ବନ୍ଧୁଗଣ, ଆପଣ ମାନେ ଓଡିଆ ଅଭିନେତ୍ରୀ ଝିଲିକ ଙ୍କୁ ଟିଭି ପରଦାରେ ନିଶ୍ଚିତ ଭାବରେ ଦେଖିଥିବେ । ବଙ୍ଗୀୟ ରାଜ୍ୟ ରୁ ଆସିଥିବା ଏହି ଅଭିନେତ୍ରୀ ଜଣକ ନିଜ ଅଭିନୟ ଜରିଆରେ ଖୁବ କମ ସମୟରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ନିଜର କମାଲ ଦେଖାଇଥିଲେ । ସେ ଅଭିନେତା ବାବୁସାନ ତଥା ପ୍ରସିଦ୍ଧ ଅଭିନେତା ଅନୁଭବ ମହାନ୍ତି ଙ୍କ ସହିତ ଅନେକ ଗୁଡିଏ ଚଳଚିତ୍ର ରେ ଅଭିନୟ କରି ସେହି ଚଳଚିତ୍ର କୁ ସୁପରହିଟ କରାଇଛନ୍ତି ।
ମାତ୍ର ବଙ୍ଗୀୟ ରାଜ୍ୟ ରୁ ଆସିଥିବା ଏହି ଅଭିନେତ୍ରୀ ଜଣକ ଦେଖିବାକୁ ଯେତେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ବେସ ସୁନ୍ଦର । ସେଥିପାଇଁ ପ୍ରାୟ ଲକ୍ଷାଧିକ ଫ୍ୟାନ୍ସ ଝିଲିକ ଙ୍କୁ ପସନ୍ଦ କରିଥାନ୍ତି । ମାତ୍ର କ୍ରମେ ସେ ବିଜେଡି ନେତା ପ୍ରୀତିକାନ୍ତ ଘଡେଇ ଙ୍କୁ ପ୍ରେମ ବିବାହ କରିଥିଲେ । ଏହାପରେ ତାଙ୍କର ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥିଲା ।
ଚଳଚିତ୍ର ଦୁନିଆ କୁ ଛାଡି ସେ ସବୁଦିନ ଲାଗି ପାଲଟି ଯାଇଥିଲେ ଶାଶୁଘରର ସଂସ୍କାରୀ ବୋଧୂ । ଏବଂ ଶାଶୁଘରେ ସମସ୍ତଙ୍କ ମନ ନେଇ ଚଳୁଥିଲେ । କିନ୍ତୁ ଆଜି ଅଭିନେତ୍ରୀ ଝିଲିକ ଙ୍କ ପାଇଁ ସତରେ ଏକ ବଡ ଦିନ ଆସି ପହଞ୍ଚିଛି । ଆଜ୍ଞା ହଁ ଝିଲିକ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ଝିଲିକ ଙ୍କ ଶାଶୁଘରେ ବର୍ତ୍ତମାନ ସାଦଖିଆ ବେସ ଧୂମଧାମରେ ପାଳନ କରାଯାଇଅଛି ।
ଏଥିରେ ତାଙ୍କ ପରିବାର ସଦସ୍ୟ ଙ୍କ ସହିତ ବହୁତ ନେତା ତଥା ଅଭିନେତା ଅଭିନେତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଝିଲିକ ନିଜ ବନ୍ଧୁ ବାନ୍ଧବୀ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ମାହୋଲ ଟି ବେସ ହସ ଖୁସିର ସହିତ ସମାପ୍ତ ହୋଇଥିବାର ପରିଲକ୍ଷିତ ହୋଇଥିଲା । ଝିଲିକ ଙ୍କ ସ୍ଵାମୀ ଏବଂ ତାଙ୍କ ଶାଶୁ ଶଶୁର ପ୍ରଥମେ ଝିଲିକ ଙ୍କୁ ସାଦା ଖୁଆଇ ଆଶୀର୍ବାଦ କରିଥିଲେ । ଏହାପରେ ଝିଲିକ ଙ୍କ ବନ୍ଧୁବାନ୍ଧବ ତଥା ସାଙ୍ଗସାଥି ଅଳ୍ପ ଅଳ୍ପ ମାତ୍ରାରେ ଝିଲିକ ଙ୍କୁ ସାଦ ଖୁଆଇ ଥିଲେ । ଏହି ଅବସରରେ ଝିଲିକ ବହୁତ ଖୁସି ଥିବାର ନଜର ଆସିଛନ୍ତି ।
ପ୍ରାୟ ଅନେକ ଦିନ ପରେ ତାଙ୍କ ଘରକୁ ଏକ କୁନି ପିଲା ଆସିବାକୁ ଯାଉଅଛି ବୋଲି ଝିଲିକ ଙ୍କ ପରିବାର ଲୋକେ କହିଛନ୍ତି । ତେବେ ଅଭିନୟ ଦୁନିଆ କୁ ସବୁଦିନ ଲାଗି ବିଦାୟ ଦେଇ ଝିଲିକ ବର୍ତ୍ତମାନ ନିଜର ଦାମ୍ପତ୍ୟ ଜୀବନରେ ବେସ ଖୁସ ଅଛନ୍ତି ବୋଲି ସେ କହିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।