ଏ କି ଅଜବ ପରମ୍ପରା, ବାପା ହୁଏ ଝିଅର ସ୍ଵାମୀ, ଝିଅକୁ ବିବାହ କରେ ବାପା, ମାର ସ୍ଵାମୀକୁ ବିବାହ କରେ ଝିଅ । ହଁ ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଖବରକୁ ନେଇ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆଜି ବି ଅଜବ ପରମ୍ପରା ଅଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ବି ମୁଣ୍ଡରେ ହାତ ଦେବେ ।
ଦୁନିଆରେ ଏମିତି ଅନେକ ସମ୍ପ୍ରଦାୟର ଲୋକ ରହିଛନ୍ତି ସେମାନଙ୍କର ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ରହିଛି । ନିଜର ପରମ୍ପରା ଅନୁସାରେ ଲୋକ ମାନଙ୍କର ଚାଲି ଚଳଣି ଓ ଆଚରଣ, ବ୍ୟବହାର ଭିନ୍ନ ଦେଖିବାକୁ ମିଳିଥାଏ । ବିଶେଷ କରି ଜନଜାତି ସମ୍ପ୍ରଦାୟ ଲୋକଙ୍କର ଚାଲି ଚଳଣି ସାଧାରଣ ଲୋକଙ୍କ ଠାରୁ ବେସ ଭିନ୍ନ ରହିଥାଏ । କିଛି ସମ୍ପ୍ରଦାୟ ଲୋକଙ୍କ ଚାଲି ଚଳଣି ଏତେ ଭିନ୍ନ ରହିଥାଏ ଯେ ସେସବୁକୁ ବିଶ୍ଵାସ କରିବା ବା ଗ୍ରହଣ କରିବା ଆମ ପକ୍ଷେ ସମ୍ଭବ ହୋଇ ନଥାଏ ।
ଆଜି ଆମେ ଏମିତି ଏକ ପରମ୍ପରା ବିଷୟରେ ଆପଣଙ୍କୁ ଜଣାଇବୁ ଯାହା ଆପଣଙ୍କୁ ବିଶ୍ଵାସ ହେବ ନାହିଁ । ଦର୍ଶକ ବନ୍ଧୁ ଏମିତି ଏକ ଜନଜାତି ରହିଛି ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାନ୍ତି । ସୂଚନା ଅନୁସାରେ ପରମ୍ପରା ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାନ୍ତି ।
ଆଉ ସେହି ବିଧବା ମହିଳାଙ୍କର ଯଦି କୌଣସି କନ୍ୟା ସନ୍ତାନ ରହିଥାଏ ସେହି କନ୍ୟା ସନ୍ତାନ ବଡ ହେବା ପରେ ମହିଳାଙ୍କ ସ୍ଵାମୀ ଅର୍ଥାତ ଝିଅର ଦ୍ଵିତୀୟ ବାପାକୁ ଝିଅ ବିବାହ କରିଥାଏ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏପରି ଏକ କୁପ୍ରଥା ବାଂଲାଦେଶର ଏକ ଜନଜାତିରେ ଦେଖିବାକୁ ମିଳି ଥାଏ । ସମ୍ପ୍ରଦାୟର ନାଁ ମାଣ୍ଟିଫ ହୋଇଥିବା ବେଳେ ଏହି କୁପ୍ରଥାକୁ ପାଳନ କରିଥାନ୍ତି ଲୋକ ମାନେ ।
ବ୍ୟକ୍ତି ଜଣକ ବିଧବା ମହିଳା ସହ ବିବାହ କରିଥାନ୍ତି ଏବଂ ତାଙ୍କ ଛୋଟ ଝିଅକୁ ଲାଳନ ପାଳନ କରିଥାନ୍ତି । ଆଉ ଛୋଟ ଝିଅଟି ବଡ ହେବା ପରେ ସେ ତା ସହ ବିବାହ କରିଥାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।