ଶୁଖିଲା ରୁଟି Sharmistha ଙ୍କ ଉପରକୁ ଫୋପାଡୁଛନ୍ତି Jhuna, ଚୁପଚାପ ବସୁଛନ୍ତି ଆଉ ଭୋ ଭୋ ହୋଇ କାନ୍ଦୁଛନ୍ତି, ଆଉ କହୁଛନ୍ତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ସରିଛି ରିମାଣ୍ଡ । ବର୍ତ୍ତମାନ ଜେଲ ରେ ଶର୍ମିଷ୍ଠା, ଝୁନା ଏବଂ ନିରଞ୍ଜନ । କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ଙ୍କ ହ-ତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ସହଯୋଗୀ ଝୁନା ଭୋଇ ବର୍ତ୍ତମାନ ଭଦ୍ରକ ଜେଲ ରେ ଅଛନ୍ତି । ଆଉଆ ବାବୁ ନିରଞ୍ଜନ ଶେଠୀ ବର୍ତ୍ତମାନ ମଧ୍ୟ ଜେଲ ରେ ଅଛନ୍ତି । ଶର୍ମିଷ୍ଠା ଙ୍କ ସହିତ ତାଙ୍କ ସହଯୋଗୀ ଝୁନା ଭୋଇ ଙ୍କୁ ଭଦ୍ରକ ସବ ଜେଲ ର ମହିଳା କଏଦୀ ସେଲ ରେ ଏକାଠି ରଖା ଯାଇଅଛି ।

ତେବେ ଜେଲ କର୍ମଚାରୀ ଙ୍କ ସାଙ୍ଗରେ କଥା ହେବ ଦ୍ଵାରା ସେମାନେ କିଭଳି ଜେଲ ରେ ଦିନ କାଟୁଛନ୍ତି ପଚାରିବାରୁ ସେମାନେ କହିଥିଲେ ଯେ ନିଜ କୁକର୍ମ ନିମନ୍ତେ ପଶ୍ଚାତାପ କରୁଛନ୍ତି ମ୍ୟାଡାମ ଶର୍ମିଷ୍ଠା । ଏବଂ ଝୁନା ଭୋଇ ଶର୍ମିଷ୍ଠା ଙ୍କ ଉପରେ ରାଗି ପଞ୍ଚମ ଏଭଳି କି ଝୁନା ଶର୍ମିଷ୍ଠା ଙ୍କ ଉପରକୁ ଶୁଖିଲା ରୋଟି ଫୋପାଡୁଛନ୍ତି । ଏହା ସହିତ ରାଗରେ ତମତମ ହୋଇ କହୁଛନ୍ତି ଯେ ତୋ ପାଇଁ ଆଜି ମୁଁ ଏ ଦଶା ଭୋଗୁଛି ।

ବେଳେ ବେଳେ ଭାବୁକ ହୋଇ ଖିଆପିଆ କରୁ ନାହାଁନ୍ତି ଝୁନା । ଆଉ ଶର୍ମିଷ୍ଠା ଙ୍କ ପାଇଁ ସେ ଏଭଳି କଷ୍ଟ ପାଉଛନ୍ତି ବୋଲି ମଝିରେ ମଝିରେ ଚିତ୍କାର କରୁଛନ୍ତି । ଏଥିପାଇଁ ସେ କାହା ସହିତ କଥା ମଧ୍ୟ ହେଉ ନାହାଁନ୍ତି । ସେ ଚୁପଚାପ ବସୁଛନ୍ତି ଏବଂ ଭୋ ଭୋ ହୋଇ କାନ୍ଦୁଛନ୍ତି ।

ତେବେ ଗୋଟିଏ କଥା ଏଠାରେ ନିଶ୍ଚିତ କହି ପାରିବ ଯେ ଏଭଳି କୁ କର୍ମ କରିବେ କ’ଣ ପାଇଁ ଏବଂ ଜାଣିଶୁଣି ନିଜ ଜୀବନକୁ ନର୍କ ସାଦୃଶ୍ୟ ବନାଇବେ କ’ଣ ପାଇଁ ? କେବଳ ଏକ ମେମୋରୀ ଚିପ ପାଇଁ ଯେ କାହାକୁ ଷଡଯନ୍ତ୍ର କରି ଜୀବନରୁ ନିଜ ରାସ୍ତାରୁ ହଟାଇବା ତାହା କେତେ ଦୂରେ ଠିକ ? କ’ଣ ସେତେବେଳେ ମାନବିକତା ଦେଖାଯାଇନଥିଲା । ଭଗବାନ ମନୁଷ୍ୟ କୁ ଶ୍ରେଷ୍ଠ ବୋଲି କହିଛନ୍ତି । ମାତ୍ର ଆଜିଭଳି ଦିନରେ ମନୁଷ୍ୟ ପଶୁଠାରୁ ମଧ୍ୟ ହୀନ ପାଲଟିଛି ।

ମଣିଷ ମଣିଷ ଅପରାଧ ତଥା ହ-ତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ପଛାଉ ନାହାଁନ୍ତି । ଏହିଭଳି ଅପରାଧ କରି ସାରିବା ପରେ ଆଉ ପଶ୍ଚାତପ ର କୌଣସି ମୂଲ୍ୟ ରହୁନାହିଁ । କାଣ୍ଡ ଭିଆଇବା ପୂର୍ବ ରୁ ଯଦି ଥରେ ଚିନ୍ତା କରିଥାନ୍ତେ ତେବେ ବୋଧ ହୁଏ ଆଜି ମାନସ ଜୀବିତ ଥାନ୍ତେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *