ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରିୟଙ୍କାଙ୍କ ଜବରଦସ୍ତ ଅଭିନୟ ଏବଂ ତାଙ୍କ ସୁନ୍ଦରତାକୁ ଆପଣ ମାନେ ସମସ୍ତେ ଦେଖିଥିବେ । ପ୍ରିୟଙ୍କା ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଏବେ ପ୍ରିୟଙ୍କା ଏକ ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।
ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଏବେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତ କାଲି ତାଙ୍କର ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା ଆଉ ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଓଡିଆ ଅଭିନେତା ବୁଦ୍ଧଦିତ୍ୟଙ୍କ ସହ ପହଞ୍ଚି ଥିଲେ । ସେଠାରେ ଉଭୟ ପ୍ରିୟଙ୍କା ଏବଂ ବୁଦ୍ଧଦିତ୍ୟ ଗଣମାଧ୍ୟମ ଆଗରେ ସାକ୍ଷାତ୍କାର ଦେଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।
ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଏହି ସାକ୍ଷାତ୍କାରରେ ପ୍ରିୟଙ୍କା ବୁଦ୍ଧଦିତ୍ୟଙ୍କ ସହ ଛିଡା ହୋଇଛନ୍ତି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ବୁଦ୍ଧଦିତ୍ୟ ହେଉଛନ୍ତି ଓଲିଉଡର ଏକ ମାତ୍ର ଅଭିନେତା ଯିଏ ବର୍ତ୍ତମାନ ଯାଏଁ ବିବାହ କରି ନାହାନ୍ତି ।
ହେଲେ ସାରା ଓଡିଶାବାସୀ ଚାହୁଁ ଛନ୍ତି ବୁଢାଦିତ୍ୟ ସିକଘ୍ର ବିବାହ କରନ୍ତୁ । ତେଣୁ ଏହି ସ୍କହଯତ୍କାରରେ ପ୍ରିୟଙ୍କା କହୁଛନ୍ତି-‘ଆମେ ଯଥା ଶୀଘ୍ର ସ୍ଵୟଂ କନ୍ୟା କରିବାକୁ ଯାଉଛୁ ବୁଦ୍ଧ ଭାଇଙ୍କର । ବୁଦ୍ଧ ଭାଇ ହେଉଛନ୍ତି ଆମ ଇଣ୍ଡଷ୍ଟ୍ରିର ସବୁଠାରୁ ହାଣ୍ଡସମ ବାଚଲର । ତେଣୁ ଝିଅ ମାନେ ରେଡି ହେଇଯାନ୍ତୁ’ । ଏହା ଶୁଣିବା ପରେ ବୁଦ୍ଧାଦିତ୍ୟ କହୁଛନ୍ତି-‘ଝିଅ ମାନେ ସମସ୍ତେ ରେଡି ହେଇଯାନ୍ତୁ ଆଉ ଆପ୍ଲିକେସନ ପଠାନ୍ତୁ । ଡାଉରୀ ଦରକାର ନାହିଁ ମୁଁ ସୁନା ଦେବି ପୁରା 24 କାରେଟର’ ।
ତେବେ ଦର୍ଶକ ବନ୍ଧୁ ଏଭଳି ଭାବରେ ମଜାଳିଆ ଢଙ୍ଗରେ ପ୍ରିୟଙ୍କା ଏବଂ ବୁଦ୍ଧଦିତ୍ୟ ଏହି ସାକ୍ଷାତ୍କାର ଦେଇଛନ୍ତି । ଏଠାରେ ଆମେ କହି ରଖିବାକୁ ଚାହୁଁ ଯେ ଓଡିଆ ଅଭିନେତ୍ରୀ ଲିପ୍ସା ମିଶ୍ର ଆକାଶ ନାମକ ଜଣେ ଯୁବକଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ତେବେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।