ନମସ୍କାର ବନ୍ଧୁଗଣ, ଦୀପିକା ନିଜ ହକ ପାଇଁ ଘର ଆଗରେ ବସି ଲଢୁଥିବା ବେଳେ ଚର୍ଚ୍ଚାରେ ଥିଲେ ଆଉ ଏବେ ମଧ୍ୟ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ଚର୍ଚ୍ଚାର ଆସିବାର ପଛରେ ଏକ ସାଂଘାତିକ କାରଣ ରହିଛି । ଯାହା ତାଙ୍କ ଧର୍ଯ୍ୟର ଧଜିଆ ଉଡାଇ ଦେଇଛି କହିଲେ ଭୁଲ ହେବ ନାହିଁ । ନ୍ୟାୟ ବଦଳରେ ତାଙ୍କ ଇଜ୍ଜତ ବିଚ ରାସ୍ତାରେ ଉଛାଳିବାର ଷ-ଡ-ଯ-ଅନ୍ତ୍ର କରିଛନ୍ତି ଦିନେଶର ପରିବାର ଲୋକ । ତେବେ କଣ ରହିଛି ଏହା ପଛର ପ୍ରକୃତ କାରଣ ଆସନ୍ତୁ ଜାଣିବା ।
ସୂଚନା ଅନନୁଯାୟୀ ଜଣେ ଯୁବକ ଦୀପିକାଙ୍କୁ ଅ-ସ-ଭ୍ୟ କଥା କହି ରାସ୍ତା ମଝିରେ ତାଙ୍କୁ ଗ-ଆଳି କରିଥିଲେ । ଆଉ ଏହା ପରେ ଦୀପିକା ହୋଇ ଉଠିଥିଲେ ଉତ୍ୟକ୍ତ । ଏବଂ mada ମ-ଆରିଥିଲେ ଉକ୍ତ ଯୁବକ ଜଣଙ୍କୁ ଦୀପିକା । ଏହାପରେ କିଛି ଯୁବକ ଆସି ଦୀପିକାଙ୍କ ଶାଢୀ ଭି-ଡା ଭି-ଡି କରି ଚି-ରି ଦେଇଥିଲେ । ଦୀପିକା ତଥାପି ହାରିନଯାଇ ଅଣ୍ଟା ଭିଡି ସମସ୍ତ ଯୁବକଙ୍କ ସହ ଲ-ଢେ-ଇ କରିଥିଲେ ।
ରାସ୍ତା ମଝିରେ ଲୋକ ଜମା ମଧ୍ୟ ହୋଇଯାଇଥିଲେ । ତଥାପି ସ୍ଥିତି ଅସମ୍ଭାଳ ଥିଲା ଏହାପରେ ସ୍ଥାନୀୟ ପୋଲିସ ଆସି ଘଟଣା ଉପରେ ନିୟନ୍ତ୍ରଣ କରିଥିଲା ଏବଂ ଉକ୍ତ ଯୁବକ ଜଣଙ୍କୁ ଥାନାକୁ ନେଇଥିଲେ । ତେବେ ଏହି ଘଟଣା ପରେ ଦୀପିକା ନିଜର ପ୍ରତିକ୍ରିୟା ରଖିଥିଲେ ମିଡିଆ ସାମ୍ନାରେ । ଆଉ କହିଥିଲେ ଏହିସବୁ କିଛି ଘଟିବା ପଛର କାରଣ ହେଉଛନ୍ତି ଦିନେଶର ପରିବାର ଲୋକ ।
ସେମାନେ ମତେ ହା-ଆରା-ସ କରିବାକୁ ଚାହୁଁଛନ୍ତି । କେତେବେଳେ ଯେ ମୋର ଯିବନ ନେ-ଇଯିବେ ତାହା ଜଣା ନାହିଁ । ତେଣୁ ମୋର ଯାହା ବି କିଛି ହେବ ସେଥିପାଇଁ ତାଙ୍କ ପରିବାର ଲୋକ ହିଁ ଡାୟୋ ରହିବେ ଏବଂ ତାହା ପଛର କାରଣ ମଧ୍ୟ ସେମାନେ ହିଁ ହୋଇଥିଲେ । ଏହି କଥା କହିଥିଲେ ଦୀପିକା । ଏହି ଘଟଣା ପରେ ଦୀପିକାଙ୍କୁ ଜିଲ୍ଲା ପୋଲିସ ଦୁଇଜଣ ଷ୍ଟାଫକୁ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ କରିଛନ୍ତି ।
ଜଣେ ତାଙ୍କର ଦୋକାନ ପାଖରେ ସୁରକ୍ଷା ଦେବେ ଆଉ ଜଣେ ତାଙ୍କୁ ଦିନେଶଙ୍କ ଘର ଆଗରେ ସୁରକ୍ଷା ଦେବେ । ଆଉ ଏହା ମଧ୍ୟ କହିଛନ୍ତି କି 6 ମାସ କଣ 6 ବର୍ଷ ହେଲେ ମଧ୍ୟ ମୁଁ ଏମିତି ଧାରଣାରେ ବସିବି ମୋ ଛୁଆର ନ୍ୟାୟ ପାଇଁ । ଏହହା ସମ୍ପର୍କରେ ଆପଣଙ୍କର ମାତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।