ଲୁଚି-ଛପି ପ୍ରେମ କରୁଥିବା ସମୟରେ ଧରା ପଡି ଯାଠିଲେ Bollywood ର ଏହି 5 Couples, 5 ନଂ ଯୋଡି କିସ କରୁଥିବା ସମୟରେ କ୍ୟାମେରାରେ ହୋଇଥିଲେ କଏଦ

ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ ନିଶ୍ଚୟ କାହା ସହ ପ୍ରେମ କରିଥିବେ । ଅନେକ ଲୋକ ଲୁଚି ଲୁଚି ପ୍ରେମ କରିଥାନ୍ତି ଲୁଚି ଲୁଚି ପ୍ରେମ କରିବାର ମଜା ଗୋଟେ ଅଲଗା ପ୍ରକାର । କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ସାରା ଦୁନିଆରେ ସାମ୍ନାରେ ନିଜ ପ୍ରେମକୁ ଲୁଚାଇ ରଖନ୍ତି । ହେଲେ କୁହାଯାଏ ପ୍ରେମ ଓ ଘୃଣା କେବେବି ଲୁଚି ରହି ନଥାଏ କେବେ ନା କେବେ ଏହା ସାମ୍ନାକୁ ନିଶ୍ଚୟ ଆସିଥାଏ ।

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଏପରି କପଲ୍ସ ଅଛନ୍ତି ଯେଉଁ ମାନେ ଲୁଚି ଲୁଚି ପ୍ରେମ କରୁଥିଲେ ହେଲେ ଦୁନିଆ ସାମ୍ନାରେ ଏମାନଙ୍କ ପ୍ରେମ କଥା ଜଣା ପଡିଗଲା । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏହି କପଲ୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ରଣବିର କପୁର ଓ କାଟ୍ରିନା କେଆଫ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରଣବିର କପୁର ଓ ଅଭିନେତ୍ରୀ କାଟ୍ରିନା କେଆଫ । ଏହି ଦୁଇଜଣ ଗୋଟେ ସମୟରେ ପରସ୍ପର ସହ ପ୍ରେମ ସମ୍ବନ୍ଧରେ ଥିଲେ । ଗୋଟେ ସମୟରେ ଏହି ଦୁଇଜଣଙ୍କ ଏକ ମସ୍ତି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ସେହି ଫଟୋରେ କାଟ୍ରିନା ବିକିନି ପିନ୍ଧି ଥିଲେ । ହେଲେ ଏବେ ଏହି ଦୁଇଜଣ ଅଲଗା ହୋଇଯାଇଛନ୍ତି ।

ସନି ଦେଓଲ ଓ ଡିମ୍ପଲ କପାଡିଆ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ଡିମ୍ପଲ କପାଡିଆ । ଗୋଟେ ସମୟରେ ଅଭିନେତା ସନି ଦେଓଲ ଓ ଡିମ୍ପଲ କପାଡିଆ ଲଭ ରିଲେସନରେ ଥିଲେ । ହେଲେ ଏମାନେ ପରସ୍ପର ସହ ବିବାହ କରିପାରି ନଥିଲେ । ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସନି ଓ ଡିମ୍ପଲ ଏକ ସ୍ଥାନରେ ସମୟ ବିତାଉ ଥିବାର ନଜର ଆସିଥିଲେ ।

ରଣବିର କପୁର ଓ ମାହିରା ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ରଣବିର କପୁର ଓ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ । ଗୋଟେ ସମୟରେ ଏହି ଦୁଇଜଣ ଲଭ ରିଲେସନରେ ଥିଲେ ଓ ନିଜ ରିଲେସନ ପାଇଁ ଏମାନେ ବହୁତ ଚର୍ଚାରେ ରହିଥିଲେ । ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ଏହି ଦୁଇଜଣ ସିଗ୍ରେଟ ଟାଣୁ ଥିବାର ନଜର ଆସିଥିଲେ ।

ସାହାରୁଖ ଖାନ ଓ ପ୍ରିୟଙ୍କା ଚୋପ୍ରା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଶାହରୁଖ ଖାନ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଗୋଟେ ସମୟରେ ଏହି ଦୁଇଜଣଙ୍କର କିଛି ମସ୍ତି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଓ ଖବର ଆସିଥିଲା ଶାହରୁଖ ଗୌରିଙ୍କୁ ତଲାକ ଦେଇ ପ୍ରିୟଙ୍କାଙ୍କ ସହ ବିବାହ କରିବେ । ହେଲେ ପରେ ଶାହରୁଖ ପ୍ରିୟଙ୍କାଙ୍କ ଠାରୁ ଅଲଗା ହୋଇଯାଇଥିଲେ ।

ସଲମାନ ଖାନ ଓ ଐଶ୍ଵର୍ଯ୍ୟ ରାୟ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସଲମାନ ଖାନ ଓ ଐଶ୍ଵର୍ଯ୍ୟ ରାୟ । ଗୋଟେ ସମୟରେ ଏହି ଦୁଇଜଣ ପ୍ରେମ ସମ୍ବନ୍ଧରେ ଥିଲେ । ରିଲେସନରେ ଥିବା ବେଳେ ଅନେକ ଥର ଐଶ୍ଵର୍ଯ୍ୟ ଓ ସଲମାନ ଗୋଟିଏ କାର ଭିତରେ ପରସ୍ପରକୁ ଚୁମ୍ବନ କରୁଥିବାର ନଜର ଆସିଥିଲେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *