ଏହି ଜୁନ ମାସରେ ୪ ଟି ରାଶିରେ ଭୟଙ୍କର ଘଟଣା, ରୁହନ୍ତୁ ସାବଧାନ ! ଘଟିପାରେ ବଡ ଅଘଟଣ (Astrology)

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ରାଶି ଚକ୍ରରେ ୧୨ ଗୋଟି ରାଶି ରହିଛି । ୧୨ ଗୋଟି ରାଶିର ରାଶିଫଳ ଗ୍ରହ ମାନଙ୍କ ଚାଳନରୁ ନିର୍ଧାରିତ ହୋଇଥାଏ । ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ । ପ୍ରତ୍ୟକ ବ୍ୟକ୍ତିର କୁଣ୍ଡଳୀ ବା ଜାତକ ଏହି ରାଶି ମାନଙ୍କ ସହିତ ଜଡିତ ରହିଥାଏ । ଏହି ଗ୍ରହ ମାନଙ୍କ ଚାଳନ ଉପରେ ଶୁଭ ପ୍ରଭାବ ପକାଇ ଥାଏ ତ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ସେହିପରି ୪ଟି ରାଶି ଉପରେ ଆଜି ଠାରୁ ଗ୍ରହ ମାନଙ୍କର କୁପ୍ରଭାବ ପଡିବାକୁ ଯାଉଛି । ଏହି ୪ ଗୋଟି ରାଶିର ଲୋକ ମାନଙ୍କୁ ସାବଧାନତାର ସହ ରହିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମିଥୁନ ରାଶି- ଆପଣଙ୍କ ଲୋକପ୍ରିୟତା ହ୍ରାସ ପାଇବ । ଆପଣ ଅର୍ଥ ଅଭାବ ଅନୁଭବ କରିପାରନ୍ତି । ଆପଣ ମାନେ କୌଣସି ଆକସ୍ମିତ କଳହରେ ପଡ଼ିପାରନ୍ତି । ଆପଣ ମାନେ ଆର୍ଥିକ କ୍ଷତି ସହିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ । ପରିବାରରେ ଜଞ୍ଜାଳ ବଢିବ ଓ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । ନିଜ ଲୋକଙ୍କ କାରଣରୁ ଆପଣ ଅସୁବିଧାରେ ପଡି ପାରନ୍ତି । ତେଣୁ ଆପଣ ପ୍ରତିକାର ପାଇଁ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।

କର୍କଟ ରାଶି- ଆପଣ ମାନଙ୍କର ମାନସିକ ଅଶାନ୍ତି ବଢି ପାରେ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । କୌଣସି ଜାଗରୁ ଅପମାନିତ ହୋଇପାରନ୍ତି । ଶାରୀରିକ କଷ୍ଟ ଭୋଗିବେ ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅର୍ଣ୍ଣ ଦିଅନ୍ତୁ ବା ସାହାର୍ଯ୍ୟ କରନ୍ତୁ ।

ମୀନ ରାଶି- ଆପଣ ମାନଙ୍କୁ ଅର୍ଥ ଅଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ଆପଣଙ୍କ ମାନ ସମ୍ମାନରେ ହାନି ଘଟିବ । ଉପଯୁକ୍ତ ନ୍ୟାୟ ଆପଣ ପାଇବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଆପଣ ହଠାତ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି । ତେଣୁ ସର୍ବଦା ସାବଧାନ ରୁହନ୍ତୁ । ତେଣୁ ପ୍ରତିକାର ପାଇଁ ଆପଣ ପ୍ରତ୍ୟକ ମଙ୍ଗଳବାର ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ।

ବିଛା ରାଶି- ଆପଣଙ୍କ ସମୟ ଭୟବିତ ଭାବରେ ଯିବ । ଯାତ୍ରା କରିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡିପାରେ ବ୍ୟସ୍ତତା ଭିତରେ ସମୟ କଟି ପାରେ । ଘରେ କଳହ ଦେଖା ଦେଇପାରେ ଅଭାବ ଅନାଟନରେ ଦିନ କଟି ପାରେ । ବିଶ୍ଵାସ ଘାତକତାର ଶିକାର ହୋଇ ପାରନ୍ତି । ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି ତେଣୁ ସତର୍କ ରୁହନ୍ତୁ । ତେବେ ଏହାର ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *