କାଚା ବାଦାମ ଗୀତରେ ଏହି କୁନି ପିଲା ମାନେ ତ କମାଲ କରିଦେଲେ, କରିଲେ ଏମିତି ବୋବାଲ ଡ୍ୟାନ୍ସ ଦେଖିଲେ ଆପଣ ବି ନାଚିବାକୁ ଲାଗିବେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ “କଚା ବାଦାମ” ଗୀତ ଟିକୁ ନେଇ ବହୁତ ଚର୍ଚ୍ଚା ରହିଛି, ଏହି ଗୀତ ଟିକୁ ନେଇ ପ୍ରାୟ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି।। ତେବେ ଏହି ଭାଇରଲ ଗୀତ ଟିକୁ ନେଇ ବର୍ତ୍ତମାନ ଭିନ୍ନ ଭିନ୍ନ କଳାକାର ମାନେ କମେଡ଼ି ଭିଡିଓ ବନାଇବା ରେ ଲାଗିଛନ୍ତି।ଆଉ ଯାହାର ରିମିକ୍ସ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ହଲଚଲ ମଚାଇବା ର ଦେଖିବାକୁ ମିଳିଛି।

ତେବେ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି କଚା ବାଦାମ ଗୀତ ଟି ପଶ୍ଚିମବଙ୍ଗ ର ଜଣେ ବାଦାମ ବିକାଳୀ ନିଜ ବାଦାମ ବିକ୍ରି କରିବା ପାଇଁ ଏହି ଗୀତ ଟିକୁ ଗାଇଥିଲେ।ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖୁଥିବେ କି, ଏହି ସଂଗୀତ ଟିକୁ କେହି କେହି ଡ୍ୟାନ୍ସ କରୁଛନ୍ତି ତ କିଏ ପୁଣି ନିଜ ଭାଷା ରେ ଏହାକୁ ଗାଉଛନ୍ତି।

ବର୍ତ୍ତମାନ ଏହି କଚା ବାଦାମ ଗୀତ ଟିରେ ଯୁବ ଯୁବତୀ ଙ୍କୁ ରିଲ କରିବା ତଥା ଡ଼୍ୟାନ୍ସ କରୁଥିବା ର ଆପଣ ମାନେ ଦେଖୁଥିବେ ନିଶ୍ଚିତ।ତେବେ ବର୍ତ୍ତମାନ ସମୟରେ ଏହି ଗୀତରେ ଅନେକ ଲୋକମାନେ ନିଜର ନିଜର ପ୍ରତିଭା ଦେଖାଇ ସାରିଛନ୍ତି ତେବେ ସୋସିଆଲ ମିଡ଼ିଆ ରେ ଏହି ଗୀତରେ ଜଣେ କୁନି ଝିଅ ନିଜର କୁନି କୁନି ପାଦରେ ଏହି ଗୀତରେ ଡାନ୍ସ କରି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରି ଦେଇଛି।

ତେବେ ସେହି କୁନି ଝିଅ ର ନାମ ହେଉଛି ସମାୟାରା ତେବେ ଇଂଷ୍ଟାଗ୍ରାମ ରେ ସେ ନିଜର ଡାନ୍ସ ଏବଂ ଏକ୍ସପ୍ରେସନ ପାଇଁ ଖୁବ ଲୋକ ପ୍ରିୟ। ତେବେ ଇଂଷ୍ଟାଗ୍ରାମରେ ତାଙ୍କର ହଜାର ହଜାର ଫ୍ୟାନ ମାନେ ମଧ୍ୟ ଅଛନ୍ତି।ତେବେ ଏହି କୁନି ଝିଅ ଟି କଚା ବାଦାମ ଗୀତରେ ନିଜର କୁନି କୁନି ପାଦରେ ଡାନ୍ସ କରିଥିଲେ ତେବେ ଏହି ଭିଡିଓ ରେ ଏକ କୋଟି ରୁ ମଧ୍ୟ ଅଧିକ ଲୋକ ପସନ୍ଦ କରି ସାରିଛନ୍ତି।

ତେବେ ଏହି ଗୀତରେ ତାଙ୍କ ଡାନ୍ସ କୁ ତାଙ୍କ ଏକ୍ସପ୍ରେସନ ସମସ୍ତଙ୍କୁ ପସନ୍ଦ ଆସୁଛି।ତେବେ ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି।

ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ତେବେ ଏହି ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ହାସ୍ୟରସ ହୋଇଥାଏ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *