ଆଗରୁ କେବେ ଶୁଣି ନଥିବେ କି ଜାଣି ନଥିବେ ଜଣେ ଝିଅ ସହିତ ଘୋଡା ଯାହା କଲା ନା… 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ଘୋଡା ସହ ସମ୍ପର୍କ ରଖିଥିଲା । ଦର୍ଶକ ବନ୍ଧୁ ଆପଣ ମାନେ ଘୋଡା ଆଉ ମଣିଷ ସହ ଜଡିତ ଅନେକ ଗୁଡିଏ କାହାଣୀ ନିଶ୍ଚୟ ଶୁଣିଥିବେ କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ କାହାଣୀ ବିଷୟରେ ଜଣାଇବାକୁ ଚାହୁଁଛୁ ତାହା ବୋଧ ହୁଏ ଆପଣ ଆଗରୁ କେବେ ଜାଣି ନଥିବେ । ଜଣେ 28 ବର୍ଷୀୟ ଝିଅ ଘୋଡା ସହ ରଖିଥିଲା ଶାରୀରିକ ସମ୍ପର୍କ ।

ଭାରତ ସ୍ଵାଧୀନ ହେବା ପୂର୍ବରୁ କାଶ୍ମୀରରେ ଜଣେ ସୁନ୍ଦର ଝିଅ ରହୁଥିଲା । ସେ ଝିଅ ପାଖରେ ଗୋଟେ ଘୋଡା ଥିଲା ଆଉ ଝିଅର ସୁନ୍ଦରତା ସାରା ଅଞ୍ଚଳରେ ବେସ ପ୍ରସିଦ୍ଧ ଥିଲା । ଝିଅଟି ଯେଉଁ ନଗରରେ ରହୁଥିଲା ସେହି ନଗରର ରାଜା ଘୋଡାର ସଉକିନ ଥିଲେ । ତେବେ ଥରେ ରାଜା ଶିକାରକୁ ଗଲା ବେଳେ କହିଲେ ମୋ ପାଇଁ ସବୁଠାରୁ ଶକ୍ତିଶାଳୀ ଘୋଡା ଆଣ ।

ଏହା ପରେ ଜଣେ ସିପାହୀ ତାଙ୍କୁ କହିଲା ନଗରରେ ଏକ ଝିଅ ଅଛି ତା ପାଖରେ ସବୁଠାରୁ ଶକ୍ତିଶାଳୀ ଘୋଡା ଅଛି । ସିପାହୀ କଥା ଶୁଣିବା ପରେ ରାଜା ଘୋଡା ଦେଖିବାକୁ ଇଛା କଲେ ଆଉ ସିପାହୀ ମାନଙ୍କୁ କହିଲେ ସେ ଝିଅ ଠାରୁ ଘୋଡା ଆଣିବା ପାଇଁ । ହେଲେ ଝିଅଟି ଘୋଡା ଦେବା ପାଇଁ ମନା କରି ଦେଲା । ଏହା ପରେ ରାଜା କ୍ରୋଧିତ ହୋଇ ସେହି ଝିଅକୁ ଘୋଡା ସହ ହାଜର ହେବା ପାଇଁ ଆଦେଶ ଦେଲେ ।

ଏହା ପରେ ଝିଅ ଜଣକ ନିଜ ଘୋଡା ସହ ରାଜାଙ୍କ ଆଗରେ ହାଜର ହେଲେ । ରାଜା କହିଲେ ତମକୁ ଯାହା ଦରକାର ମୁଁ ଦେବି ହେଲେ ମୋତେ ଏ ଘୋଡା ଦିଅ । ଝିଅ କହିଲା ଆପଣ ଆପଣଙ୍କ ରାଜପ୍ରସାଦ ଦେଇଦେଲେ ବି ମୁଁ ଘୋଡା ଦେବି ନାହିଁ । ଏହା ପରେ ରାଜା କହିଲେ ମୁଁ ଥରେ ତମ ଘୋଡାକୁ ନେଇ ଶିକାରକୁ ଯିବି ତା ପରେ ଫେରେଇ ଦେବି ଝିଅ ରାଜି ହେଲା ଆଉ ରାଜା ଶିକାରରୁ ଆସିବା ପରେ ଝିଅକୁ ତାର ଘୋଡା ଫେରାଇ ଦେଲେ ।

ଏହା ପରେ ନଗରରେ ଚର୍ଚ୍ଚା ହେଲା ଝିଅଟି ଘୋଡା ସହ ଶାରୀରିକ ସମ୍ପର୍କ ରଖୁଛି । ଏହା ଜାଣି ରାଜା ଏହି ସତ୍ୟର ସିଦ୍ଧାନ୍ତ କରିବା ପାଇଁ ବାହାରିଲେ । ଝିଅକୁ ରାଜା ପଚାରିଲେ ତମେ ସକାଳୁ ସକାଳୁ ଘୋଡା ସହ କୁଆଡେ ଯାଉଛ । ଝିଅଟି କହିଲା ମୁଁ ଏ ଜଙ୍ଗଲରେ ବଡ ହେଇଛି ମୋ ବାପା-ମାଆ ମୋତେ ଏକା ଛାଡି କୁଆଡେ ଚାଲି ଗଲେ ।

ପିଲା ଦିନରୁ ମୁଁ ଏ ଘୋଡା ସହ ରହୁଛି ଆଉ ସେ ହିଁ ମୋର ପ୍ରକୃତ ସାଥି । ଏହା ଶୁଣିବା ପରେ ସମସ୍ତେ ଜାଣିଗଲେ ଯେ ଘୋଡା ସହ ଝିଅର ଶାରୀରିକ ସମ୍ପର୍କ ନାହିଁ । ତା ହେଲେ ବନ୍ଧୁଗଣ ଏହି କାହାଣୀଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *