ଭାଇରାଲ ଗୀତ ‘କାଚ୍ଚା ବାଦାମ’ କୁ ନେଇ ଏହି ପିଲାଟି ଯାହା କହିଲା ଶୁଣିଲେ ହସି ହସି ପେଟ ଦରଜ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ସୋସିଆଲ ମିଡିଆରେ କିଛି ନ କିଛି ଗୀତ ଟ୍ରେଣ୍ଡ କରୁଥାଏ । କେତେବେଳେ ବଚପନ କା ପ୍ୟାର ହେଉ କିମ୍ବା କେତେବେଳେ ଆଉ କିଛି । ତେବେ ବର୍ତ୍ତମାନ ଲୋକମାନେ ସେହି ଟ୍ରେଣ୍ଡ କୁ ଆପଣାଇ ନାଚିବା ସହ ତାର ଭିଡିଓ ମଧ୍ୟ ବନାଉ ଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ ‘କଚା ବାଦାମ’ ପୂରା ଛାଇ ଯାଇଛି । ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି ।

ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି । ‘କଚା ବାଦାମ’ ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି, ଯାହାକୁ ବହୁତ ପସନ୍ଦ କରାଯାଉଛି । ଏବେ ଏହି ଗୀତକୁ ରାନୁ ମଣ୍ଡଳ ନିଜ ଷ୍ଟାଇଲରେ ଗାଇଛନ୍ତି, ଯାହାକୁ ଶୁଣି ଲୋକମାନେ ନିଜ ମୁଣ୍ଡ ପିଟୁଛନ୍ତି ।

ରାନୁଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘କଚା ବାଦାମ’ ଗୀତ ଗାଉଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ଏହି ଗୀତ ସୋସିଆଲ ରେ ଖୁବ ଚର୍ଚ୍ଚା ଧରିଛି । ତେବେ ସମସ୍ତେ ଏହି ଗୀତରେ ରିଲ ଭିଡିଓ କରି ମଧ୍ୟ ପୋଷ୍ଟ କରୁଛନ୍ତି ତେବେ ସେହି ଭଳି ଜଣେ ଝିଅ ଯିଏ କି ଏହି କଚା ବାଦାମ ଗୀତରେ ଡାନ୍ସ କରି ଖୁବ ଭାଇରାଲ ହୋଇଛନ୍ତି ।

ତେବେ ଏହାକୁ ନେଇ ୟୁଟିୟୁବ ରେ ଜଣେ ମିଷ୍ଟର ଅନିଲ ଏହାକୁ ନେଇ କମେଡି କରିଛନ୍ତି । ତେବେ ସେ କହିଛନ୍ତି ଏହି ଗୀତରେ ଆଉ କିଛି ଡାନ୍ସ କରି ପାରୁ ନାହଁ ଖାଲି ଅଣ୍ଟା ଟାକୁ କାହିଁକି ହଲେଉଛୁ । ତୁମର ଭଲ ଅଣ୍ଟା ବୋଲି ଦେଖେଇ ହେଉଛ ମୋର ପତଳା ଅଣ୍ଟା ବୋଲି କମେଡି କରୁଛ । ପଳା ଏଠୁ କଚା ବାଦାମ ରେ ନାଚୁଛ ।


ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ହସି ହସି ବେଦମ ମଧ୍ୟ ହେଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *