ଝିଅ ଆମର ନୂଆ ବୋହୁ ସିରିଏଲର ହିରୋଇନ Puja ଙ୍କ Real life ପରିବାର ଓ Biography, ଆଗରୁ କେବେ ବି ଦେଖିନଥିବେ…

ଆଜିକାଲି ଫିଲ୍ମ ଷ୍ଟାରଙ୍କ ଭଳି ଟିଭି ସିରିଏଲରେ କାମ କରୁଥିବା କଳାକାରମାନେ ବହୁତ ଚର୍ଚାରେ ରହୁଛନ୍ତି । ଏହା ସହିତ ସେମାନେ ସୋସିଆଲ ମିଡିଆରେ ସବୁବେଳେ ଛାଇ ରହିଛନ୍ତି । ଏମାନଙ୍କର ଫ୍ୟାନ ଫୋଲଇଙ୍ଗ ଜବରଦସ୍ତ ଅଟେ । କହିବାକୁ ଗଲେ ଫିଲ୍ମ ଷ୍ଟାରଙ୍କ ଭଳି ଏମାନଙ୍କୁ ବି ଦର୍ଶକମାନେ ବହୁତ ପସନ୍ଦ ଓ ଭଲ ପାଇବା ଦେଉଛନ୍ତି । କହିବାକୁ ଗଲେ ସୋସିଆଲ ମିଡିଆ ଏକ ଏମିତି ମାଧ୍ୟମ ହୋଇ ଯାଇଛି ଯେଉଁଠି ଜଣେ ଷ୍ଟାର ସାମ୍ନା ସାମ୍ନି ନିଜର ଫ୍ୟାନମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି ଓ ସାକ୍ଷାତ କରୁଛନ୍ତି ।

କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ସବୁବେଳେ ସୋସିଆଲ ମିଡିଆରେ ଛାଇ ରହୁଥିବା ‘ଝିଅ ଆମର ନୂଆ ବୋହୁ’ର ହିରୋଇନ ପୂଜାଙ୍କ ବିଷୟରେ କହିବୁ । ଏହା ସହିତ ତାଙ୍କର ଜୀବନୀ ଓ ପରିବାରରେ କିଏ କିଏ ଅଛନ୍ତି ସେହି ବିଷୟରେ ବି କହିବୁ । କହିଦେଉଛୁ କି ପୂଜା ଅନ୍ୟ ଷ୍ଟାରଙ୍କ ଭଳି ସୋସିଆଲ ମିଡିଆରେ ପ୍ରାୟତଃ ନିଜର ଭିଡିଓ ଓ ଫଟୋ ଶେୟାର କରି ଫ୍ୟାନମାନଙ୍କ ସହ ଯୋଡି ହୋଇ ଥାନ୍ତି ।

ସେ ସର୍ବଦା ନିଜର ନୂଆ ନୂଆ ଫଟୋ ଶେୟାର କରନ୍ତି । ସବୁବେଳେ ସବୁ ଫଟୋରେ ତାଙ୍କର ନୂଆ ଲୁକ ଓ ନୂଆ ଅନ୍ଦାଜ ଦେଖିବାକୁ ମିଳେ । ପ୍ରଥମେ ପୂଜାଙ୍କୁ କେହି ବି ଚିହ୍ନି ନ ଥିଲେ । କିନ୍ତୁ ଝିଅ ଆମର ନୂଆ ବୋହୁ ସିରିଏଲ କାରଣରୁ ଆଜି ସେ ଘରେ ଘରେ ପରିଚିତ ହୋଇ ଯାଇଛନ୍ତି । ଝିଅ ଆମର ନୂଆ ବୋହୁ ସିରିଏଲରେ ପୂଜାର ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀଙ୍କ ଅସଲ ନାଁ ହେଉଛି ଲାବରିନ ଖାନ ।

ଯଦି ଲାବରିନ ଖାନଙ୍କ ଉର୍ଫ ପୂଜାଙ୍କ ପରିବାର ବିଷୟରେ କହିବୁ ତେବେ ତାଙ୍କ ପରିବାରରେ ବାପା ମା, ଓ ବଡ ଭାଇ ଅଛନ୍ତି । ଲାବରିନ ଖାନ ପିଲାଦିନୁ ହିଁ ଘରର ଦାୟିତ୍ଵ ତୁଲାଇ ଆସୁଛନ୍ତି । ସେ ନିଜର ଶିକ୍ଷା ସମାପ୍ତ କରିବା ପରେ ମୁମ୍ବାଇ ମେଡଲିଙ୍ଗ କରିବା ପାଇଁ ଚାଲି ଯାଇ ଥିଲେ । କିଛି ବର୍ଷ ମୁମ୍ବାଇରେ ରହିବା ପରେ ସେ ପୁଣି ଥରେ ଓଡିଶାକୁ ଫେରି ଆସିଥିଲେ ।

ଏଠି ଆସି ସେ ଗୋଟିଏ କାସଟିଙ୍ଗ କାଷ୍ଟ କମ୍ପାନୀ ଖୋଲିଥିଲେ । ଯାହା ମାଧ୍ୟମରେ ସେ ବହୁତ ଓଡିଆ ଅଭିନେତା ଓ ଅଭିନେତ୍ରୀଙ୍କୁ ସିରିଏଲରେ କାମ କରିବା ପାଇଁ ଚାନ୍ସ ଦେଉଥିଲେ । କିନ୍ତୁ ଯେତେବେଳେ ଝିଅ ଆମର ନୂଆ ବୋହୁ ସିରିଏଲର ମୁଖ୍ୟ ନାୟିକାର ଅଡିସନ ପାଇଁ ତାଙ୍କ ଅଫିସକୁ ଫୋନ ଆସିଲା ତେବେ ସେ ନିଜେ ବି ଏହି ସିରିଏଲର ଅଡିସନରେ ସାମିଲ ହୋଇ ଯାଇ ଥିଲେ । ସବୁଠୁ ବଡ କଥା ଏହା ଅଟେ କି ସେ ଏହି ଅଡିସନରେ ସିଲେକ୍ଟ ହୋଇଗଲେ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *