ହଠାତ ଝିଲି ସେଟ୍ ରେ ପହଞ୍ଚିଗଲେ Jessy, କଲେ ଜବରଦସ୍ତ ମସ୍ତି, ଚାଲନ୍ତୁ ଦେଖିବା…Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଯ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନିକିତା ମିଶ୍ର । ନିକିତାଙ୍କୁ ଆପଣ ମାନେ ‘ଝିଲି’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ନିକିତା ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ନିକିତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଓଡିଶା ବାସୀ ବେସ ପସନ୍ଦ କରନ୍ତି । ବନ୍ଧୁଗଣ ନିକିତା ଝିଲି ସିରିଏଲରେ ଅଭିନୟ କରିବା ପାରେ ସଫଳତା ପାଇଛନ୍ତି । 

ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଏମିତି ଅନେକ ସିରିଏଲ ପ୍ରସାରିତ ହୋଇଥାଏ ହେଲେ କିଛି ସିରିଏଲକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଥାନ୍ତି ତ କିଛି ସିରିଏଲ ଅଧିକ ଲୋକପ୍ରିୟତା ହାସଲ କରିପାରେ ନାହିଁ । ତେବେ ବନ୍ଧୁଗଣ ଝିଲି ସିରିଏଲଟି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଓଡିଶା ବାସୀ ଏହି ସିରିଏଲଟିକୁ ବେସ ଅଧିକ ପସନ୍ଦ କରିଛନ୍ତି ।

କାରଣ ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଝିଲି ସିରିଏଲ ସୁଟିଙ୍ଗ ସେଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ସମସ୍ତ ଲୋକ ଏହି ଭିଡିଓଟିକୁ ବହୁତ ଅଧିକ ପସନ୍ଦ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଝିଲି ସୁଟିଙ୍ଗ ସେଟରେ ପ୍ରଥମ ଥର ପାଇଁ ଜେସୀ ନଜର ଆସିଛନ୍ତି । ଏହି ଭିଡିଓରେ ଜେସୀ ସମସ୍ତ କଳାକାରଙ୍କ ସହ ମସ୍ତି କରୁ ଥିବାର ନଜର ଆସୁଛନ୍ତି । ତେବେ ଫ୍ୟାନ୍ସ ମାନେ ଏହି ଭିଡିଓଟିକୁ ବେସ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *