ବନ୍ଧୁଗଣ, ସାଧାରଣତ ପୁରାଣ ଶାସ୍ତ୍ର ରେ ଉଲ୍ଲେଖ ହୋଇଅଛି ଯେ କେତେ ଜନ୍ମ ପରେ ମଣିଷ ଜନ୍ମ ମିଳିଥାଏ । କିନ୍ତୁ ଆଜିଭଳି ଦୁନିଆରେ ସମସ୍ତେ ପ୍ରାଏ ଅନ୍ଧ ତଥା ମୂର୍ଖ ସାଜି ଛୋଟ ଛୋଟ କଥାକୁ ବିଶାଳ ଭାବି ପ୍ରାଣ ତ୍ୟାଗ କରିବାକୁ ପଛାଉ ନାହାଁନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଏଭଳି ଏକ ଘଟଣା ସମ୍ବନ୍ଧରେ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ବୁଝିନେବେ ଯେ ମାନବ ସମାଜରେ ମୂର୍ଖତା ର ପରିଚୟ ର ଅଭାବ ନାହିଁ ।
ବନ୍ଧୁଗଣ ଏହି ଘଟଣା ଟି ବିଶାଖପାଟଣା ର ଅଟେ । କିଛି ଲୋକ ଏଠାକାର ଚିଡିଆ ଘରକୁ ବୁଲିବାକୁ ଯାଇଥିବା ସମୟରେ ହଟାତ ଦେଖନ୍ତି ସିଂହ ର ଗୁମ୍ଫା ଉପରେ ଜଣେ ଯୁବକ ଆ-ତ୍ମ-ତ୍ୟା-ଗ କରିବାର ଉଦ୍ୟମ କରୁଛି । ସେଠାରେ ଉପସ୍ଥିତ ଥିବା ଜନସାଧାରଣ ମଧ୍ୟ ଏହା ଦେଖି ଚି-ତ୍କା-ର କରୁଛନ୍ତି । ମାତ୍ର ଯୁବକ ଜଣକ ସିଂହ ମୁହଁ କୁ ଯିବାକୁ ସଂପୂର୍ଣ୍ଣ ଭାବରେ ପ୍ରୟାସ କରି ସାରିଥିଲା ।
ଏହା ପରେ କିଛି ଲୋକେ ଯୁବକ ଜଣକୁ ଫେରି ଆସିବାକୁ କହୁଥିଲେ । ମାତ୍ର ଯୁବକ ଜଣକ କାହା କଥା ଶୁଣିବାକୁ ନାରାଜ । ଗୁମ୍ଫା ଉପରେ ଛିଡା ହୋଇ ସିଂହ କୁ ଏକା ଲୟରେ ଦେଖିବାରେ ଲାଗିଥିଲା । ଯୁବକ ଜନକଙ୍କ ନାମ ଇର୍ଫାନ ଅଟେ । ଚିଡିଆ ଘର ନିରକ୍ଷଣ କର୍ମୀ ଏ ସମ୍ବନ୍ଧରେ ସୂଚନା ପାଇ ଯୁବକ ଜନକଙ୍କ ପାଖକୁ ଦୌ-ଡି ଯିବାକୁ ପ୍ରୟାସ କରିଲେ ।
ମାତ୍ର ସେମାନେ ଦେଖିବାକୁ ପାଇଲେ ଯେ ଯୁବକ ଜଣକ ଗୁମ୍ଫା ଉପରେ କେତେବେଳେ ଛିଡା ହେଉଛି ତ କେତେବେଳେ ବସିଯାଇ ସିଂହ କୁ ଏକା ଲୟରେ ଚାହିଁ ରହୁଛି । ଏହା ଦେଖି ସୁରକ୍ଷା କର୍ମୀ ତାକୁ ଡାକ ପକାଇ ଗୁମ୍ଫା ରୁ ବାହାରି ଆସିବାକୁ କହିଲେ । ବହୁତ କହିବା ପରେ ଯୁବକ ଜଣକ ଗୁମ୍ଫା ରୁ ଉପରୁ ଆସିଲା ।
ସୁରକ୍ଷା କର୍ମୀ ଯୁବକ ଙ୍କୁ ଦୁଇ ଚା-ପୁ-ଡା ମଧ୍ୟ ଲଗାଇଲେ । ସତରେ ଏଭଳି ମୁ-ର୍ଖା-ମି କେଉଁ କାରଣରୁ କରିଲେ ? ଅଥବା ଏଭଳି କଣ ହୋଇଥିଲା ଯେ ପ୍ରା-ଣ ତ୍ୟା-ଗ କରିବାକୁ ଏଭଳି ଉଦ୍ୟମ ଚଳାଇଥିଲେ ଯୁବକ ? ପ୍ରାଣୀ ଜୀବନ ବହୁତ ମୂଲ୍ୟବାନ ଅଟେ କିନ୍ତୁ ଆଜିର ଯୁବସମାଜ ବୁଝିବାକୁ ନାରାଜ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।