କୁ ସମ୍ମାନ ଦେଇ ନଥାନ୍ତି । ଗୋଟେ ଅଫିସର ବସ୍ ଯଦି ନିରୀହ ହେଉଛି ସରଳ ହେଉଛି ତାର କର୍ମଚାରୀ ମାନେ କାମ କରିବେ ନାହିଁ । ଗୋଟେ ଝିଅଟି ଯଦି ସରଳ ହେଉଛି ନିରୀହ ହେଉଛି ତା ହେଲେ ତାକୁ ସମାଜରେ ବହୁତ ଦୁଃଖ ଭୋଗିବାକୁ ପଡିବ ।
ତେଣୁ ସରଳ ହୁଅ ହେଲେ ତା ସହିତ ଶକ୍ତିଶାଳୀ ବି ହୁଅ । ସରଳ ଆଉ ନିରୀହ ହୁଅ ନାହିଁ । ଅନ୍ତର ଭିତରେ ଓ ମନ ଭିତରେ ସବୁବେଳେ ଏଇ ଭାବନା ରଖନ୍ତୁ । ଆପଣ କେବେବି କାହାକୁ କଷ୍ଟ ଦିଅନ୍ତୁ ନାହିଁ ହେଲେ ଯଦି କିଏ ଆପଣଙ୍କୁ କଷ୍ଟ ଦେବାକୁ ଚାହୁଁଛି ତା ହେଲେ ଆପଣ ଚୁପ ରୁହନ୍ତୁ ନାହିଁ । ଯଦି ଆପଣ ଚୁପ ରହିବେ ତା ହେଲେ ସେ ଲଗାତାର ଆପଣଙ୍କୁ କଷ୍ଟ ଦେଇ ଚାଲିବ ।
ତେଣୁ ବନ୍ଧୁଗଣ ସରଳ ହେବା ସହ ଶକ୍ତିଶାଳୀ ହୁଅନ୍ତି ତେବେ ଆପଣ ଏ ସଂସାରରେ ସୁଖରେ ବଞ୍ଚି ପାରିବେ । ତେଣୁ ଆମେ ସମସ୍ତେ ଏ ଶିକ୍ଷା ଗ୍ରହଣ କରିବା ଉଚିତ । ତା ହେଲେ ବନ୍ଧୁଗଣ ଏହି ଅମୂଲ୍ୟ ଜ୍ଞାନଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ