Tarot Card: – ତାଙ୍କ ମନର କଥା ଜାଣିବା ପାଇଁ ବାଛି ନିଅନ୍ତୁ ଏକ ନମ୍ବର ! ତାଙ୍କ ମନରେ ଆଗାମୀ ପଦକ୍ଷେପ ଆପଣଙ୍କ ପାଇଁ କ’ ଣ ରହିଛି…

ଜୀବନରେ ସବୁ ସମ୍ପର୍କର ମହତ୍ଵ ଆଣ ଜୀବନରେ ବହୁତ ଅଧିକ ରହିଥାଏ । ସେ ଆତ୍ମୀୟତା, ବନ୍ଧୁତା କିମ୍ବା ପ୍ରେମ ସମ୍ପର୍କ ସେ ଯାହା ବି ହେଉ ନା କାହିଁକି ? ହେଲେ ଆମେ ସବୁ ସମ୍ପର୍କକୁ ଗୁରୁତ୍ଵ ଦେଇଥାଉ । ତେବେ ଯଦି ଆପଣ କୌଣସି ସମ୍ପର୍କକୁ ନଜରରେ ରଖି କାହାର ମନର ଭାବନା ବିଷୟରେ ଜାଣିବା ପାଇଁ ଚାହୁଁଥାନ୍ତି । ତେବେ ଆପଣ 1 ଓ 2 ଏହି 2 ଟି ନମ୍ବର ମଧ୍ୟରୁ ଯେକୌଣସି ନମ୍ବରରୁ ଗୋଟିଏ ଚୟନ କରି ତାଙ୍କ ମନର ଭାବନା ଜାଣି ନିଅନ୍ତୁ । ତେଣିକି ସେ ଆପଣଙ୍କର ଲଭରଙ୍କ ମନ ହେଉ ଅବା ଆପଣ ଯାହାର ବି ମନର କଥା ଜାଣିବାକୁ ଚାହୁଁଥାନ୍ତି ।

1; – ଆପଣ ଯେଉଁ ପର୍ଶନଙ୍କ ବିଷୟରେ ଭାବି ଏହି ନମ୍ବରକୁ ଚୁଜ କରିଛନ୍ତି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଯେ ଆପଣ ଓ ତାଙ୍କ ମଧ୍ୟରେ କୌଣସି କାରଣରୁ ଦୂରତା ହୋଇଯାଇଛି । ତାଙ୍କର ଓ ଆପଣଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ କିଛି ଦିନ ବନ୍ଦ ହୋଇଯାଇଛି । ତଥାପି ମଧ୍ୟ ସେ ଆପଣଙ୍କ କଥା ବର୍ତ୍ତମାନ ସମୟରେ ଭାବୁଛନ୍ତି । ସେ ଏବେ ଆପଣଙ୍କ ଠାରୁ ଅଲଗା ହୋଇ ଆପଣଙ୍କର ମହତ୍ଵକୁ ତାଙ୍କ ଜୀବନରେ ଅନୁଭବ କରିପାରୁଛନ୍ତି ।

ହେଲେ ସେ ଆପଣଙ୍କ ବିଷୟରେ ଭାବୁଛନ୍ତି କି ! ଆପଣ ତାଙ୍କ ଠାରୁ ବହୁତ କିଛି କଥା ଲୁଚାଇ ରଖୁଛନ୍ତି । ତାଙ୍କ ସହ କଥା ଶେୟାର ନକରିବାରୁ ହୁଏତ ଆପଣ ଦୁହିଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ହେଲେ ତାଙ୍କ ମନରେ ଆପଣଙ୍କ ପ୍ରତି ଥିବା ଭଲ ପାଇବା ପୁଣି ଥରେ ଆପଣ ଦୁହିଙ୍କୁ ବହୁତ ଶୀଘ୍ର ଏକାଠି ମଧ୍ୟ କରିଦେବ ।

2; – ଆପଣ ଯାହାଙ୍କ କଥା ଭବିକି ଏହି ନମ୍ବରକୁ ଚୁଜ କରିଛନ୍ତି । ସେ ଆପଣଙ୍କୁ ଭଲ ତ ପାଆନ୍ତି । ହେଲେ ସେ ବ୍ୟକ୍ତିଙ୍କର କିଛି ପରିବାର ପ୍ରେସର ପାଇଁ ସେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଚାହୁଁଛନ୍ତି । ହୁଏତ ତାଙ୍କ ପରିବାରର କୌଣସି ମହିଳା ଷ୍ଟ୍ରଙ୍ଗ ପର୍ଶନ ତାଙ୍କୁ ଆପଣଙ୍କ ସହ ଆଗକୁ ବଢିବାରେ ବାଧା ଦେଉଛି । ହେଲେ ସେ ଭାବୁଛନ୍ତି କି ! ଆପଣ ବହୁତ ଭଲ ପୋଜିସନରେ ଅଛନ୍ତି ।

ଯଦି ସେ ଆପଣଙ୍କ ସହ ଆଗକୁ ସମ୍ପର୍କ ନବଢେଇବେ । ତେବେ ବି ଆପଣଙ୍କୁ ଏଥିରେ କିଛି ଫରକ ପଡିବ ନାହିଁ । ହେଲେ ଆପଣଙ୍କ ମତରେ ଏହି ସମ୍ପର୍କର ମୂଲ୍ୟ ଆପଣଙ୍କ ପାଇଁ ବହୁତ । ତେଣୁ ହୁଏତ ଭବିଷ୍ୟତରେ ଆପଣଙ୍କ ଭଲ ନିଷ୍ଠାର ପାଇବା ଯୋଗୁ ଆପଣଙ୍କ ପର୍ଶନ ଆପଣଙ୍କ ପାଖକୁ ଫେରି ଆସିବେ । ମୁଭଅନ ହେଉ ହେଉ ହୁଏତ ଆପଣ ଦୁହିଙ୍କ ମଧ୍ୟରେ ପୂର୍ବ ଭଳି ସବୁ ଠିକ ହୋଇଯିବ ।  ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *