ଯେଉଁ ମହିଳା ପାଦରେ ପାଉଁଜି ପିନ୍ଧନ୍ତି ସେମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସହର ହେଉ ଅଥବା ଗାଁ ସାଧାରଣତଃ ପ୍ରତ୍ୟେକ ନାରୀ ଙ୍କ ପାଦ ରେ ପାଉଁଜି ଦେଖିବାକୁ ମିଳିଥାଏ । ଅଧିକାଂଶ ମହିଳା ଅଛନ୍ତି ଯେଉଁମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି । କାରଣ ପାଦରେ ପାଉଁଜି ପିନ୍ଧିବା ଦ୍ୱାରା ନାରୀ ର ସୁନ୍ଦରତା ଆହୁରି ଅଧିକ ବଢ଼ିଯାଏ । କିନ୍ତୁ ବହୁତ କମ ମହିଳା ମାନେ ଜାଣିଥିବେ ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କଣ କଣ ଲାଭ ସବୁ ମିଳିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ମହିଳା ମାନେ ପାଦ ରେ ପାଉଁଜି ପିନ୍ଧିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଶାସ୍ତ୍ର ଅନୁସାରେ ଯେଉଁ ମହିଳା ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କ ଘରେ କେବେବି ଖରାପ ଶକ୍ତି ର ପ୍ରବେଶ ହୋଇ ନଥାଏ । କାରଣ ପାଉଁଜି ରୁ ବାହାରୁ ଥିବା ଘୁଂଘୁର ଧ୍ୱନି ଦ୍ଵାରା ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ଘର ବାହାରେ ହିଁ ରହିଥାଏ । ନାରୀ ମାନେ ପାଦ ରେ ପାଉଁଜି ପିନ୍ଧିବା ଦ୍ୱାରା ଏହି ଫାଇଦା ନିହାତି ଭାବରେ ହୋଇଥାଏ । ତେଣୁ ମହିଳା ମାନେ ନିଶ୍ଚିତ ଭାବରେ ନିଜ ପାଦରେ ପାଉଁଜି ପିନ୍ଧନ୍ତୁ । ଏହାଦ୍ବାରା ଆପଣଙ୍କ ପରିବାର ସୁଖ ଶାନ୍ତି ରେ ରହିବେ ।

୨. ଦ୍ବିତୀୟତଃ, ମହିଳା ମାନେ ପାଉଁଜି ପିନ୍ଧିବା ସ ଘରେ ଈଶ୍ୱର ଙ୍କ ବାସ ରହିଥାଏ । କାରଣ ପାଉଁଜି ର ଶବ୍ଦ ଈଶ୍ୱର ଙ୍କୁ ବହୁତ ଅଧିକ ପସନ୍ଦ ହୋଇଥାଏ । ଏଥିପାଇଁ ଯେଉଁ ମହିଳା ପାଦ ରେ ପାଉଁଜି ପିନ୍ଧନ୍ତି ସେମାନଙ୍କ ପରିବାର ସର୍ବଦା ସୁଖ ଶାନ୍ତି ରେ ରହିଥାନ୍ତି । କାରଣ ଏମାନଙ୍କ ଘରେ ସର୍ବଦା ଈଶ୍ୱର ଙ୍କ କୃପା ବର୍ଷି ଥାଏ ।


୩. ତୃତୀୟତଃ, ସାଧାରଣତଃ ପାଉଁଜି ରୁପା ଧାତୁ ରେ ନିର୍ମିତ ହୋଇଥାଏ । ଯାହାକି ଆମ ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ । ଏଥିପାଇଁ ଯେଉଁ ମହିଳା ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କୁ ଶରୀର ସମ୍ବନ୍ଧୀୟ କୌଣସି ପ୍ରକାର ସମସ୍ୟା ରହି ନଥାଏ । ଯଦି ଆପଣଙ୍କ ଶରୀର ରେ କୌଣସି ପ୍ରକାର ସମସ୍ୟା ରହିଛି ତେବେ ଆପଣ ପାଦ ରେ ପାଉଁଜି ପିନ୍ଧିବା ଆରମ୍ଭ କରି ଦିଅନ୍ତୁ ।


ଆପଣ ନିଜ ପାଦ ରେ ପାଉଁଜି ପିନ୍ଧିବା ଦ୍ୱାରା ଆପଣଙ୍କ ଶରୀର ର ଇମ୍ୟୁନିଟି ପାୱାର ବୁଷ୍ଟ୍ ହେବ ଏବଂ ଏହାଦ୍ବାରା ଆପଣଙ୍କୁ କୌଣସି ପ୍ରକାର ରୋଗ ମଧ୍ୟ ହେବ ନାହିଁ । ଆପଣ ସର୍ବଦା ସୁସ୍ଥ ରହିବେ । ଯଦି ଆପଣ ମାନେ ଉପୋରକ୍ତ ସମସ୍ତ ଫାଇଦା ନିଜ ଜୀବନ ରେ ପାଇବାକୁ ଚାହୁଁଛନ୍ତି ତେବେ ନିଜ ପାଦରେ ସର୍ବଦା ରୁପା ଧାତୁ ରେ ନିର୍ମିତ ପାଉଁଜି ପିନ୍ଧନ୍ତୁ । ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *