ଯେଉଁ ନାରୀର ଛାତିରେ କଳାଯାଇ ଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 12 ଟି Anuchinta

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ କିଛି ଅନୁଚିନ୍ତା ବିଷୟରେ ଆଲୋଚନା କରିବା । ବନ୍ଧୁଗଣ ଜୀବନକୁ ସୁଖମୟ ଓ ସମୃଦ୍ଧିମୟ କରିବାକୁ ହେଲେ କିଛି ବିଶେଷ କଥା ଧ୍ୟାନରେ ରଖିବା ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜୀବନର ଏପରି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଅନେକ ଉପକାରୀ ହେବ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ

୧-ସକାଳୁ ଉଠିଲା ପରେ ଖାଲି ପେଟରେ ତିନି ଗ୍ଲାସ ପାଣି ପିଇବା ଦ୍ୱାରା ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ।

୨- ଗାଧୋଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇଲେ ରକ୍ତଚାପ ନିୟନ୍ତ୍ରଣ ରେ ରହିଥାଏ।

୩- ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ ଦୁଇ ଗ୍ଲାସ ପାଣି ପିଇଲେ ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ।

୪- ପାଞ୍ଚଟି ଗୋଲମରିଚ ଗୋଟିଏ ପିଆଜ ଏବଂ ଅଧ ଚାମଚ ଲୁଣ କୁ ବାଟି ମୁଣ୍ଡରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୁଏ।

୫- ମୁହଁରେ କଳାଦାଗ ଥିଲେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇଲେ ମୁହଁ ସଫା ହୋଇଥାଏ।

୬- ଦୁଇଟି ଗୁଜୁରାତି କୁ ଗୁଣ୍ଡକରି ରାତିରେ ଶୋଇବା ବେଳେ ଉଷୁମ ପାଣି ରେ ଖାଇଲେ କେଶ ମଜବୁତ ରୁହେ।

୭- ପେଟରେ ଗ୍ୟାସ ସମସ୍ୟା ଦେଖାଦେଲେ ଏକ ଚାମଚ ଜୁଆଣି ସହିତ ଟିକେ କଳା ଲୁଣ ମିଶାଇ ଉଷୁମ ପାଣି ରେ ପିଅନ୍ତୁ।

୮- ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରନ୍ତୁ ନଚେତ ଏହା ଦ୍ୱାରା ଅଶୁଭ ହୋଇଥାଏ।

୯- ଯେଉଁ ଲୋକ ର ନୟନ ରେ କଳାଯାଇ ଥାଏ ସେ ଚତୁର ଏବଂ ବୁଦ୍ଧିମାନ ଥାଏ।

୧୦- ଝିଅ ମାନଙ୍କର ଦକ୍ଷିଣ ବକ୍ଷରେ କଳାଯାଇ ଥିଲେ ସେ ବିଦ୍ୟାବାନ ହୁଏ ଏବଂ ଦକ୍ଷିଣ ପାଦର ଥିଲେ ଧର୍ମବନ୍ତ।

୧୧- ଘର ଭିତରେ ମହାଦେବଙ୍କ ପରିବାରର ଫୋଟୋ ରଖିଲେ ସନ୍ତାନ ଆଜ୍ଞାକାରୀ ହୋଇଥାଏ।

୧୨- ଘରର ପଇସା ରଖୁଥିବା ଆଲମାରୀ ସର୍ଵଦା ଘରର ଦକ୍ଷିଣ ପାର୍ଶ୍ଵରେ ରଖନ୍ତୁ ଏହା ଦ୍ୱାରା ଶୁଭ ହୋଇଥାଏ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *