ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଅଭିନେତ୍ରୀ ଜୁଲି ପଣ୍ଡାଙ୍କୁ ବହୁତ ଭଲ ଭାବରେ ଜାଣୁ । ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ଏହା ସହିତ ଅଭିନୟ ଦୁନିଆରେ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି । ତେବେ ଏହି ଅଭିନେତ୍ରୀ ଯାତ୍ରା ଦୁନିଆରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି ।
ଏହା ସହିତ ଯାତ୍ରା ଅଭିନୟ ଦୁନିଆରେ ସେ ବିଶେଷ ଭାବରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି । ତେବେ ଏହି ଅଭିନେତ୍ରୀ ବାସ୍ତବରେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି । ତେବେ ଯାତ୍ରା ଦୁନିଆରେ ସେ ନିଜକୁ ବିଶେଷ ପରିଚୟ ଦେଇ ପାରିଛନ୍ତି । ତେବେ ସେ ନିକଟରେ ଏକ ସାକ୍ଷାତକାର ଦେଇଥିଲେ ।
ତେବେ ସେ କହିଥିଲେ କି ସେ ପିଲାବେଳୁ ଅଭିନୟ କରିବା ପାଇଁ ଅନେକ ଭଲ ପାଇ ଥାଆନ୍ତି । ସେହି କାରଣରୁ ସେ ଅଭିନୟ କରିବା ପାଇଁ ଯାତ୍ରା ଦୁନିଆରେ ପାଦ ଦେଇଥିଲେ । ଏହା ସହିତ ଏହା ପରେ ସେ ଯାତ୍ରା ଦୁନିଆରେ ଅଭିନୟ କରିବା ପରେ ଧୀରେ ଧୀରେ ଅନେକ ଲୋକଙ୍କ ପ୍ରିୟ ହୋଇ ଯାଇଥିଲେ । ଏହା ସହିତ ଅନେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଭାବରେ ପସନ୍ଦ କରି ଥାଆନ୍ତି । ଏହା ସହିତ ଅଭିନୟ ଦୁନିଆରେ ସେ ବହୁତ ଅଧିକ ପ୍ରତିଷ୍ଠା ପାଇ ପାରିଥିଲେ ।
ତେବେ ଏହା ସହିତ ସେ ଅନେକ ଲୋକଙ୍କ ପ୍ରିୟ ମଧ୍ୟ ହୋଇ ପାରିଥିଲେ । ତେବେ ଏହି ଅଭିନେତ୍ରୀ ସୁରେଶ ପଣ୍ଡାଙ୍କୁ ବିବାହ କରିଥିଲେ । ତେବେ ସେ ମଧ୍ୟ ଜଣେ ବହୁତ ଭଲ ଅଭିନେତା ଅଟନ୍ତି । ନିଜର ଅଭିନୟ ପାଇଁ ସେ ମଧ୍ୟ ଅନେକ ଲୋକପ୍ରିୟତା ପାଇ ପାରିଥିଲେ । ତେବେ ଏହି ଅଭିନେତ୍ରୀ ଜଣଙ୍କ କହିଥିଲେ କି ଅଭିନୟ ଦୁନିଆରେ ସେ ଯେତେବେଳେ ପାଦ ଦେଇଥିଲେ ସେହି ସମୟରେ ସେ ସୁରେଶ ପଣ୍ଡାଙ୍କୁ ଅଧିକ ଭଲ ଭାବରେ ଜାଣି ନଥିଲେ ।
ଏହା ସହିତ ସେ ଧୀରେ ଧୀରେ ତାଙ୍କୁ ଜାଣିବାକୁ ପାଇଲେ । ଏହା ସହିତ ସେମାନେ ପରସ୍ପରକୁ ଜାଣିବା ପରେ ଧିରେ ଧିରେ ସେମାନେ ପରସ୍ପରକୁ ଭଲ ପାଇ ବସି ଥିଲେ । ଏହା ପରେ ସେମାନେ ବିବାହ କରିଥିଲେ । ତେବେ ଅଭିନେତ୍ରୀ ଜୁଲି କହିଥିଲେ କି ସେମାନେ ପରସ୍ପରକୁ ବିବାହ କରିବା ପରେ ଅନେକ ଖୁସିରେ ଅଛନ୍ତି । ଏହା ସହିତ ସେ କହିଥିଲେ କି ପରସ୍ପରକୁ ବିବାହ କରି ସେମାନେ ଅନେକ ଲୋକପ୍ରିୟତା ମଧ୍ୟ ପାଇ ପାରିଛନ୍ତି ତେବେ ଏହି ଅଭିନେତ୍ରୀ ଜଣଙ୍କ ଅଭିନୟ ଦୁନିଆରେ ଅନେକ ଭାବରେ ପ୍ରତିଷ୍ଠିତ ହୋଇ ପାରିଥିଲେ ।
ଏହା ସହିତ ସେ ଏଥିପାଇଁ ସମସ୍ତ ଦର୍ଶକ ମାନଙ୍କୁ ଧନ୍ୟବାଦ କହିଥିଲେ । ଏହା ସହିତ ସେମାନଙ୍କୁ ଏପରି ଭଲ ପାଇବା ଦେବା ବଜାୟ ରଖିବାକୁ ସେ କହିଥିଲେ । କାରଣ ଦର୍ଶକ ମାନଙ୍କ ପାଇଁ ସେ ଆଜି ଏହି ସଫଳତା ପାଇ ପାରିଛନ୍ତି ବୋଲି କହି ଥିଲେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।