ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଯୋଗେସ ଯୋଯୋ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ହାସ୍ୟ ଅଭିନେତା ଯୋଗେସ ଯୋଯୋଙ୍କୁ ବେସ ଭଲ ଭାବରେ ଜାଣିଥିବେ ।
ଯୋଗେସ ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଗତ କିଛି ସମୟ ହେବ ଯୋଗେସଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଏହି ଭିଡିଓରେ ଯୋଗେସ କାନ୍ଦି କାନ୍ଦି ନିଜ ଫ୍ୟାନ ମାନଙ୍କୁ ଏକ ମେସେଜ ଦେଇଛନ୍ତି ।
ତେବେ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଯୋଗେସ ଭିଡିଓରେ କହିଛନ୍ତି-‘ମୁଁ ଷ୍ଟୂଡିଓରେ ଥିବା ବେଳେ ଦୁଇଜଣ ଷ୍ଟୂଡିଓକୁ ଆସିଲେ । ମୁଁ ଷ୍ଟୂଡିଓର ସିସିଟିଭି କ୍ୟାମେରାରେ ସେମାନଙ୍କୁ ଦେଖିଲି । ମୁହଁରେ ଗାମୁଛା ପିନ୍ଧି ଥିଲେ ଆଉ ରାତି ଟାଇମରେ ଚଷମା ପିନ୍ଧି ଥିଲେ । ଗୋଟେ ମୋଟା ହେଇକି ଥିଲେ କଳା ହେଇକି ଆଉ ଜଣେ ପତଳା ହେଇକି ଥିଲେ ।
ମୁଁ ସେମାନଙ୍କୁ ଜାଣି ନାହିଁ କି ତାଙ୍କ ଆବାଜ ବି ଶୁଣି ନାହିଁ । ସେମାନେ ଆସିଲେ ତ ମୁଁ ଭାବିଲି କୌଣସି ପ୍ରୋଜେକ୍ଟ ପାଇଁ ଆସିଥିବେ ବା ଅନେକ ଲୋକ ସେଲଫି ନେବା ପାଇଁ ଆସନ୍ତି । ହେଲେ ସେମାନେ ଆସୁ ଆସୁ ମୋତେ ଆଗେ ଚାର୍ଜ କଲେ । ତା ପରେ ବନ୍ଧୁକ ବାହାର କରି ମୋ ବେକରେ ଲଗାଇଲେ ଆଉ କହିଲେ ତୁ ଆମ ଧମକକୁ ସିରିଏସଲି ନେଲୁନି ବଞ୍ଚିବାର ଅଛି ଯଦି ଭିଡିଓ ଲାଇନ ଛାଡିଦେ ।ମୁଁ ସେତେବେଳେ ଭାବିଲି ସେମାନେ ମୋତେ ମାରିଦେବେ କିନ୍ତୁ ସେମାନେ କହିଲେ ମୁଁ ଯାହା କହୁଛି ସେଇଟା କର ।
ସେହି ସମୟରେ ଜଣେ ସିସିଟିଭିକୁ ଦେଖି ମୋ ହାର୍ଡଡିସ୍କ ନେଇଗଲା ଆଉ ମୋତେ ଗାଡିରେ ବସେଇ ନେଇଗଲେ । ମୋ ମୁହଁରେ ଗାମୁଛା ପିନ୍ଧାଇ ନେଲେ ଆଉ ମୋତେ ବହୁତ ପିଇଟିଇଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଯୋଯୋଙ୍କୁ ବଅନ୍ଧୁଉକ ମୁନରେ ଅପଅହଅରଣ କରିଥିଲେ କିଛି ଦୁର୍ବୁତ୍ତ ଯାହା ଯୋଯୋ ନିଜେ କହିଛନ୍ତି । ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।