ଝିଅର ପ୍ରଥମ ରଜକୁ ଏକ Anisha ଓ Subhasis, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଦୁଇ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଓଡିଆ କଳାକାର ଦୁଇଜଣ ହେଉଛନ୍ତି ଶୁଭାଶିସ ଓ ଆନିଶା । ଆପଣ ମାନେ ସମସ୍ତେ ଶୁଭାଶିସ ଓ ଆନିଶାଙ୍କୁ ଅନେକ ସିରିଏଲରେ ଦେଖିଥିବେ । ଉଭୟ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି । ଉଭୟ ଶୁଭାଶିସ ଓ ଆନିଶାଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଆସିବା ଦିନରୁ ଶୁଭାଶିସ ଓ ଆନିଶା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି ।

ପ୍ରଥମେ ଉଭୟ ପରସ୍ପରକୁ ପ୍ରେମ କରି ଥିଲେ ଆଉ ପରେ ଏମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟଙ୍କ ଯୋଡିକୁ ମଧ୍ୟ ଅନେକ ଲୋକ ବେସ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ଶୁଭାଶିସ ଓ ଆନିଶାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତାଙ୍କ କନ୍ୟା ସନ୍ତାନ ଜନ୍ମ ହେବା ପରେ ଉଭୟ ବହୁତ ଖୁସି ଅଛନ୍ତି ।

ସେମାନେ ନିଜ ଝିଅର ନାମ ଭିଓନା ରଖିଛନ୍ତି । ବନ୍ଧୁଗଣ ସୁଭାସିସ ଓ ଆନିଶା ନିଜ ଝିଅ ସହ ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଆଉ ସେ ସବୁ ଭିଡିଓ ଗୁଡିକ ବେସ ଭାଇରାଲ ମଧ୍ୟ ହେଉଛି । ଗତ କିଛି ସମୟ ହେବ ଭିଓନାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ରଜ ସଂକ୍ରାନ୍ତିରେ ଆନିଶା ଓ ଶୁଭାଶିଷ ନିଜ ଝିଅକୁ ନୂଆ ଡ୍ରେସ ପିନ୍ଧାଇ ପ୍ରଥମ ରଜ ପାଳନ କରିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆନିଶା ଓ ଶୁଭାଶିଷଙ୍କ ଝିଅ ଭିଓନା ନୂଆ ଡ୍ରେସ ପିନ୍ଧି ବହୁତ କ୍ୟୁଟ ନଜର ଆସୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *