କାହାକୁ ବିବାହ କରିନେଲେ Rani Panda ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ନିଶ୍ଚିତ ଭାବରେ ଆପଣ ମାନେ ଓଡ଼ିଆ ଯାତ୍ରା ଜଗତ ର କୁଇନ କିମ୍ବା ସନି ଲିୟନି ଙ୍କୁ ନିଶ୍ଚିତ ଜାଣିଥିବେ ଯିଏ ହେଉଛନ୍ତି ରାନୀ ପଣ୍ଡା । ତେବେ ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ସେ ଭୋଜପୁରୀ ସିନେମା ରେ ମଧ୍ୟ ଅନେକ ସିନେମା ରେ ଆଇଟମ ସଙ୍ଗ ରେ ନୃତ୍ୟ କରିଛନ୍ତି ।

ଅଭିନେତ୍ରୀ ରାନୀ ପଣ୍ଡା କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ । ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି । ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ତେବେ ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି । ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି ।

ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି । ଆଉ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଏହାଛଡ଼ା ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ମଧ୍ୟ ଦେଇଥାନ୍ତି । ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସେହିପରି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ ।

ତେବେ ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ । ବେଳେବେଳେ ମନକୁ ଯାହା ଆସେ ତାହା ମଧ୍ଯ କହି ଦିଅନ୍ତି ।ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ଯାତ୍ରା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ରାଣୀ ପଣ୍ଡା ବେଶ୍ ପରିଚିତ । ଏହା ବି ଜାଣିଥିବେ ଯେ ତାଙ୍କର ଅଭିନୟ ର ଅନ୍ଦାଜ ଏବଂ ଡାନ୍ସ କେତେ ଭିନ୍ନ ଅଟେ ।

ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି । ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖି ବାକୁ ମିଳିଥାଏ । ତେବେ ବର୍ତ୍ତମାନ ରାଣୀ ପଣ୍ଡା ଙ୍କର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯେଉଁ ଥିରେ ସେ ମଥାରେ ସିନ୍ଦୁର ହାତରେ ଶଙ୍ଖା, ଏବଂ ନାଲି ଶାଢ଼ୀ ପିନ୍ଧି ସଜେଇ ହୋଇ ଜଣେ ଓଡ଼ିଆଣି ବୋହୁ ଭଳି ଲାଗୁଛନ୍ତି ଏବଂ ଖୁବ ସୁନ୍ଦର ମଧ୍ୟ ଦିଶୁଛନ୍ତି ।

ତେବେ କୁହା ଯାଉଛି କି ରାଣୀ ପଣ୍ଡା ବିବାହ କରିଛନ୍ତି ଏବଂ ବର୍ତ୍ତମାନ ସେ ନିଜ ଶାଶୂଘରେ ଅଛନ୍ତି ତେବେ କିନ୍ତୁ ଏହା ସବୁ ମିଛ କଥା ବାସ୍ତବରେ ଏହା ଏକ ସୁଟିଂ ସେଟ ର ଭିଡିଓ ସେ ନିଜ ଆଲବମ ପାଇଁ ଏଭଳି ବେଶ ହୋଇଛନ୍ତି । ତେବେ ଶୁଣିବାକୁ ମିଳୁଛି କି ରାଣୀ ପଣ୍ଡା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ତେବେ ଦେଖାଯାଉ ଏହି ଖବର କେତେ ସତ ଏବଂ କେତେ ମିଛ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *