ଲୋକପ୍ରିୟ ଓଡିଆ ସିରିଏଲ ‘Jhilli’ ର ଆକ୍ଟରଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଲୋକମାନେ ବର୍ତ୍ତମାନ ଛୋଟ ପରଦା କୁ ବଲିଉଡ ଓ ଓଲିଉଡ ଠାରୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଟିଭି ପରଦାରେ ପ୍ରଦର୍ଶିତ ହେଉଥିବା ଅନେକ ଧାରାବାହିକ କୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଉଛନ୍ତି । ତେବେ ଏହି ଠାରେ ଅନେକ ଅଭିନେତା ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ମଧ୍ୟ ହୋଇ ପାରିଛନ୍ତି ।

ତେବେ ଆପଣ ମାନେ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ ଝିଲି ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଧାରାବାହିକ ର ସମସ୍ତ କଳାକାର ଖୁବ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି । ଏହି ଧାରାବାହିକ ର ନାୟିକା ଭୂମିକା ରେ ଝିଲ୍ଲୀ ଓରଫ ନିକିତା ଅଭିନୟ କରୁଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ଖୁବ ମାତ୍ରାରେ ପସନ୍ଦ ମଧ୍ୟ ହେଉଛି । ତେବେ ଆସନ୍ତୁ ଜାଣିନେବା ସେହି ଧାରାବାହିକ ର ଆକ୍ଟର ମାନଙ୍କ ର ଶିକ୍ଷାଗତ ଯୋଗ୍ୟତା ।

୧- ପ୍ରଥମ ରେ ହେଉଛନ୍ତି ଅଭିନେତା ରତନ ମେହେର ଯିଏ କି ଏହି ଧାରାବାହିକ ରେ ସମରେଶ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ସେ ଏହା ଆଗରୁ ଅନେକ ହିଟ ଧାରାବାହିକ ଏବଂ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ଏହା ଛଡା ସେ ଭଜନ ଆଲବମ ରେ ମଧ୍ୟ କାମ କରିଛନ୍ତି । ତେବେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଏଲଏଲବି ବଲାଙ୍ଗୀର ଲ କଲେଜ ରୁ କରିଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ନିକିତା ମିଶ୍ର ଯିଏ କି ଏହି ଧାରାବାହିକ ରେ ମୁଖ୍ୟ ନାୟିକା ଝିଲି ଭୂମିକାରେ ଅଭିନୟ କରୁଛନ୍ତି । ତେବେ ସେ ଶିଶୁ କଳାକାର ଭାବରେ ପରିଚିତ ମଧ୍ୟ ସେ ଅନେକ ସିନେମା ଏବଂ ଧାରାବାହିକ ରେ ଶିଶୁ କଳାକାର ଭାବରେ କାମ କରିଛନ୍ତି ତେବେ ସେ ଗ୍ରାଜୁଏଟ ।


୩- ତୃତୀୟ ରେ ହେଉଛନ୍ତି ଅମର ଚୀନଚାନି ଯିଏ କି ମୁଖ୍ୟ ନାୟକ ସିଦ୍ ଭୂମିକା ରେ ଅଭିନୟ କରୁଛନ୍ତି ତେବେ ଏହା ପୂର୍ବରୁ ସେ ଜୀଵନ ସାଥି ଧାରାବାହିକ ରେ ନଜର ଆସିଥିଲେ ଯାହା କି ଖୁବ ହିଟ ଥିଲା । ତେବେ ସେ ଉତ୍କଳ ୟୁନିଭରସିଟି ରୁ ଗ୍ରାଜୁଏଟ କରିଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ରାମେଶ୍ୱରୀ ଲେଙ୍କା ଯିଏ କି ସୁନିତା ଭୂମିକାରେ ଅଭିନୟ କରୁଛନ୍ତି ତେବେ ସେ ଏହା ପୂର୍ବରୁ ୟୁଟିୟୁବ ରେ କମେଡି ଭିଡିଓ ବନାନ୍ତି ତେବେ ସେ ନିଜର ଅଭିନୟ ରେ ସମସ୍ତଙ୍କ ହୃଦୟ ରେ ଘର କରି ପାରିଛନ୍ତି ତେବେ ସେ ବି ଏସସି କରିଛନ୍ତି ।


୫- ପଞ୍ଚମ ରେ ହେଉଛନ୍ତି ରୋଶନ ରାଉତ ଯାହାକୁ କି ଆପଣ ମାନେ ହାପି ଭୂମିକାରେ ଦେଖୁଥିବେ ତେବେ ସେ ଅନେକ ଧାରାବାହିକ ଏବଂ ସିନେମା ରେ ମଧ୍ୟ ନିଜ ଅଭିନୟ ର ପ୍ରତିଭା ଦେଖାଇ ସାରିଛନ୍ତି ତେବେ ସେ ସମ୍ବଲପୁର ୟୁନିଭରସିଟି ରୁ ଗ୍ରାଜୁଏଟ ହୋଇଛନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *