ଝିଅଟି ଗାଡି ଭିତରେ ପୁଅଟି ସହ ଯାହା କଲା ନା…ଦେଖିଲେ ଆପଣ ବି କାବା ହେବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଯୁଗ ରେ ମହିଳା ମାନେ ଦୁର୍ବଳ ନୁହଁନ୍ତି ସେମାନେ ନିଜର ସୁରକ୍ଷା ନିଜେ କରି ପାରୁଛନ୍ତି ଏବଂ ନିଜ କର୍ମ ଏବଂ ପରିଶ୍ରମ ରେ ସଫଳତା ମଧ୍ୟ ହାସଲ କରୁଛନ୍ତି । ତେବେ କିଛି ପୁରୁଷ ଙ୍କ ପାଇଁ ସେମାନେ ଏବେ ବି ଦବି କି ରହୁଛନ୍ତି ଏବଂ ଅନେକ ଅତୟଆଚାର ମଧ୍ୟ ସହୁଛନ୍ତି । ତେବେ ମହିଳା ମାନଙ୍କ ସୁରକ୍ଷା ପାଇଁ ସରକାର ନାରୀ ସପକ୍ଷରେ ଅନେକ ଆଇନ ନିୟମ ମଧ୍ୟ ବନା ଯାଇଛି।

ତେବେ ଯାହାର ସୁବିଧା ରେ ମହିଳା ମାନେ ନିଜକୁ ସୁରକ୍ଷିତ କରି ପାରିବେ ଏବଂ ଅତୟଆଚାର ହେବାରୁ ମଧ୍ୟ ବଞ୍ଚି ପାରିବେ । ତେବେ ଏ ଦୁନିଆ ରେ ସବୁ ଝିଅ ଭଲ ଏବଂ ସବୁ ପୁଅ ଭୁଲ ନଥାନ୍ତି । କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ଵାରା ବନା ଯାଇଥିବା ଏହି ନିୟମ ଗୁଡିକ ର ଭୁଲ ଫାଇଦା କିମ୍ବା ଦୁରପଯୋଗ କରିଥାନ୍ତି । ତେବେ ଏଭଳି ଘଟଣା ଆମେ ଅନେକ ଦେଖିଥିବେ କିନ୍ତୁ ବର୍ତ୍ତମାନ ସେହି ଭଳି ଏକ ଘଟଣା ସାମ୍ନା କୁ ଆସିଛି ତେବେ ଆସନ୍ତୁ ସେହି ଘଟଣା ସମ୍ପର୍କରେ ଆଲୋଚନା କରି ନେବା ।

ତେବେ ଏହି ଭିଡିଓ ରେ ଜଣେ ଯୁବତୀ ଓଲା ଡ୍ରାଇଭରଙ୍କ ସହ ଖରାପ ଆଚରଣ କରୁଛନ୍ତି ତାହା ଆପଣ ମାନେ ଦେଖି ପାରିବେ । ଯୁବତୀ ଯେଉଁ ସ୍ଥାନ ଯାଏଁ ବୁକ କରିଥିଲେ ସେହି ସ୍ଥାନ ଯାଏଁ ଓଲା ଡ୍ରାଇଭର ଛାଡିଥିଲେ । କିନ୍ତୁ ଯେତେବେଳେ ଯୁବତୀଙ୍କୁ ତାଙ୍କ ଜାଗାରେ ଡ୍ରାଇଭର ଛାଡି ଦେଇଥିଲେ ସେହି ସମୟରେ ଯୁବତୀ ଜବରଦସ୍ତି ଆଉ କିଛି ଦୂର ତାଙ୍କୁ ଛାଡିବା ପାଇଁ କହୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଯୁବତୀ କହୁଛନ୍ତି ଯେ ସେ ବୁକ କ୍ୟାନ୍ସଲ କରିବେ ନାହି । ଏହା ସହ ଯୁବତୀ କହୁଛନ୍ତି ଯେ ତୁମେ ଚାକର ଲୋକ ଚାକର ଭଳି ରୁହ ମୋ ସହ ମୁହଁ ଲଗାଅ ନାହି । ତେବେ ଡ୍ରାଇଭର ବାରମ୍ବାର ହାତ ଯୋଡି ଅନୁରୋଧ କରୁଥିଲେ ମଧ୍ୟ ଯୁବତୀ ଜଣକ ତାଙ୍କୁ ବାଧ୍ୟ କରୁଛନ୍ତି ଆଉ କିଛି ଦୂର ଯିବା ପାଇଁ । କିନ୍ତୁ ଯୁବତୀ କିଛି ନ ଶୁଣି ଓଲା ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିବାରେ ଲାଗିଛନ୍ତି ।

ଯୁବତୀ କହୁଛନ୍ତି ଯେ ଆମେ ଝିଅ ମାନେ ଯାହା କହିବା ତାହା ସମସ୍ତେ ବିଶ୍ଵାସ କରିବେ । ମୁଁ କଣ କରି ପାରିବି ତୁମେ ଦେଖିବ ଏହି ଭଳି ଧମକ ଦେଉଛନ୍ତି ଯୁବତୀ ଡ୍ରାଇଭରଙ୍କୁ । ଯୁବତୀଙ୍କୁ ବାରମ୍ବାର ଖରାପ ଆଚରଣ କରୁଛନ୍ତି ବୋଲି ସେ କହୁଛନ୍ତି କିନ୍ତୁ ତାହା ସତ ନୁହେଁ ବୋଲି ଡ୍ରାଇଭର ଉତ୍ତର ଦେଉଛନ୍ତି। ତେବେ ଯେତେବେଳେ ଡ୍ରାଇଭର ଏହାର ଭିଡିଓ କରୁଥିଲେ ସେହି ସମୟରେ ଯୁବତୀ ଜଣକ ତାଙ୍କୁ ଭିଡିଓ ବନ୍ଦ କରିବା ପାଇଁ କହୁଛନ୍ତି କିନ୍ତୁ ଡ୍ରାଇଭର ସଫା ମନା କରି ଦେଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଗୋଟେ ଅଭିଯୋଗ କରିଲେ ତୁମର କ୍ଯାରିୟର ବରବାତ ହୋଇଯିବ ଏହିଭଳି ଧମକ ଦେଉଛନ୍ତି ଯୁବତୀ ଡ୍ରାଇଭରଙ୍କୁ । ଯୁବତୀ ନିଜେ ଭିଡିଓ କରି ଅନ୍ୟ ମାନଙ୍କୁ ଦେଖାଇବେ କି ଡ୍ରାଇଭର ତାଙ୍କ ସହ କିଭଳି ଆଚରଣ କରୁଛନ୍ତି ବୋଲି ନିଜ ରାଏରେ କହିବା ପରେ ମଧ୍ୟ ଡ୍ରାଇଭର କହୁଛନ୍ତି ଯେ ସେଥିପାଇଁ ସେ ଏହି ଭିଡିଓ କରୁଛନ୍ତି ଦୁନିଆକୁ ଦେଖାଇବା ପାଇଁ।
ତେବେ ଏହା ପରେ ଓଲା ଡ୍ରାଇଭର ପୋଲିସଙ୍କୁ ସୂଚନା ଦେବାକୁ କହକୁହନ୍ତି ।

କିନ୍ତୁ ଯୁବତୀ ପୋଲିସକୁ ଫୋନ ନ କରି ତାଙ୍କର କୌଣସି ବନ୍ଧୁଙ୍କୁ ଫୋନ କରି ସେ ଥିବା ଜାଗାରେ ଡକାଉଛନ୍ତି । ଯୁବତୀ ଆଗକୁ ଯିବା ପାଇଁ ଅନ୍ୟ କୌଣସି ଗାଡି ନେବାକୁ ଚାହୁଁ ନାହାନ୍ତି କି ତାଙ୍କ ପାଖରେ ଏତେ ସମୟ ନାହି ବୋଲି ଡ୍ରାଇଭରଙ୍କୁ ଧମକ ଦେଉଛନ୍ତି । ଡ୍ରାଇଭର ଯୁବତୀଙ୍କୁ ଚାଲିକି ଯିବା ପାଇଁ କହିବାରୁ ଯୁବତୀ ଜୋରରେ ରାଗି ତାଙ୍କ ସହ ଖରାପ ଆଚରଣ କରୁଛନ୍ତି ।

ଯୁବତୀ ଅଧିକ ଟଙ୍କା ଦେବାର ଲୋଭ ଦେଖାଇ ଡ୍ରାଇଭର କହିବା ସତ୍ବେ ମଧ୍ୟ ସେ ନିଜର ଡିୟୁଟି ଠିକ ଭାବେ କରିବେ ବୋଲି କହୁଛନ୍ତି । ଅନେକ ସମୟ ଧରି ଦୁହିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ଆମ ଦେଶରେ ଏମିତି ମହିଳା ଅଛନ୍ତି ଯେଉଁ ମାନେ ପୁରୁଷଙ୍କ ସହ ଖରାପ ଆଚରଣ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *