Pawandeep ଙ୍କ ସହିତ କାମ କରିବା ପାଇଁ Arunita କରିଦେଲେ ମନା, ସାମ୍ନାକୁ ଆସିଲା ଏହି ବଡ କାରଣ

ବନ୍ଧୁଗଣ ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ଦେଖିବାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଯିଏ ବି ଏହି ସୋ ଜିତି ଥାଏ ତାକୁ ବହୁତ ଅଧିକ ଟଙ୍କା ଓ ଲୋକପ୍ରିୟତା ମିଳିଥାଏ । ତେବେ ଗତ କିଛି ମାସ ତଳେ ଇଣ୍ଡିଆନ ଆଇଡଲ ସିଜନ ୧୨ର ଟାଇଟେଲ ପବନ ଦୀପି ନେଇଛନ୍ତି । ଏହି ସୋ ଜିତିବା ପରେ ପବନ ଦୀପ ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରହୁଛନ୍ତି ।

ସେ ନିଜ ସୁନ୍ଦର କଣ୍ଠ ଓ ସ୍ଵର ଦ୍ଵାରା ସମସ୍ତଙ୍କ ପ୍ରହାବିତ କରିଛନ୍ତି । ଅନ୍ୟ ପକ୍ଷରେ ଏହି ସିଜନର ଦ୍ଵିତୀୟ ନମ୍ବରରେ ଅରୁଣିକା କାଞ୍ଜିଲାଲ ରହିଛନ୍ତି । ପବନ ଓ ଅରୁଣିତା ବହୁତ ଭଲ ବନ୍ଧୁ ଅଟନ୍ତି । କେବଳ ଏତିକି ନୁହେଁ ଏହି ଦୁଇଜଣ କେତେକ ଆଲବମରେ ଏକା ସହ ମଧ୍ୟ କାମ କରିଛନ୍ତି । ଏହା ମଧ୍ୟରେ ପବନ ଦୀପଙ୍କ ନୂଆ ଗୀତ ‘ଫୁରସତ’ର ଟିସର ଲଞ୍ଚ ହୋଇଛି ।

ବନ୍ଧୁଗଣ ଏହି ଗୀତରେ ଅରୁଣିତାଙ୍କ ଜାଗାରେ ସାଉଥ ଇଣ୍ଡିଆନ ଅଭିନେତ୍ରୀ ଚିତ୍ରା ଶୁକ୍ଲା ନଜର ଆସୁଛନ୍ତି । ଏମିତିରେ ନିଜ ମନପସନ୍ଦ ଯୋଡିକୁ ଦେଖିନ ପାରିବାରୁ ଫ୍ୟାନ୍ସ ମାନଙ୍କୁ ବହୁତ ବଡ ଝଟକା ଲାଗିଛି । ଏହି ରୋମାଣ୍ଟିକ ଗୀତକୁ ଉଭୟ ଅରୁଣିତା ଓ ପବନଦୀପ ଗାଇଛନ୍ତି ହେଲେ ଗୀତରେ ଅରୁଣିତା କାହିଁକି ନାହାନ୍ତି ତାହା ସମସ୍ତଙ୍କ ମନରେ ବଡ ପ୍ରଶ୍ନ ଉଠିଛି ।

ବନ୍ଧୁଗଣ ୩୦ ସେକେଣ୍ଡର ଏହି ଟିସରରେ ପବନଦୀପ ଓ ଚିତ୍ରାଙ୍କ ଯୋଡି ବହୁତ ଭଲ ଅଛି ଏବଂ ଅନେକ ଲୋକ ଏହି ଦୁଇଜଣଙ୍କ ଯୋଡିକୁ ବେସ ପସନ୍ଦ ମଧ୍ୟ କରିଛନ୍ତି । ମି-ଡି-ଆ ରିପୋର୍ଟସ ଅନୁସାରେ କୁହାଯାଉଛି ପ୍ରଥମେ ଏହି ଗୀତରେ ପବନଦୀପଙ୍କ ସହ ଅରୁଣିତାଙ୍କୁ ନିଆ ଯାଇଥିଲା ହେଲେ ଅରୁଣିତା ଏହି ଆଲବମ କରିବା ପାଇଁ ମନା କରିଦେଇଥିଲେ ।

ପବନଦୀପ ନିଜର ଏହି ନୂଆ ଗୀତକୁ ନେଇ କହିଛନ୍ତି-‘ପୂର୍ବ ଗୀତରେ ମୋତେ ବହୁତ ଭଲ ପାଇବା ମିଳିବାରୁ ମୁ ଏଭଳି କାମ କରିବା ପାଇଁ ଚାହୁଁ ଥିଲି । ଗୀତ ଗାଇବା ହେଉଛି ମୋର ଫ୍ୟାସନ ଓ ମୁ ଆକଟିଙ୍ଗ କରିବା ପାଇଁ ମଧ୍ୟ ଚାହୁଁଛି । ଏହାର ସମସ୍ତ ଶ୍ରେୟ ରାଜ ସୁରାନୀଙ୍କୁ ଦେଉଛି । ମୁ ପ୍ରଥମ ଥର ପାଇଁ ଚିତ୍ରା ଶୁକ୍ଲାଙ୍କ ସହ କାମ କରୁଛି । ମୁ ଆଶା କରୁଛି ଦର୍ଶକ ମାନେ ମୋତେ ଓ ଚିତ୍ରାଙ୍କୁ ପସନ୍ଦ କରିବେ’ ।

ବନ୍ଧୁଗଣ ଖବର ମୁତାବକ ଅରୁଣିତାଙ୍କ ପରିବାର ଲୋକ ପବନଦୀପଙ୍କ ସହ ସ୍କ୍ରିନ ସେୟାର କରିବା ପାଇଁ ଅରୁଣିତାଙ୍କୁ ମନା କରୁଛନ୍ତି । ଏହି କାରଣ ପାଇଁ ଅରୁଣିତା ଏହି ଗୀତରେ ପବନଦୀପଙ୍କ ସହ କାମ କରିବାକୁ ମନା କରିଦେଇଛନ୍ତି । ମେକର୍ଷ ମାନେ ବି ଅରୁଣିତାଙ୍କ ଏହି ନିଷ୍ପତ୍ତି ପାଇଁ ବହୁତ ଦୁଃଖିତ ଅଛନ୍ତି କାରଣ ସେମାନେ ଅରୁଣିତା ଓ ପବନ ଦୀପଙ୍କ ପାପୁଲାରିଟିକୁ ନଜରରେ ରଖି ଏହି ଗୀତ କରିଥିଲେ ।

ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *